ଆମ ଜିଲା ଖବର

ନିଯୁକ୍ତି ଦାବି କଲେ ଛଟେଇ ଶ୍ରମିକ

ତାଳଚେର,୧୮।୧୦(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲର ପୁରୁଣା ପ୍ଲାଣ୍ଟରେ କାର୍ଯ୍ୟରତ ତାଳଚେର ପୌରାଞ୍ଚଳର ଶ୍ରମିକଙ୍କୁ ଛଟେଇ କରାଯାଇଥିଲା। ସମ୍ପୃକ୍ତ ଶ୍ରମିକମାନେ ପୁନଃନିଯୁକ୍ତି ଦାବି କରିଛନ୍ତି। ଏ ନେଇ…

4 years ago

ବାତ୍ୟା ଆଶ୍ରୟ ସ୍ଥଳୀରେ ବିତୁଛି ୨୪ ପରିବାରଙ୍କ ଜୀବନ

ପାରଳାଖେମୁଣ୍ଡି,୧୮ା୧୦(ଡି.ଏନ୍‌.ଏ.): ତିତ୍‌ଲି ମହାବାତ୍ୟାକୁ ଚାରିବର୍ଷ ବିତିଛି। ହେଲେ ଆଜିବି ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳରେ ୨୪ ପରିବାର ବାସହରା ହୋଇ ସ୍କୁଲ ଘରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳିରେ…

4 years ago

ଧାମନଗର ଉପନିର୍ବାଚନ: ଆଜିଠୁ ପ୍ରଚାର ଜୋରଦାର

ଭଦ୍ରକ ଅଫିସ,୧୮।୧୦: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଏବେ ସରଗରମ। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ…

4 years ago

ଚାଷଜମି, ଭିଟାମାଟି ଛାଡ଼ିବାକୁ ୩ ଗ୍ରାମବାସୀ ନାରାଜ

ଆର.ଉଦୟଗିରି,୧୮ା୧୦(ଡି.ଏନ.ଏ.): ୨୦୧୮ରେ ହୋଇଥିବା ତିତ୍‌ଲି ବାତ୍ୟାରେ ଆର.ଉଦୟଗିରି ବ୍ଲକ ଅନଗାଁ ପଞ୍ଚାୟତର କିମ୍ବସିଂ, ବଡିହର ଓ ଦଳେଇସାହି ଗାଁର କ୍ଷତିଗ୍ରସ୍ତ ହୋଇଥିଲା। ୩ ଖଣ୍ଡ ଗାଁରେ ପ୍ରାୟ…

4 years ago

ଅତିରିକ୍ତ ଦାୟିତ୍ୱରେ ଯନ୍ତ୍ରୀ, କାର୍ଯ୍ୟ ବାଧାପ୍ରାପ୍ତ

ଭଞ୍ଜନଗର,୧୮।୧୦(ଡି.ଏନ.ଏ) ବାବୁଲା ପ୍ରଧାନ: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ (ଆର୍‌ଡବ୍ଳୁଏସ୍‌ଏସ୍‌)ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ୧୧ ବ୍ଲକ ଏବଂ ୨ଟି ଏନ୍‌ଏସିକୁ ପାଇପ…

4 years ago

ବୁଧବାର ମହାପ୍ରଭୁଙ୍କ ବନକଲାଗି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୧୮।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି…

4 years ago

ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସର ରଣକୌଶଳ

ଧାମନଗର,୧୮।୧୦(ସ୍ବ.ପ୍ର.): ଉପନିର୍ବାଚନ ପାଇଁ ଧାମନଗର ରାଜନୀତି ସରଗରମ ହୋଇଛି। ନିଜ ସପକ୍ଷରେ ଜନମତ ହାତେଇବା ଲାଗି ଭାଜପା, ବିଜେଡି ଓ କଂଗ୍ରେସ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି।…

4 years ago

ସୂଚନା ଫଳକରେ ସୀମିତ ଡିଏମ୍‌ଏଫ୍‌ ରାସ୍ତା

କେନ୍ଦୁଝର,୧୮ା୧୦(ସ୍ବ.ପ୍ର.): ଖଣି ପ୍ରଭାବିତ ଲୋକ ତଥା ଅଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ବିଭିନ୍ନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ ବରାଦ…

4 years ago

ମଣ୍ଡପରେ ବସି ପଢ଼ିଲେ ପିଲା

ଖଇରା, ୧୮।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଅଧୀନ ତୋରାଣିପଦା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷୟିତ୍ରୀ ପରିଚାଳନା କମିଟି ସଦସ୍ୟାସଦସ୍ୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ…

4 years ago

ଧାରଣାରେ ଅଲଚିକି ଭାଷା ଶିକ୍ଷକ

ବାରିପଦା ଅଫିସ,୧୮ା୧୦: ନିୟମିତ ଶିକ୍ଷକର ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲାରେ ଠିକା ନିଯୁକ୍ତିପ୍ରାପ୍ତ ସାନ୍ତାଳୀ ଭାଷା(ଅଲଚିକି) ଶିକ୍ଷକମାନେ ୬ଦିନ ଧରି ଜିଲା ପ୍ରକଳ୍ପ ଅଧିକାରୀ ତଥା ସମଗ୍ର…

4 years ago