ଆମ ଜିଲା ଖବର

ଆଇଇଡି ବୋମା ବିସ୍ଫୋରଣରେ ଏଏସ୍‌ଆଇ ଗୁରୁତର

ମାଲକାନଗିରି, ୧୫।୧(ଡି.ଏନ.ଏ.):  ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ପୋଲିସ ଏଏସ୍‌ଆଇ ମହମ୍ମଦ ଅସଲମ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଖବରରୁ…

3 years ago

ପୌରାଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ସୁନାବେଡ଼ା/ସେମିଳିଗୁଡା, ୧୫।୧(ସ୍ବ.ପ୍ର.): ସୁନାବେଡା ପୌରାଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ରଙ୍କ ବିରୋଧରେ ଶନିବାର ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସୁନାବେଡ଼ା ଥାନା ଅଧୀନ ସେମିଳିଗୁଡା ସରସ୍ବତୀ…

3 years ago

ଶ୍ରୀମନ୍ଦିରରେ ଠେଲାପେଲା: ୨ ଆହତ

ପୁରୀ ଅଫିସ,୧୫।୧: ପୁରୀ ଶ୍ରୀମନ୍ଦିରରେ ରବିବାର ଠେଲାପେଲା ହୋଇଛି। ଏଥିରେ ୨ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ବେଳେ ଏଭଳି ଘଟଣା ଘଟିଛି। ତୋବ ଉଭୟ…

3 years ago

ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ମୃତ

ଖୁଣ୍ଟୁଣୀ,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କାଦୁଆ ନୂଆଗଁା ଗ୍ରାମର ଏକ ଫାର୍ମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶନିବାର ଦନ୍ତାହାତୀର ମୃତ୍ୟୁ ଘଟିଛି। ଫାର୍ମରେ ବେଆଇନ…

3 years ago

ଟି-ବ୍ରିଜ୍‌ରେ ଦଳାଚକଟା

ବଡ଼ମ୍ବା (ଡି.ଏନ୍‌.ଏ.)/ଆଠଗଡ଼(ସ୍ବ.ପ୍ର.)/କଟକ ଅଫିସ୍‌,୧୫।୧: ମକର ସଂକ୍ରାନ୍ତିରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜ୍‌ରେ ଅଘଟଣ ଘଟିଛି। ବଡ଼ମ୍ବା ଥାନା ଅନ୍ତର୍ଗତ…

3 years ago

ହାତୀ ମୃତ୍ୟୁ ନେଇ ସନ୍ଦେହ

ସୋରଡ଼ା,୧୪ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ ଡେଙ୍ଗାଖମାଣ ଗ୍ରାମ ନିକଟ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ ଘଟଣାରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ…

3 years ago

ଖବରଦାତାଙ୍କ ସହଯୋଗ ଲୋଡ଼ିଲେ ଏସ୍‌ପି

କୋରାପୁଟ,୧୪ା୧(ସ୍ବ.ପ୍ର.): କାରାପୁଟରେ ନୂଆ ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେଇଥିବା ଅଭିନବ ସୋନାକର ଜିଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲାର ଖବରଦାତାମାନଙ୍କ ସହଯୋଗ କାମନା କରିଛନ୍ତି। ଶନିବାର ସନ୍ଧ୍ୟାରେ…

3 years ago

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ: ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

କେନ୍ଦୁଝର,୧୪ା୧(ସ୍ବ.ପ୍ର.): ଓଡ଼ିଶାର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ…

3 years ago

ବଡ଼ମ୍ବା ଟି-ବ୍ରିଜ୍‌ ଦଳାଚକଟା ଘଟଣା: ଜଣଙ୍କର ଜୀବନ ଗଲା

ବଡ଼ମ୍ବା,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜ୍‌ରେ ଶନିବାର ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅଞ୍ଜନା ସ୍ବାଇଁ(୪୫)।…

3 years ago

ବଡ଼ମ୍ବା ଟି-ବ୍ରିଜ୍‌ରେ ଦଳାଚକଟା: ୧୨ ଗୁରୁତର

ବଡ଼ମ୍ବା,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜରେ ଶନିବାର ଦଳାଚକଟା ହେବାରୁ ୧୨ ଜଣ ଗୁରୁତର ହୋଇଛନ୍ତି। ଏହି ଗୁରୁତରମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଛନ୍ତି। ଗୁରୁତରମାନଙ୍କୁ…

3 years ago