ଆମ ଜିଲା ଖବର

୫ମିନିଟ୍‌ ବ୍ୟବଧାନରେ ଜୀବନ ହାରିଲେ ଦମ୍ପତି

ସମ୍ବଲପୁର,୩୦ା୧୨(ବ୍ୟୁରୋ):ଅଗ୍ନିକୁ ସାକ୍ଷୀ ରଖି ସାତଜନମକୁ ସାଥି ହୋଇଥିଲେ। ଗୋଟିଏ ଜନମ ବେଶ୍‌ ହସଖୁସିରେ ଜୀବନ ଅତିବାହିତ କଲେ। ମୃତ୍ୟୁ ସମୟରେ ବି ପରସ୍ପରଠାରୁ ଅଲଗା ହେଲେ ନାହିଁ।…

4 years ago

ରାୟଗଡ଼ା ଗଲା କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ୪ଜଣିଆ ଟିମ୍‌

କଟକ ଅଫିସ,୩୦ା୧୨:୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ଦଳ ରାୟଗଡ଼ା ଅଭିମୁଖେ ଗୁରୁବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି। ଡିଏସ୍‌ପି ସରୋଜକାନ୍ତ…

4 years ago

ଡ୍ୟାମ୍‌ ନିର୍ମାଣକୁ ବିରୋଧ କରି ଆଦିବାସୀଙ୍କ ପ୍ରଜାମେଳି

ମାଲକାନଗିରି/ମାଥିଲି,୨୯ା୧୨(ଡି.ଏନ.ଏ.): ଓଡ଼ିଶା ସୀମାରେ ପଡୋଶୀ ଛତିଶଗଡ଼ର ପ୍ରକଳ୍ପକୁ ବିରୋଧ କରି ଗୁରୁବାର ଶତାଧିକ ଆଦିବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଦିବାସୀ ସଂଘ ମାଧ୍ୟମରେ ଏକାଠି ହୋଇ ମେଳି କରି…

4 years ago

ଗଣତନ୍ତ୍ରଦିବସ ପରେଡ୍‌ରେ ସାମିଲ ହେବେ ଚୌଧୁରୀ

କେନ୍ଦୁଝର/ପାଟଣା,୨୯ା୧୨(ସ୍ବ.ପ୍ର.): ଆସନ୍ତା ଜାନୁୟାରୀ ୨୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ପରେଡ୍‌ରେ ଭାଗ ନେବାକୁ କେନ୍ଦୁଝର ସଦର ବ୍ଲକ୍‌ କେରୀ ଗ୍ରାମର ଚୌଧୁରୀ ପାତ୍ର(ଗୁଡୁ) ସୁଯୋଗ ପାଇଛନ୍ତି।…

4 years ago

୫ରେ ବିର୍ସାମୁଣ୍ଡା ଷ୍ଟାଡିୟମ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା ଅଫିସ,୨୯।୧୨: ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ…

4 years ago

୪୫୦ ଲିଟର ନକଲି ମଦ ଜବତ, ୪ ଗିରଫ

ରାଉରକେଲା ଅଫିସ,୨୯।୧୨: ନକଲି ମଦ ଚାଲାଣ ବେଳେ ରାଉରକେଲା ଅବକାରୀ ପୋଲିସ ୪ଜଣଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଦବ୍ୟାସ ଅଞ୍ଚଳର ସଞ୍ଜୀପ ସାଓ,…

4 years ago

ଗୁପ୍‌ଚୁପ୍‌ ବିକାଳିଙ୍କୁ ଆକ୍ରମଣ, ୩ ଗିରଫ

ରାଉରକେଲା ଅଫିସ,୨୯।୧୨: ରାଉରକେଲା ରେଳ ଷ୍ଟେଶନ ରୋଡ୍‌ ଅଞ୍ଚଳରେ ଜଣେ ଗୁପ୍‌ଚୁପ୍‌ ବିକାଳିଙ୍କୁ ଆକ୍ରମଣ ଅଭିଯୋଗରେ ପ୍ଲାଣ୍ଟସାଇଟ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

4 years ago

ଗୟଳ ଶିକାର: ଜଣଙ୍କୁ ଅଟକ ରଖିଛି ବନ ବିଭାଗ

ଓଡ଼ଗାଁ, ୨୯ା୧୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମାଧୁଆମାରୁ ଗ୍ରାମ ସନ୍ନିକଟ ଅଣ ସଂରକ୍ଷିତ ଜଙ୍ଗଲ ନିକଟରେ ବୁଧବାର ରାତିରେ ଏକ ଗୟଳ ଶିକାର…

4 years ago

ମିଳୁନି ମୂଳଧନ, କ୍ଷତିରେ ଚାଷୀ

ପଦ୍ମପୁର,୨୯।୧୨(ଡି.ଏନ.ଏ.): ପନିପରିବାର ଦାମ୍‌ ଆଶାତୀତ କମିଯିବାରୁ ଚାଷୀମୁଣ୍ତରେ ଚଡ଼କ ପଡିଛି। ଅକ୍ଲାନ୍ତ ପରିଶ୍ରମ ପରେ ଚଳିତ ବର୍ଷ ପନିପରିବା ଚାଷ ଭଲ ହୋଇଥିଲା। ଚାଷୀ କିଛି ଲାଭ…

4 years ago

ଦିନ ଦ୍ବିପହରରେ ଲୁଟ୍‌ ଉଦ୍ୟମ, ତିନି ଜଣଙ୍କୁ ଅଟକ ରଖି ପଚରାଉଚରା

କେନ୍ଦୁଝର,୨୯।୧୨ (ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ଥାନାଠାରୁ କିଛି ଦୂରରେ ଏନ୍‌ଏଚ୍‌ ୨୦ରେ ଏକ ଲୁଟ୍‌ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି।…

4 years ago