ଆମ ଜିଲା ଖବର

ଭିମ୍‌ସାର ପ୍ରିନ୍ସିପାଲଙ୍କ ଅଫିସ ସିଲ୍‌

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ଭିମ୍‌ସାର ପ୍ରିନ୍ସିପାଲଙ୍କ ଅଫିସ ଶୁକ୍ରବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ତାଲା ପକାଇ ସିଲ୍‌ କରିଦେଇଛି। ଭିମ୍‌ସାରରେ ପୂର୍ବରୁ କାମ କରୁଥିବା ସୁଇପର…

4 years ago

ସରପଞ୍ଚ ପ୍ରାର୍ଥୀ ହେଲେ ଏମ୍‌ବିଏ ଛାତ୍ର

ଉମରକୋଟ, ୨୨।୧(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ଜଣେ ଏମବିଏ ପଢୁଥିବା ଛାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ହେଲେ ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତର କ୍ରିଷ୍ଣା ପୂଜାରୀ (୨୩)।…

4 years ago

୨ ଅଫିସରଙ୍କୁ ପିଟିଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ, ୨୧ା୧-ମୟୂରଭଞ୍ଜ ଭାଜପା ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଶୁକ୍ରବାର ବାରିପଦା ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଡାକି…

4 years ago

ଏଏସ୍‌ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…

କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି।…

4 years ago

ସରିଲା ନାମାଙ୍କନ: ପ୍ରାର୍ଥିପତ୍ର ଦାଖଲକଲେ କୋକସରା ବ୍ଲକର ୬୯୨

କୋକସରା,୨୧ା୧(ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ୧୭ ତାରିଖରୁ ୨୧ ପର୍ଯ୍ୟନ୍ତ କୋକସରା ବ୍ଲକରେ ୨୨ ପଞ୍ଚାୟତ ପାଇଁ…

4 years ago

ଘାରୁଛି ଭୟ: ୫ ପଞ୍ଚାୟତର ଜଣେ ବି ପ୍ରାର୍ଥୀ କରିନାହାନ୍ତି ନାମାଙ୍କନ ଦାଖଲ

ଦେବଗଡ଼,୨୧।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଳେଇବଣି ବ୍ଲକର ୫ ଟି ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ୱାର୍ଡସଭ୍ୟ, ସରପଞ୍ଚ ଏବଂ ସମିତିସଭ୍ୟ ପାଇଁ ଜଣେ ମଧ୍ୟ ପ୍ରାର୍ଥିପତ୍ର…

4 years ago

୨୬ ଜିଲା ପରିଷଦ ଆସନ ପାଇଁ ୯୮ ନାମାଙ୍କନ

ଭଞ୍ଜନଗର,୨୧ା୧(ଡି.ଏନ୍‌.ଏ.): ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଜିଲା ପରିଷଦ ଜୋନ ପାଇଁ ମୋଟ ୪୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାକୁ…

4 years ago

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୧ା୧: ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଅତିରିକ୍ତ ଜିଲା ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ…

4 years ago

ଜୋନ ନଂ. ୧୪,୧୫ ପାଇଁ ପାର୍ଥିପତ୍ର ଦାଖଲ

ଗଞ୍ଜାମ,୨୧।୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୪ ଓ ୧୫ ନମ୍ବର ଜୋନ ପାଇଁ ସସ୍ମିତା ସ୍ବାଇଁ ଏବଂ ସନାତନ ବେହେରା ପାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଶୁକ୍ରବାର ଛତ୍ରପୁରସ୍ଥିତ…

4 years ago

ଟ୍ରେନ୍‌ ଯୋଗେ ଚୋରା କାଠ ଚାଲାଣ: ନିରବ ଅଧିକାରୀ

କେସିଙ୍ଗା,୨୧।୧(ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ୍‌ ଅନ୍ତର୍ଗତ ଲାଞ୍ଜିଗଡ଼, ଆମ୍ବାଦୁଲାଠାରୁ ରୁପ୍ରା, ନର୍ଲା, କେସିଙ୍ଗା ଓ ଟିଟିଲାଗଡ଼କୁ ବିଶାଖାପାଟଣା-ରାୟପୁର ପାସେଞ୍ଜରରେ କାଠ ଚାଲାଣ ହେଉଛି। କାଠ ମାଫିଆମାନେ ଟ୍ରେନ…

4 years ago