ଆମ ଜିଲା ଖବର

ଜିଆର୍‌ଏସ୍‌, କନିଷ୍ଠଯନ୍ତ୍ରୀଙ୍କୁ ୧ ହଜାର ଲେଖାଏ ଜରିମାନା

ଖୋର୍ଦ୍ଧା ଅଫିସ,୧୦ା୨: ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ସିଉଳା ମୌଜାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଚାଲିଥିବା ପ୍ରକଳ୍ପରେ ଅନିୟମିତତା, ଜବକାର୍ଡଧାରୀଙ୍କ…

4 years ago

ଦୟାନଦୀ ଡାହାଣ ପାର୍ଶ୍ୱ ନଦୀବନ୍ଧ ଭୁଶୁଡ଼ିଲା

କଣାସ,୧୦।୨(ସ୍ବ.ପ୍ର.): କଣାସ ବ୍ଲକରେ ପ୍ରବାହିତ ହେଉଥିବା ମୁଖ୍ୟନଦୀ ଦୟାନଦୀର ବାମ ପାର୍ଶ୍ୱ ନଦୀବନ୍ଧ ବସନ୍ତପୁର ନିକଟରେ ୧୦୦ ମିଟରରୁ ଊର୍ଦ୍ଧ୍ୱ ଗତ ୩୦ ତାରିଖରେ ନଦୀ ଗର୍ଭକୁ…

4 years ago

ଆଜି ରେଡିଓରେ ଶୁଭିବ ସିଏମ୍‌ସି ‘ସଂକଳ୍ପ’

କଟକ ଅଫିସ,୧୦ା୨: କଟକ ମହାନଗର ନିଗମ (ସିଏମ୍‌ସିି)ର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ପ୍ରକଳ୍ପ ସମ୍ପର୍କରେ ଲୋକେ ସଚେତନ ହେବେ। ରେଡ଼ିଓ ଏଫ୍‌ଏମ୍‌ ଯୋଗେ ଅଧିକାରୀମାନେ ସଚେତନ କରାଇବେ।…

4 years ago

୨୫.୬୫ ଲକ୍ଷ ଉପଭୋକ୍ତା ଖାଇବେ ବଟିକା

କଟକ ଅଫିସ,୧୦ା୨: ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଜିଲା ସ୍ବାସ୍ଥ୍ୟ ବିଭାଗ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା କୀଟବାହିତ…

4 years ago

ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରୁ ବେଆଇନ ଗଛକଟା

କଣ୍ଟାପଡ଼ା,୧୦ା୨(ଡି.ଏନ୍‌.ଏ.): କଣ୍ଟାପଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ମୂଲ୍ୟବାନ କଞ୍ଚା ଚାକୁଣ୍ଡା ଗଛ କାଟିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଏ ନେଇ ବିଭାଗୀୟ ଉଚ୍ଚ…

4 years ago

ସ୍କୁଲ ଗୃହରେ ଚାଲିଛି ଫାଣ୍ଡି

ବାରଙ୍ଗ,୧୦ା୨(ଡି.ଏନ୍‌.ଏ.): ମେଣ୍ଢାଶାଳ ଅଞ୍ଚଳରେ ବିଶୃଙ୍ଖଳା ତଥା ଡେରାସ ସରକାରୀ କୃଷି ଫାର୍ମରେ କାର୍ଯ୍ୟରତ ୬ଶହ କୃଷି ଶ୍ରମିକ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବାରମ୍ବାର ବିଶୃଙ୍ଖଳିତ ପରିସ୍ଥିତିକୁ ଦୃଷ୍ଟିରେ…

4 years ago

ଅସୁରକ୍ଷିତ ସ୍ଥାନରେ ବ୍ୟାସ ସରୋବର ମହୋତ୍ସବ

କଳିଙ୍ଗନଗର,୧୦ା୨(ଡି.ଏନ.ଏ.):ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ(ଓପିଟିସିଏଲ)ର ଉଚ୍ଚ ଶକ୍ତିସମ୍ପନ୍ନ ୧୩୨ କେଭି ବିଦ୍ୟୁତ୍‌ ଖୁଣ୍ଟ ନିକଟରେ ଚଳିତଥର ବ୍ୟାସସରୋବର ମହୋତ୍ସବ ଆୟୋଜିତ ହେବାକୁ ନେଇ ଅନେକ ସମାଲୋଚନା…

4 years ago

ବିପିଏନ୍‌ଏସ୍‌ଆଇ ଅଗ୍ରଗତି ନୈରାଶ୍ୟଜନକ

ଯାଜପୁର ଅଫିସ,୧୦ା୨:ବିଜୁ ପଟ୍ଟନାୟକ ନ୍ୟାଶନାଲ ଷ୍ଟିଲ ଇନ୍‌ଷ୍ଟିଚ୍ୟୁଟ (ବିପିଏନଏସଆଇ)କୁ ଆନ୍ତର୍ଜାତୀକସ୍ତରର ମାନ୍ୟତା ମିଳିବା ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ୧ା୩ା୨୦୨୧ରେ ଉକ୍ତ ଅନୁଷ୍ଠାନକୁ ପୁରୀରୁ ଯାଜପୁର ଜିଲା…

4 years ago

ଏନ୍‌ଜିଟି ନିଷିଦ୍ଧାଞ୍ଚଳ ସ୍ଥାନରୁ ବାଲିମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୦ା୨(ସ୍ବ.ପ୍ର.):ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବ୍ରାହ୍ମଣୀ ନଦୀ ଶର୍ଯ୍ୟାରୁ ବାଲି ମାଟି ଉଠାଣକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ହେଲେ ଉକ୍ତ ସ୍ଥାନରୁ ଏବେ ଦୈନିକ ଶତାଧିକ ହାଇୱା…

4 years ago

ପାନିଆ ବାଦ୍ୟକାର ଗଣେଶଙ୍କୁ ମିଳିଛି ସ୍ବୀକୃତି, ମିଳୁନି ଭତ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୨:କେନ୍ଦ୍ରାପଡ଼ା ବ୍ଲକ ବଡମାଣତିଆ ଗ୍ରାମର ପାନିଆ ବାଦ୍ୟକାର ଗଣେଶ ଚନ୍ଦ୍ର ରାଉତଙ୍କୁ ସଙ୍ଗୀତ ମୂର୍ଚ୍ଛନା ଓ ଲଳିତ କଳା ସଂସ୍କୃତି ଏକାଡେମୀ ପକ୍ଷରୁ ଓଡ଼ିଶା…

4 years ago