ବ୍ରହ୍ମପୁର ଅଫିସ,୨୨।୧୧: ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତ୍ତି କାର୍କୁ ମଙ୍ଗଳବାର ଅବକାରୀ ପୋଲିସ ଜବତ କରିଛି। କାର୍ ଭିତରୁ ୮୦ କେଜି ଗଞ୍ଜେଇ ଜବତ…
କେସିଙ୍ଗା,୨୨।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୮…
କର୍ଲାମୁଣ୍ଡା୨୨।୧୧(ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରେ ଥିବା ଏକମାତ୍ର ଏସବିଆଇ ଏଟିଏମ୍ କାଉଣ୍ଟର ଦୀର୍ଘ ଦିନରୁ ବନ୍ଦ ରହିଛି। ଏ ନେଇ ଲୋକେ ନାହିଁ ନ…
କଟକ ଅଫିସ,୨୨।୧୧: ଦଶମ ସମେଟିଭ୍-୧ ପରୀକ୍ଷା ବୁଧବାରଠୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା…
ବାରିପଦା ଅଫିସ,୨୨।୧୧: ସ୍ବାମୀଙ୍କ କଇଁଚି ଆକ୍ରମଣରେ ପ୍ରାଣ ହାରିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ହିଞ୍ଜଳଗଡିଆ ଗ୍ରାମରେ। ଘରୋଇ କଳହକୁ…
ଜି. ଉଦୟଗିରି,୨୨।୧୧(ଡି.ଏନ୍.ଏ.): ଜି. ଉଦୟଗିରି ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିଭିନ୍ନ ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି…
ପୁରୀ ଅଫିସ,୨୨।୧୧(ବ୍ୟୁରୋ): ଗଜପତି ମହାରାଜା ଶ୍ରୀଗୁଣ୍ଡିଚା ମନ୍ଦିରର ମଙ୍ଗଳବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍ରୁ ଗୋଟିଏ ବିମ୍ ଓ ୩ଟି…
କର୍ଲାମୁଣ୍ଡା,୨୨।୧୧(ଡି.ଏନ୍.ଏ.): ପିଇବା ପାଣିର ସୁବ୍ୟବସ୍ଥା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଯୋଜନାଗୁଡିକ ସମସ୍ତ ବାଟବଣା ହେଉଛି।…
ମାଲକାନଗିରି,୨୨ା୧୧(ଡି.ଏନ୍.ଏ): ମାଲକାନଗିରି ଜିଲା ସଦର ମହକୁମା ମୁଣ୍ଡାଗୁଡାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ସୋମବାର ବିଶ୍ୱ ମତ୍ସ୍ୟ ଦିବସ ଜିଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ୍ଙ୍କ…
ରାୟଗଡ଼ା ଅଫିସ,୨୨ା୧୧: ରେଳ ଡିଭିଜନ୍ ନିର୍ମାଣ ପାଇଁ ରାୟଗଡ଼ା ଜିଲା ବାସିନ୍ଦା ସ୍ବପ୍ନ ଦେଖୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ଏବେ ରେଲ୍ଓ୍ବେ ପକ୍ଷରୁ ନିର୍ମାଣ ପ୍ରକ୍ରିୟା…