ପୁରୁଷୋତ୍ତମପୁର,୧୩।୯(ଡି.ଏନ୍.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂଆ ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଡିଓ…
ବରଗଡ ଅଫିସ,୧୩।୯: ବରଗଡ ଜିଲା ବିଜେପୁର ଗଞ୍ଜେଇଭାଟି ଛକରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଛାତ୍ରୀ ସୁନୀତା…
କଟକ ଅଫିସ, ୧୩।୯: କଟକ ଚୌଦ୍ୱାରସ୍ଥିତ ବୟନଶିଳ୍ପ ଓଟିଏମ୍ ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୁରୁବାର…
ଖୋର୍ଦ୍ଧା ଅଫିସ,୧୩।୯: ଖୋର୍ଦ୍ଧା ବନଖଣ୍ଡ ବାଲିପାଟଣା ବନାଞ୍ଚଳ ଅଧୀନ ଗୋଟିଏ ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳୁ ଚଢ଼ାଉ କରାଯାଇଛି। ବିଲିପଡ଼ା…
ଢେଙ୍କାନାଳ ଅଫିସ,୧୩।୯: ଢେଙ୍କାନାଳ ଜିଲା ଗଦିଆଁ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଜୟନ୍ତ ଧାରୁଆ ସୋମବାର ବିଳମ୍ବିତ ରାତିରେ ଅଗ୍ନିଶମ କେନ୍ଦ୍ର ଛାତ ଉପରୁ ପଡ଼ି ମୃତ୍ୟୁବରଣ କରିଛନ୍ତି।…
ପାରଳାଖେମୁଣ୍ଡି,୧୩।୯(ଡି.ଏନ୍.ଏ.): ଗଞ୍ଜେଇ ଜବତ ଓ ଗିରଫଦାରିକୁ ନେଇ ଲୋକେ ପୋଲିସକୁ ନିର୍ଧୁମ ପିଟିବା ସହ ଥାନା ଭଙ୍ଗାରୁଜା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା…
କଣ୍ଟାମାଳ, ୧୩।୯(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଗୃହଯୋଜନା ଅଧିକାରୀ ଠାକୁର ବେହରାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ସନ୍ଦେହ ଜନକ ଭାବରେ ଜବତ କରାଯାଇଛି।…
କୋଟଗଡ଼,୧୩।୯(ଡି.ଏନ୍.ଏ.): କନ୍ଧମାଳ ଜିଲା କୋଟଗଡ଼ ମାଦାଗୁଡ଼ା ଛକରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀମାନେ ଏକ ଗଛରେ ଏହି ବ୍ୟାନନ ମାରି ସେପ୍ଟେମ୍ବର ୧୩ ତାରିଖକୁ…
ଗଞ୍ଜାମ,୧୩।୯(ଡି.ଏନ.ଏ.) ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ। ଉକ୍ତ ଖୁଣ୍ଟକୁ ଲାଗି ରହିଛି ଏକ ବିରାଟ ଉଚ୍ଚତା ସମ୍ପନ୍ନ ହାଇମାକ୍ସ ଲାଇଟ ପୋଲ। ତାହା ପୁଣି…
ସମ୍ବଲପୁର,୧୩ା୯(ବ୍ୟୁରୋ:ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। ସଫେଇ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ କୁଢ…