ଆମ ଜିଲା ଖବର

ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଚାନ୍ଦବାଲି,୨୬ା୫(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ପ୍ରେମ ନିବେଦନ କରିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର…

3 years ago

କୁଆପଥର ମାଡ଼ରେ ଧାନ ଫସଲ ନଷ୍ଟ

ଜୟପୁର,୨୬ା୫(ନି.ପ୍ର.): ଜୟପୁର ତହସିଲର କୁମୁଲିପୁଟ ଓ ରଣ୍ଡାପାଲ୍ଲୀ ପଞ୍ଚାୟତରେ କୁଆପଥର ମାଡ଼ରେ ଧାନ ଫସଲ ନଷ୍ଟ ହୋଇଛି। ବୁଧବାରର କୁଆପଥର ବର୍ଷାରେ ଧନ ଫସଲ ନଷ୍ଟ ହୋଇଥିବାରୁ…

3 years ago

ବଣ୍ଡା ଜନଜାତିଙ୍କ ମୁଣ୍ଡବ୍ୟଥାର କାରଣ ୨୦୦୦ ଟଙ୍କିଆ ନୋଟ୍‌

ମାଲକାନଗିରି,୨୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଆଦିମ ଅଧିବାସୀ ତଥା ଘାଟି ଉପରର ବଣ୍ଡା ଜନଜାତିଙ୍କ ପାଇଁ ବର୍ତ୍ତମାନ ଅଡୁଆ ସାଜିଛି ୨୦୦୦ ଟଙ୍କିଆ ନୋଟ୍‌ । ବର୍ତ୍ତମାନ ଏହି…

3 years ago

କାମରେ ଲାଗୁନି ୮ ଗୋଷ୍ଠୀ ଶୌଚାଳୟ

ଚମ୍ପୁଆ,୨୬ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ଅନେକ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ କାମରେ ଲାଗୁନହିଁ। ଅନେକ…

3 years ago

ଡହ ଡହ ଖରାରେ କାମ କରୁଛନ୍ତି ଶ୍ରମିକ

ବାଲେଶ୍ୱର ଅଫିସ,୨୬।୫: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ରାଜ୍ୟ ଶ୍ରମବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟା ପରେ ଶ୍ରମିକମାନଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଉନ୍ନୟନମୂଳକ…

3 years ago

ଅଣ୍ଡାରୁ ବାହାରିଲେ ୩୫ ଘଡ଼ିଆଳ ଛୁଆ

ଅନୁଗୋଳ ଅଫିସ, ୨୬ା୫: ଅନୁଗୋଳ ଜିଲା ସାତକୋଶିଆର ଘଡିଆଳ କୁମ୍ଭୀର ପ୍ରଜନନ କେନ୍ଦ୍ର ପାଇଁ ଆସିଛି ଖୁସି ଖବର। ଏଠାରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ…

3 years ago

ତାଣ୍ଡବ ରଚିଲା କାଳବୈଶାଖୀ

ଢେଙ୍କାନାଳ ଅଫିସ,୨୬।୫: ଢେଙ୍କାନାଳ ଜିଲାରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରାୟ ଘଣ୍ଟାଏ ଧରି ହୋଇଥିବା ମୂଷଳଧାରାରେ ବର୍ଷା, କୁଆପଥର ମାଡ଼ ସାଙ୍ଗକୁ ଝଡ଼ତୋଫାନରେ ବିଭିନ୍ନ…

3 years ago

ଖୁବ୍‌ଶୀଘ୍ର ବଦଳିବ ଯୋରନ୍ଦା କଳେବର

ଢେଙ୍କାନାଳ ଅଫିସ, ୨୬।୫: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅଞ୍ଚଳରେ ଉନ୍ନୟନମୂଳକ…

3 years ago

ଆଜି ବିଶ୍ୱ ହକର ଦିବସ

କଟକ ଅଫିସ,୨୬।୫: ସମଗ୍ର ବିଶ୍ୱରେ ମେ ୨୬ ତାରିଖ ବିଶ୍ୱ ହକର ଦିବସ ରୂପେ ପାଳିତ ହେଉଛି। ଖବରକାଗଜ ସଂସ୍ଥାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହକରମାନେ…

3 years ago

ଉପୁଡ଼ିଲା ଗଛ, ଭାଙ୍ଗିଲା ସ୍କୁଲ ଆଜ୍‌ବେଷ୍ଟସ

ଖୋର୍ଦ୍ଧା ଅଫିସ/ବାଣପୁର,୨୬ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଖୁବ୍‌ ଜୋରରେ ପବନ ବହିବା ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା…

3 years ago