ବରଗଡ଼ ଅଫିସ,୧୪।୯: ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ବୁଧବାର ସକାଳେ ପରଲୋକ ଘଟିଛି।…
ପଦ୍ମପୁର,୧୪।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବେତଡାବଜାରରେ ଥିବା ଏକ ଗହଣା ଦୋକାନରୁ ବୁଧବାର ବଡ଼ଧରଣର ଲୁଟ୍ ହୋଇଛି। ସକାଳେ କାଶିଶ୍ୱର୍ ଜୁଏଲାରୀ ମାଲିକ ଦୋକାନ…
ପାଟଣା,୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡେଣୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ୩୭ ଜଣ ଅନ୍ତେବାସୀ ବୁଧବାର ଅସୁସ୍ଥ ହୋଇପଡ଼ିଛନ୍ତି। ଅନ୍ତେବାସୀଙ୍କ ସହ ୱାର୍ଡେନ…
ଅନୁଗୋଳ,୧୪।୯: ଅନୁଗୋଳରୁ ପୁଣି ବ୍ରାଉନ୍ସୁଗାର ଜବତ ହୋଇଛି।ଏହାକୁ ବିକ୍ରି ପାଇଁ ନେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ…
ପାରଳାଖେମୁଣ୍ଡି,୧୪।୯(ଡି.ଏନ୍.ଏ.): ସେଲ୍ଫି ହେଲା କାଳ। ଗୁଦୁଗୁଦାରେ ସେଲ୍ଫି ନେଲା ବେଳେ ଝରଣାରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗୁରାଣ୍ଡି ଥାନା ଅନ୍ତର୍ଗତ ଚନ୍ଦନଖଳାର ଟି.…
କେନ୍ଦ୍ରାପଡ଼ା ଅଫିସି,୧୪।୯: କେନ୍ଦ୍ରାପଡ଼ା ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପୀତାମ୍ବର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି ।ଜେଲ କର୍ତ୍ତୃପକ୍ଷ ଏହା ହୃଦ୍ଘାତଜନିତ ବୋଲି ପ୍ରାଥମିକ ପର୍ଯ୍ୟାୟରେ…
ସୋନପୁର,୧୪।୯(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଇଁଳାପାଲି ଛକରେ ଗତ ଅଗଷ୍ଟ ୨୫ ତାରିଖରେ ଡକାୟତି ହୋଇଥିଲା। ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଡକାୟତ ଦଳ ୧ଲକ୍ଷ…
ନବରଙ୍ଗପୁର,୧୪।୯(ବି.ପ୍ର.) ଚାଷୀଙ୍କ ସହାୟତା ପାଇଁ ସରକାର ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ, ମଣ୍ଡିରେ ଧାନ ଦେବା ପରେ ସିଧାସଳଖ ଆକାଉଣ୍ଟକୁ ଟଙ୍କା ଦେଉଛନ୍ତି। ଚାଷୀଙ୍କୁ କାଳିଆ ଯୋଜନା…
ଦେଶମନ୍ତପୁର, ୧୩ା୯( ଡି.ଏନ୍. ଏ.):କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ ଏବେ ମଧ୍ୟ ଏପରି ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠି ଅର୍ଥ ବିନିଯୋଗ ହେଉଥିଲେ ମଧ୍ୟ ଏହାର ସୁଫଳ…
ଆଠମଲ୍ଲିକ, ୧୪।୯(ଡି.ଏନ.ଏ.): ଆଠମଲ୍ଲିକ ବସ୍ଷ୍ଟାଣ୍ଡ ନିକଟସ୍ଥ ଆଠମଲ୍ଲିକ - କିଆକଟା ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା…