କୋକସରା,୮ା୨(ଡି.ଏନ୍.ଏ.): ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ରେ କଳାହାଣ୍ଡି ଜିଲା କୋକସରା ବ୍ଲକର ୩ ଜିଲା ପରିଷଦ ଜୋନ୍ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀମାନେ ବାଜିମାତ କରିଥିଲେ।…
ପୁରୀ ଅଫିସ,୮।୨: ଚଳିତ ମାସରେ ପୁରୀ ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବୃୟାରୀ ୧୯ରେ ପୁରୀ ଆସିବେ। ଦିନକ ପରେ…
କଟକ ଅଫିସ,୮।୨: ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍ଏସ୍ଟିଇଟି) ବୁଧବାର ଅନୁଷ୍ଠିତ ହେବ। ପ୍ରଥମ ପେପର୍ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ୩.୩୦…
ପାଟଣା,୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ନେଲୁଙ୍ଗ ଗ୍ରାମରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଶିକ୍ଷାବିତ ପ୍ରହ୍ଲାଦ ଦାଶଙ୍କ ସୋମବାର ରାତ୍ରିରେ ପରଲୋକ ହୋଇଛି।…
ଗଞ୍ଜାମ,୮।୨(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସିରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରର ମୁଖ୍ୟ ରାସ୍ତା ତଥା ଷ୍ଟେଶନ, କାଇଁଚପୁର, କଲ୍ୟାଣପୁର ଆଦି ଯିବା ରାସ୍ତାରେ…
ଗଞ୍ଜାମ,୮।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହାରାଙ୍କ ପାଇଁ ରାମଗଡ଼, ହୁମ୍ମା, ସୁବଳୟା, ସାନରାମଚନ୍ଦ୍ରପୁର ପଞ୍ଚାୟତରେ ପୂର୍ବତନ ଉପବାଚସ୍ପତି…
ଅନୁଗୋଳ ଅଫିସ, ୮।୨ କୋଭିଡ୍ ସଂକ୍ରମଣ କାରଣରୁ ଦୀର୍ଘଦିନ ବନ୍ଦ ରହିବା ପରେ ସୋମବାରଠାରୁ ଅନୁଗୋଳ ଜିଲାରେ ହାଇସ୍କୁଲଗୁଡ଼ିକ ଖୋଲିଛି। ଫଳରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।…
ଢେଙ୍କାନାଳ ଅଫିସ, ୮।୨ ନିର୍ବାଚନ ମଣ୍ଡଳୀରେ ବିଜେଡିର ପତିଆରା ଥିଲେ ମଧ୍ୟ ୨୦୧୭ରେ ହାତରୁ ଖସିଯାଇଥିଲା ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ୧ନଂ. ଜିଲା ପରିଷଦ ଜୋନ୍।…
ସଜନାଗଡ, ୮।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି କେନ୍ଦୁଖୁଣ୍ଡା ଅଞ୍ଚଳରେ ଏକ ଭାଲୁ ଘରର ଟିଣକୁ ଟାଣି ଭିତରକୁ ପଶିବାକୁ ଚେଷ୍ଟା କରୁଛି। ଶେଷରେ ବିଫଳ ହୋଇ ଭାଲୁଟି…
ଆରଡ଼ି, ୮।୨(ଡି.ଏନ.ଏ.) ଦୁଇମାସ ହେଲା ସରକାରୀ ନଳକୂପ ଭାଙ୍ଗିଯାଇଛି। ଆଉ ଦୁଇଦିନ ହେବ ମୋଟର ପୋଡ଼ିଯିବା ଯୋଗୁ ପ୍ରକଳ୍ପ ପାଣି ମଧ୍ୟ ମିଳିପାରୁନି। ଫଳରେ ନାହିଁ ନ…