ଆମ ଜିଲା ଖବର

ଦୋକାନ ତାଲା ଭାଙ୍ଗି ଟେକିନେଲେ କ୍ୟାଶ୍‌ ବାକ୍ସ

ବ୍ରଜରାଜନଗର,୧୬ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଆଜାଦ ଛକଠାରେ ଥିବା ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ଜଗବନ୍ଧୁ କବି ଥାନାରେ…

4 years ago

ବିନା ପରମିଟ୍‌ରେ ଯାତ୍ରା କରିବା ପଡିଲା ମହଙ୍ଗା: ୧୦ ହଜାର ଜରିମାନା

କୋରାପୁଟ,୧୬।୨(ସ୍ବ.ପ୍ର): କୋରାପୁଟ ଜିଲା ଦେଇ କେତେକ ଘରୋଇ ବସ୍‌ ବିନା ପରମିଟ୍‌ରେ ଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକୁ ଭିତ୍ତି କରି ଗୁରୁବାର କୋରାପୁଟ ପରିବହନ ବିଭାଗ…

4 years ago

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ବିକ୍ଷୋଭ

ରାଇକିଆ,୧୬।୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିଜେଡି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ବ୍ଲକ ସଭାପତି ରାଜମୋହନ ଦିଗାଲଙ୍କ ନେତୃତ୍ୱରେ…

4 years ago

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ-ବର୍ଷା

କଟକ ଅଫିସ,୧୬।୨: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ତୁଟିବାର ନାଁ ନେଉନାହିଁ। ଗୁରୁବାର ଏହି ମାମଲାରେ ଅନୁଭବ-ବର୍ଷା ହାଜର…

4 years ago

କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି, ଦାବିପତ୍ର ପ୍ରଦାନ

ପୁରୁଷୋତ୍ତମପୁର,୧୬।୨(ଡି.ଏନ୍‌.ଏ.): ମାଗଣା ଚାଉଳ ବନ୍ଦ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଠାରେ ବ୍ଳକ ଓ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

4 years ago

ଅଭିଯୁକ୍ତଙ୍କ ଆଡ୍ଡାସ୍ଥଳୀରେ ଚଢୁଛି ବୁଲଡୋଜର

ବଲାଙ୍ଗୀର ଅଫିସ,୧୬ା୨: ବଲାଙ୍ଗୀର ସହର ମାଲଗୋଦାମପଡା ଠାରେ ବୁଧବାର ଅପରାହ୍ଣରୁ ପୋଲିସ ଏବଂ ପ୍ରଶାସନିକ ଟିମ୍‌ କେତେଜଣ ଅସାମାଜିକ ବ୍ୟକ୍ତିଙ୍କ ଘର ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି।…

4 years ago

‘ଗରିବ ମାରଣ ନୀତି ବନ୍ଦ କରନ୍ତୁ କେନ୍ଦ୍ର ସରକାର’

ପାଟଣା,୧୬ା୨(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୫କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଗୁରୁବାର…

4 years ago

୫୦ ବର୍ଷ ପରେ ସ୍ବପ୍ନ ହେବ ସାକାର

ଭବାନୀପାଟଣା,୧୬।୨(ସ୍ବ.ପ୍ର.): ଦୀର୍ଘ ୫୦ ବର୍ଷ ପରେ ସ୍ବପ୍ନ ହେବ ପୂରଣ। ଶେଷରେ କନାଗାଁ ତେଲ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ପୋଲ। ଅଞ୍ଚଳବାସୀ ଖରା…

4 years ago

କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି

ବଲାଙ୍ଗୀର ଅଫିସ,୧୬ା୨: ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ କେନ୍ଦ୍ର ସରକାରଙ୍କ ଗରିବ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଥିଲା।…

4 years ago

ଧାନକିଣା ନୀତି, ଚାଉଳ କାଟ୍‌ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ବରଗଡ଼ ଅଫିସ,୧୬ା୨: ଧାନକିଣା ନୀତି ଓ ଚାଉଳ କାଟ୍‌ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଗୁରୁବାର ବରଗଡ଼ ଗାନ୍ଧୀଛକରେ ବିଜେଡି ନେତା, କର୍ମୀ…

4 years ago