ଆମ ଜିଲା ଖବର

ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ

ବଅଁରପାଳ,୫।୬(ଡି.ଏନ.ଏ.)- ବଅଁରପାଳ ବ୍ଲକ କୁଲାଡ଼ ଆଞ୍ଚଳିକ କଲେଜକୁ ଯାଇଥିବା ରାସ୍ତା ପାର୍ଶ୍ୱରେ ଏକ ବିଦ୍ୟୁତ୍‌ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଖୁଣ୍ଟଟି ବଙ୍କ ହୋଇଯାଇଥିବାବେଳେ ଏକ ଲୁହା…

4 years ago

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୫।୬: ୨ ଲକ୍ଷ ଟଙ୍କା ଅଧିକ ଯୌତୁକ ପାଇଁ ଜଣେ ୮ ମାସର ଗର୍ଭବତୀଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଶନିବାର ଅନୁଗୋଳ ସଦର ଥାନାରେ ଅଭିଯୋଗ…

4 years ago

ଆକାଉଣ୍ଟରୁ ୯୨ ହଜାର ଟଙ୍କା ଗାଏବ

ଅନୁଗୋଳ ଅଫିସ,୫।୬- ଅନୁଗୋଳ ଜିଲାରେ ସାଇବର ଠକେଇ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ବ୍ୟକ୍ତି ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନତା ଅଭାବରୁ ଏହି ଘଟଣା…

4 years ago

ଆମ୍ବପୁଆରେ ସବୁ ବର୍ଗଙ୍କ ନିମନ୍ତେ ବାସଗୃହ

ବ୍ରହ୍ମପୁର ଅଫିସ,୫।୬: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଶନିବାର ବିଡିଏ ସମ୍ମିଳନୀ କକ୍ଷରେ ୪୪ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଏ ଉପାଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର…

4 years ago

ପରିତ୍ୟକ୍ତ ଖଣି ଅଞ୍ଚଳରେ ଖେଳିବ ସବୁଜିମା

ଅନୁଗୋଳ ଅଫିସ, ୫।୬: ଖଣିଜ ଖନନ ପରେ ପରିତ୍ୟକ୍ତ ହୋଇପଡ଼ୁଥିବା ଅନୁଗୋଳର ଖଣି ଅଞ୍ଚଳରେ ଖେଳିବ ସବୁଜିମା। ଦୁର୍ଘଟଣା ଆଶଙ୍କାରେ ସେଠାକୁ ଯାଉ ନ ଥିବା ଲୋକଙ୍କ ପାଇଁ…

4 years ago

ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଆବର୍ଜନାରେ ଭର୍ତ୍ତି

ଫୁଲବାଣୀ ଅଫିସ,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଫୁଲବାଣୀ ସହର ଦିନକୁ ଦିନ ଅସ୍ବଚ୍ଛ ହେବାରେ ଲାଗିଛି ା ସହରର ଅନେକ ସ୍ଥାନ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ବ୍ଲକ…

4 years ago

ନୋ-ପାର୍କିଂରୁ ଗାଡ଼ି ଉଠାଇଲା ପୋଲିସ

ବ୍ରହ୍ମପୁର ଅଫିସ,୫।୬: ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଞ୍ଚଳର ନୋ-ପାର୍କିଂରେ ରଖାଯାଉଥିବା ଗାଡ଼ି ହଟାଇବା ଅଭିଯାନ ଟ୍ରାଫିକ୍‌ ପୋଲିସ ଆରମ୍ଭ କରିଛି। ଏଣୁ ଟ୍ରାଫିକ୍‌ ପୋଲିସ ନୋ-ପାର୍କିଂରେ ଥିବା…

4 years ago

ଭୂଇଁଚଣା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

ଗଞ୍ଜାମ,୫।୬(ଡି.ଏନ.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନରେ ରହିଛି ଲାଉପୁଟୁ ଗ୍ରାମ। ଉକ୍ତ ଗ୍ରାମର ପ୍ରାୟ ଅଧିକାଂଶ ପରିବାର ଧାନ, ମୁଗ, ବିରି ସହ ଭୂଇଁଚଣା ଚାଷକୁ ଅଧିକ…

4 years ago

ଆଖଣ୍ଡଳମଣି ପୀଠରେ ଦେବଦମ୍ପତିଙ୍କ ବିବାହ

ଆରଡ଼ି, ୫।୬ (ଡି.ଏନ.ଏ.): ପବିତ୍ର ଶୀତଳଷଷ୍ଠୀରେ ଶନିବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।…

4 years ago

ନିର୍ବାଚନ ଅଧିକାରୀଙ୍କୁ ତାଲା

ନୀଳଗିରି, ୫।୬(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପ୍‌ସରେ ସମବାୟ ନିର୍ବାଚନ ପ୍ରକ୍ରିୟାରେ ବହୁ ବିଭ୍ରାଟ ଘଟିଥିବା ବେଳେ ନିର୍ବାଚନୀ ନୀତିନିୟମକୁ ସମ୍ପୃକ୍ତ ଲ୍ୟାମ୍ପ୍‌ସ ଶାଖା ପରିଚାଳକ ଓ…

4 years ago