ଆମ ଜିଲା ଖବର

ସହର ସାରା ଦେଶୀ ମଦ ପାଉଚ ବିକ୍ରି

ରାଉରକେଲା ଅଫିସ, ୮ା୬: ରାଉରକେଲା ସହରରେ ପ୍ରାୟ ୧୪ ମାସ ହେଲା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଖୋଲୁନାହିଁ। ତଥାପି ସହର ସାରା ଦେଶୀ ମଦ ପାଉଚ ବିକ୍ରି…

3 years ago

ସ୍କାନରରେ ୯ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୮ା୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। ବୁଧବାର…

3 years ago

ଭଙ୍ଗା ଛଣ ଛପର କୁଡ଼ିଆରେ ବିତୁଛି ଜୀବନ

ଦଶମନ୍ତପୁର, ୮ା୬ ( ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଦେଓଖଡ଼କ ଗ୍ରାମର ଡମୁଣୀ ପ୍ରଧାନୀ । ବୟସ ୮୫ ଟପିଲାଣି। ୨ ବର୍ଷ…

3 years ago

ଖବର ପ୍ରକାଶ ପରେ ଶିଶୁକନ୍ୟାଙ୍କ ଘରେ ପହଞ୍ଚତ୍ଲେ ବିଡିଓ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ

ପଡିଆ, ୮ା୬(ଡି.ଏନ୍‌.ଏ.): ‘ଅଜଣା ରୋଗରେ ଛଟପଟ ଶିଶୁକନ୍ୟା’ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପଡିଆ ବିଡିଓ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶିଶୁକନ୍ୟାଙ୍କ ଘରେ ପହଞ୍ଚତ୍…

3 years ago

ରାସ୍ତା କଡ଼ ଧାନ ମିଲ୍‌ ଯୋଗୁ ବଢ଼ୁଛି ପ୍ରଦୂଷଣ

ତେନ୍ତୁଳିଖୁଣ୍ଟ,୮ା୬( ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳର ରାସ୍ତା କଡରେ ବଡ଼ ବଡ଼ ଧାନ ମିଲ ଓ ବ୍ଲକ ମାର୍କେଟ ସ୍ଥାନରେ ପଲିଥିନର ବହୁଳ ବ୍ୟବହାର…

3 years ago

ଦୁର୍ବଳ ପ୍ରଦର୍ଶନ ଦାୟୀ

ବ୍ୟାଙ୍କ ହେଉ କି ବଜାର, ଗଁା ହେଉ କି ସହର, ସବୁଠି ସକ୍ରିୟ ଏରାଗୋଲା ଗ୍ୟାଙ୍ଗ। ସୁଯୋଗ ପାଇବା ମାତ୍ରେ ଝାମ୍ପି ନେଉଛନ୍ତି ଟଙ୍କା ବ୍ୟାଗ। ଡିକି…

3 years ago

ଟେନଶନ ବଢ଼ାଉଛି ହରିପୁର ଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଇଟାମାଟି ଥାନାର ହରିପୁର ଗଁାରେ ଗତ ୪ ତାରିଖରେ ଗୋଷ୍ଠୀ ସଂଘର୍ଷ ପରେ ବିବାଦ ବଢ଼ି ଚାଲିଛି । ଗଁାରେ ୧…

3 years ago

ବଦଳାଯାଉନି ପୁରୁଣା ପାଇପ୍‌

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ମେଗା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟରେ ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ନୂଆ ପାଇପ୍‌ ବଦଳରେ ପୂରୁଣା ପାଇପ୍‌ ପକା ଯାଉଥିବା ଅଭିଯୋଗ ଉଠିଛି…

3 years ago

ନୈରାଶ୍ୟଜନକ ସ୍ଥିତିରେ କୃଷି ସେନ୍‌ସସ୍‌

କେନ୍ଦ୍ରାପଡ଼ା ଅଫିସ,୮ା୬: କରୋନା କଟକଣା କାରଣରୁ ବନ୍ଦ ଥିବା ୧୧ତମ କୃଷି ସେନ୍‌ସସ୍‌ ୨୦୨୨ ଅଗଷ୍ଟ ମାସରେ ଆରମ୍ଭ ହେଲା। ୫ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା…

3 years ago

ଲୋପ ପାଇବ କୁଣ୍ଡପାଟଣାର ପିତଳ କାରିଗରୀ

ଧର୍ମଶାଳା,୮ା୬(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅଧୀନ କୁଣ୍ଡପାଟଣା ଗଁାରୁ ଏବେ ପିତଳ କାରିଗରି ଲୋପ ପାଇବାକୁ ବସିଛି। ପିତଳ କାରିଗରି ପାଇଁ ଏହି ଗଁା ରାଜ୍ୟରେ…

3 years ago