ଝାରସୁଗୁଡ଼ା ଅଫିସ,୨୪ା୫: ବ୍ରଜରାଜନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। କଂଗ୍ରେସର ଷ୍ଟାର ପ୍ରଚାରକମାନେ ଦଳୀୟ ପ୍ରାର୍ଥୀ ପୂର୍ବତନ…
ନବରଙ୍ଗପୁର, (ବି.ପ୍ର.)/ଭୁବନେଶ୍ୱର (ବ୍ୟୁରୋ), ୨୪ା୫: ‘କାମ କର ନଚେତ ମାଲକାନଗିରି ପଠେଇଦେବି’ କଟକ ମେୟର ସୁବାସ ସିଂ ଦେଇଥିବା ଏପରି ମନ୍ତବ୍ୟକୁ ବିରୋଧ କରିଛି ନବରଙ୍ଗପୁର ଜିଲା…
ଡେରାବିଶ,୨୪ା୫(ସ୍ବ.ପ୍ର.):ଡେରାବିଶ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଗରାଏ ପାଣି ପାଇଁ ସାଧାରଣ ଲୋକ ନାହିଁ ନ ଥିବା ସମସ୍ୟାର…
କେନ୍ଦ୍ରାପଡ଼ା ଅଫିସ, ୨୪ା୫:କେନ୍ଦ୍ରାପଡ଼ା ଜିଲାର ଆରାଧ୍ୟ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ଚାପଖେଳ ରୀତିନୀତି ଜାରି ରହିଛି। ଏହି ଅବସରରେ ଶାମଗୁଡ଼ିଆ ଗଁାର ଫକୀର ଚରଣ ବେହେରା ଏକ…
ବାରଙ୍ଗ,୨୪।୫(ଡି.ଏନ୍.ଏ.):ନନ୍ଦନକାନନ କର୍ତ୍ତୃପକ୍ଷ ଅଧିକ ରାଜସ୍ବ ଆଶାରେ ପାର୍କିଂ, ସଫାରି, ବ୍ୟାଟେରିଚାଳିତ ଅଟୋ ଓ ବୋଟିଂକୁ ଘରୋଇକରଣ କରିଛନ୍ତି। ହେଲେ ଘରୋଇକରଣ ପରେ ସେଗୁଡ଼ିକ ଉପରେ କର୍ତ୍ତୃପକ୍ଷ ନଜର…
ପୁରୀ ଅଫିସ, ୨୪ା୫:ଏସିଆ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରିଥିବା ଓଡ଼ିଆ ପର୍ବତାରୋହୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଓଡ଼ିଶା…
କଟକ ଅଫିସ, ୨୪ା୫:ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ୟୁଟ୍ୟୁବ୍ରେ ପୋଷ୍ଟ କରିଥିବା ୨ଟି ଭିଡିଓକୁ ନେଇ ରବିବାର ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ…
ମାଲକାନଗିରି, ୨୪ା୫(ଡି.ଏନ.ଏ.):ପଞ୍ଚାୟତ ବୈଠକରେ ସ୍ତ୍ରୀଙ୍କୁ ଫେରି ପାଇବାର ଆଶା ହରାଇବା ପରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଏମଭି-୯…
ନୟାଗଡ଼ ଅଫିସ,୨୪ା୫"ନୟାଗଡ଼ ଜିଲା ଶରଣକୂଳର ଆରାଧ୍ୟ ଦେବ ଲଡୁବାବାଙ୍କ ଚାପ ଡଙ୍ଗା ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଚନ୍ଦନ ପୁଷ୍କରିଣୀରେ ଓଲଟି ପଡିବାରୁ ଠାକୁରଙ୍କ…
ନିଶ୍ଚିନ୍ତକୋଇଲି, ୨୪ା୫(ସ୍ବ.ପ୍ର): ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ରାତିରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଚାଲିଥିବା ମାହାଙ୍ଗା ମହୋତ୍ସବରେ ପ୍ରଥମ…