ଆମ ଜିଲା ଖବର

କଟକ ସବ୍‌ରେଜିଷ୍ଟର ଅଫିସ୍‌ ନିକଟରେ ଅଗ୍ନିକାଣ୍ଡ: ୨ ଆହତ

କଟକ ଅଫିସ୍‌,୩୧।୧: କଟକ ଜିଲା ସବ୍‌ରେଜିଷ୍ଟର ଅଫିସ୍‌ ନିକଟରେ ଥିବା ଏକ ହୋଟେଲରେ ମଙ୍ଗଳବାର ନିଆଁ ଲାଗିଛି। ଏହି ନିଆଁ ଏବେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡ ସମ୍ପର୍କରେ…

3 years ago

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ବୃଦ୍ଧ ଗିରଫ

କେନ୍ଦୁଝର,୩୧।୧(ସ୍ବ.ପ୍ର.): ଛଅ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ହରିଚନ୍ଦନପୁର ପୋଲିସ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ…

3 years ago

ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା

ରାଉରକେଲା ଅଫିସ,୩୧।୧: ରାଉରକେଲା ସରକାରୀ ମେଡିକାଲ (ଆର୍‌ଜିଏଚ୍‌)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ୪ଶହ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ପ୍ରତିଦିନ ୫ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଉଛି।…

3 years ago

ଟାଇଁସର ୫ ଟି ହାଇସ୍କୁଲ ନିର୍ମାଣରେ ଅନିୟମିତତା

କୁଚିଣ୍ଡା,୩୧ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଟାଇଁସର ପଞ୍ଚାୟତର ଟାଇଁସର ତ୍ରିଲୋଚନ ପଦ୍ମାବତୀ ହାଇସ୍କୁଲ ୫ଟି ଯୋଜନାରେ ଚାଲିଥିବା ରୂପାନ୍ତରିକରଣରେ ଅନିୟମିତତା ଅଭିଯୋଗ ହୋଇଛି। ଯୋଜନାର…

3 years ago

ଯାଞ୍ଚରେ ବିଳମ୍ବ, ବାହାରିପାରୁନି ଚୂଡ଼ାନ୍ତ ତାଲିକା

ସମ୍ବଲପୁର,୩୧ା୧୧(ବ୍ୟୁରୋ): ଦୀର୍ଘ ୫ବର୍ଷ ମିଆଦି ସରିବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ ଜିଲାର ପ୍ରାୟ ୨ହଜାର ଅଯୋଗ୍ୟ…

3 years ago

ମୂଳ ଡାକ୍ତର ପଦର ୫୩ ଭାଗ ଖାଲି

ସୋନପୁର,୩୧।୧(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ଏବେ ଡାକ୍ତର ସଙ୍କଟ ଦେଖାଦେଇଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଭେଷଜ…

3 years ago

ବ୍ରିଜ୍‌ ତଳକୁ ଖସିଲା ଅଟୋ, ୧୦ ଛାତ୍ରୀଛାତ୍ର ଆହତ

ମୁରିବାହାଲ, ୩୧ା୧(ଡ଼ି. ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲ ଯାଉଥଇବା ଏକ ଅଟୋ ସୋମବାର ଗୁଡିଘାଟ ନିକଟରେ ଥିବା ଏକ ବ୍ରିଜ…

3 years ago

ପୁଣି ଗ୍ରାମସଭା ବର୍ଜନ କଲେ ୩୧୭ ସରପଞ୍ଚ

ବଲାଙ୍ଗୀର ଅଫିସ, ୩୧ା୧: ଗତ ୨୬ ତାରିଖରେ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ କରିବା ପରେ ସୋମବାର ପୁଣି ଥରେ ବଲାଙ୍ଗୀର ଜିଲାର ୩୧୭ ସରପଞ୍ଚ ଆବାସ ଯୋଜନା…

3 years ago

ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାବିରେ ସ୍କୁଲରେ ତାଲା

ଉମରକୋଟ, ୩୧।୧(ଡି.ଏନ୍‌.ଏ.): ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଇବା ଦାବିରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ରାଜପୁର ଏବଂ ଡଙ୍ଗରୀଗୁଡ଼ା ଗ୍ରାମବାସୀ ଡଙ୍ଗରିଗୁଡ଼ାସ୍ଥିତ…

3 years ago

ବାହାର ରାଜ୍ୟ ଟିମ୍‌ର ରାଜନୈତିକ ସର୍ଭେକୁ ନେଇ ରାୟଗଡ଼ାରେ ସନ୍ଦେହ

ରାୟଗଡ଼ା,୩୧ା୧(ସ୍ବ.ପ୍ର.): ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଗୁପ୍ତ ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ହେଲେ ଏଭଳି ସମୟରେ ରାୟଗଡ଼ା ଜିଲାରେ ରାଜ୍ୟ ବାହାରୁ ଏକ…

3 years ago