ଆମ ଜିଲା ଖବର

ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଚୋରି: କର୍ମଚାରୀ ସମ୍ପୃକ୍ତି ସନ୍ଦେହ

ବ୍ରହ୍ମପୁର ଅଫିସ,୧୪ା୧୦: ବୈଦ୍ୟନାଥପୁର ଥାନା ଅଧୀନ ଗଜପତିନଗର ୯ମ ଗଳିରେ ଥିବା ଏକ ଗୋଦାମରୁ ଲକ୍ଷାଧିକ ଟଙ୍କାର ସ୍ମାର୍ଟ ବିଦ୍ୟୁତ ମିଟର ପାଇଁ ଥିବା ବିଭିନ୍ନ ସରଞ୍ଜାମ…

4 years ago

ଅସୁରକ୍ଷିତ ଏମ୍‌କେସିଜି: ସୁପରସ୍ପେଶାଲିଟି ବ୍ଲକରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୧୪।୧୦: ଏମ୍‌କେସିଜି ମେଡିକାଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସୁପରସ୍ପେଶାଲିଟି (ଏସ୍‌ଏସ୍‌) କୋଠାରେ ଅଗ୍ନିକାଣ୍ଡ ଘଟଣା ପରଠାରୁ ୪ଥର ଉକ୍ତ ବ୍ଲକରୁ ସିଲିଂ ଖସିଛି। ଉକ୍ତ ବ୍ଲକର…

4 years ago

ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

ଦାରିଙ୍ଗବାଡି,୧୪।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ପଞ୍ଚାୟତ ବୁଡାଙ୍ଗପିପିଲି ଜଙ୍ଗଲରେ ମହିଳାଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି…

4 years ago

ବରଗଡ଼ ସିରିଜ ଚୋରିର ପର୍ଦ୍ଦାଫାଶ, ବନ୍ଧା ହେଲେ ୮ ଅଭିଯୁକ୍ତ

ବରଗଡ଼ ଅଫିସ,୧୪।୧୦: ବରଗଡ଼ ସହରରେ ଚାଲିଥିବା ସିରିଜ ଚୋରି ମାମଲାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। ବରଗଡ଼ ଟାଉନ ଥାନା ପୋଲିସ ୫ ଚୋରି ମାମଲାରେ ୮ ଅଭିଯୁକ୍ତଙ୍କୁ…

4 years ago

କୃଷି ବୀମା ସହାୟତା ଦାବି: ଟିଟିଲାଗଡ଼ରେ ଚାଷୀଙ୍କ ରେଳରୋକୋ

ଟିଟିଲାଗଡ଼,୧୪।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାର ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ ଦାବିରେ ଶୁକ୍ରବାର ଟିଟିଲାଗଡ଼ ରେଳ ଷ୍ଟେଶନଠାରେ ରଳରୋକୋ ଆନ୍ଦୋଳନ ହୋଇଛି। ହଜାର ହଜାର ସଂଖ୍ୟାରେ ଚାଷୀ…

4 years ago

ସଂଘର୍ଷ ସମିତି ପକ୍ଷରୁ ଧାରଣା, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର ଅଫିସ,୧୪।୧୦: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବଲାଙ୍ଗୀର ସଂଘର୍ଷ ସମିତି ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଥିଲା। ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସହରର…

4 years ago

ପୋଖରୀ ହୁଡ଼ାରେ ବିଷ ପିଇ ଜୀବନ ହାରିଲେ ମହିଳା, ପୁରୁଷ

ଲହୁଣୀପଡ଼ା,୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ବଡପୁରୁଣାପାଣି ପଞ୍ଚାୟତ ନୂଆଗାଁରେ ଥିବା ଏକ ପୋଖରୀ ହୁଡ଼ାରୁ ମହିଳା ଓ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି।…

4 years ago

ଜିଲାରେ ବେଧଡ଼କ ଚାଲିଛି ଗଞ୍ଜେଇ ଚାଲାଣ

ଭବାନୀପାଟଣା,୧୪।୧୦(ସ୍ବ.ପ୍ର.):କଳାହାଣ୍ଡି ଜିଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ। କେତେବେଳେ ଜଙ୍ଗଲ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ କରୁଛନ୍ତି ଗଞ୍ଜେଇ ଚୋରା…

4 years ago

ସମୟରେ ଆସୁନାହାନ୍ତି ଶିକ୍ଷକ, ବାହାରେ ବୁଲୁଛନ୍ତି ପିଲା

ଲାଠୋର, ୧୪ା୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର କ୍ଳଷ୍ଟର ଅଧୀନ ଝଲିଆଲିଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ଧାର୍ଯ୍ୟ ସମୟରେ ଶିକ୍ଷାନୁଷ୍ଠାନକୁ ଆସୁନାହାନ୍ତି। ଫଳରେ ସମୟରେ ସ୍କୁଲ…

4 years ago

ଦୂଷିତ ଜଳ ବ୍ୟବହାର ଯୋଗୁ ବ୍ୟାପିଥିଲା ଝାଡ଼ାବାନ୍ତି

ନନ୍ଦାହାଣ୍ଡି,୧୪।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ାରେ ବ୍ୟାପିଥିବା ଝାଡ଼ାବାନ୍ତି ଏବେ ନିୟନ୍ତ୍ରଣାଧୀନ। ସପ୍ତାହକ ମଧ୍ୟରେ ୨୪ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

4 years ago