ବନ୍ତ,୯।୧(ଡି.ଏନ୍.ଏ): ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀବଜାରଠାରେ ସୋମବାର ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ଦୋକାନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ…
କୋକସରା,୯।୧(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ରହିଥିବା ବନଦୁର୍ଗା ଟ୍ରେଡର୍ସରେ ସୋମବାର ଜିଏସ୍ଟି ଚଢାଉ ହୋଇଛି। ଜିଏସ୍ଟି ଫାଙ୍କିବା ନେଇ ଅଭିଯୋଗ…
ଆନନ୍ଦପୁର/ଘସିପୁରା,୯।୧(ସ୍ବ.ପ୍ର): ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ସୋମବାର ବିଭିନ୍ନ ଦାବିକୁ ନେଇ ବିଇଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛିି। ଏହି ପରିପ୍ରେକ୍ଷୀରେ ଘସିପୁରା…
ରାଇକିଆ,୯।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବାଳିକା ଉଚ୍ଚ ବିଦ୍ୟାଳୟ ଷ୍ଟାଡିୟମରେ ସୋମବାର ଜିଲାସ୍ତରୀୟ ସମୂହ ବିଦ୍ୟାଳୟ ହକି କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଜିଲାର…
ରାୟଗଡ଼ା,୯।୧(ସ୍ବ.ପ୍ର.): ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ତାଙ୍କୁ ଉଦ୍ଧାରକରି ଉଠାଇନେଇଛି। ଦମ୍ପତି ହେଲେ ଫିଲିପ୍ସ…
ସାକ୍ଷୀଗୋପାଳ,୯।୧(ଡି.ଏନ୍.ଏ.): ପୁରୀ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଗୋପାଳ ଜୀଉଙ୍କ ପଶ୍ଚିମ ପାର୍ଶ୍ୱ ରାସ୍ତାରେ ଛିଡା ହୋଇଥିବା ଏକ ବସ୍ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ବସ୍ରେ ନିଆଁ ଲାଗିଥିବା ଖବର…
ଦେବଗଡ଼,୯।୧(ଡି.ଏନ୍.ଏ.): ଗୋହିରା ଡ୍ୟାମ୍ରେ ଏକ ଡଙ୍ଗା ଓଲଟି ଜଣେ ମାଛ ବେପାରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ବରଘାଟ ଗ୍ରାମର ନୀଳାମ୍ବର ସିଂ। ମିଳିଥିବା ସୂଚନା…
ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ସୋମବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ…
ପୁରୁଷୋତ୍ତମପୁର,୯।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଧୋବାପଲ୍ଲୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭୀ ସ୍ବାମୀ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଥିବା…
ଭଦ୍ରକ ଅଫିସ,୯ା୧: ପୁରୁଷ ବିଶ୍ୱ ହକିକପ୍ ସୋମବାର ଭଦ୍ରକ ଜିଲା ପରିକ୍ରମା ଅବସରରେ ଜିଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳେ ବାସୁଦେବପୁର…