ସାନଖେମୁଣ୍ଡି,.୨୫।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି।…
ଛେଣ୍ଡିପଦା,୨୫।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଆବାସ ଯୋଜନା ୨୦୨୨-୨୩ ବର୍ଷର ବ୍ଲକସ୍ତରୀୟ…
ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ନ୍ୟାଶନାଲ ଅର୍ବାନ ହେଲ୍ଥ ମିଶନ୍ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସହରୀ ଲୋକଙ୍କୁ କିଭଳି ଉତ୍ତମମାନର…
ଭୁବନ, ୨୫।୩(ଡି.ଏନ୍.ଏ.): କିଛିଦିନର ନୀରବତା ପରେ ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରାଙ୍କ ଦୌରାତ୍ମ୍ୟ ଦେଖାଦେଇଛି। ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ…
ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଜଣେ ମହିଳାଙ୍କୁ ଅତିରିକ୍ତ ସ୍ବତନ୍ତ୍ର ଜିଲା ଓ ଦୌରା ଜଜ୍ଙ୍କ କୋର୍ଟ ଶୁକ୍ରବାର ଦୋଷୀ ସାବ୍ୟସ୍ତ…
ଖଜୁରିପଡ଼ା,୨୫ା୩: ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଏକା ହୋଇ ଅସହାୟ ଜୀବନ କାଟୁଛନ୍ତି ଖଜୁରିପଡ଼ା ବ୍ଲକ ନୂଆଗଁା ପଞ୍ଚାୟତ ରଣପାଟୁଲି ଗ୍ରାମରସୈନ୍ଦ୍ରୀ ପ୍ରଧାନ (୫୯)। ଘରଖଣ୍ଡେ…
ବ୍ରହ୍ମପୁର ଅଫିସ ୨୫ା୩ : ଛତ୍ରପୁର ପୋଲିସ ଜିଲାରେ କନଷ୍ଟେବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଶୁକ୍ରବାର ଅପରାହ୍ନରେ ଅଘଟଣ ଘଟିଛି। ୧୬୦୦ ମିଟର ଦୌଡ଼…
ବ୍ରହ୍ମପୁର ଅଫିସ,୨୫ା୩: ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଗଞ୍ଜାମ ଜିଲାରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଏବେଠୁ ରଣନୀତି ଓ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ…
ଧର୍ମଶାଳା,୨୫ା୩(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ବନ୍ୟାଯୋଗୁ ପ୍ରଭାବିତ ହୋଇଥିବା ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରା ନ ଯାଇ ତହସିଲ ପକ୍ଷରୁ ବିପୁଳ ଟଙ୍କା…
ଆଳି, ୨୫ା୩(ଡି.ଏନ୍.ଏ.): କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିରେ ପ୍ରାକ୍ ବିଦ୍ୟାଳୟକୁ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି। ହେଲେ ତୃଣମୂଳସ୍ତରରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଦୟନୀୟ ଅବସ୍ଥାରେ…