ଆମ ଜିଲା ଖବର

ପୁଣି କାୟା ମେଲାଉଛି କରୋନା

ସୁନ୍ଦରଗଡ଼,୨୪।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲାରେ ଏବେ ପୁଣି କାୟା ମେଲାଉଛି କରୋନା। ଶନିବାର ରାତିରେ ସୁନ୍ଦରଗଡ଼ କୋଭିଡ୍‌ କେୟାର ହସପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ବେଳେ…

3 years ago

ଶୈଳବାଳାଙ୍କୁ ମିଳୁନି ଆବାସ

ବୋଲଗଡ଼,୨୪ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଶୈଳବାଳା ପଣ୍ଡା ଦୀର୍ଘ ଦିନଧରି ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ…

3 years ago

ନାବାଳିକାଙ୍କୁ ବିବାହ କରି ୨ଯୁବକ ଗିରଫ

ତରଭା, ୨୪ା୪(ଡି.ଏନ.ଏ.): ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନାରାୟଣ ବାଗ ଓ…

3 years ago

ଶାନ୍ତି ଫେରୁଛି, ପୋଲିସ ଭୟ ଘାରୁଛି

ସମ୍ବଲପୁର,୨୪ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ରେ ପଥରମାଡ଼ ଓ ୧୪ରେ ପୋଡ଼ାଜଳା, ଭଙ୍ଗାରୁଜା, ମାରଣାସ୍ତ୍ରରେ ଅକ୍ରମଣ ଭଳି ଘଟଣା ଘଟିଥିଲା। ସାନସିଂହାରି ଗ୍ରାମର…

3 years ago

ଡାୟାଲିସିସ ରୋଗୀଙ୍କୁ ଶୋଷଣ: ସେବା ନାଁରେ ବ୍ୟବସାୟ

ଫୁଲବାଣୀ ଅଫିସ,୨୪ା୪: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ ରୋଗୀଙ୍କୁ ଶୋଷଣ ଘଟଣାରେ ମେଡିକାଲ ପ୍ରଶାସନର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଡାୟାଲିସିସି ସେବା ଯୋଗାଉଥିବା ସଂସ୍ଥାର…

3 years ago

ଦୁର୍ଦ୍ଦାନ୍ତ ମନୁଆଙ୍କ ସମେତ ୫ ଗିରଫ

ପୁରୀ ଅଫିସ,୨୪।୪: ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁରୀ ତାଳବଣିଆ ଥାନା ପୋଲିସ ଓ ସ୍ପେଶାଲ ସ୍କାଡ୍‌ ଗିରଫ କରିଛି। ଗିରଫ ୫…

3 years ago

ବାଣପୁର ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ

କଟକ ଅଫିସ,୨୪ା୪: ଏକ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ପୋଲିସର ନିଷ୍କ୍ରିୟତା ବିରୋଧରେ ଆଗତ ମାମଲାରେ ବାଣପୁର ଥାନା ଆଇଆଇସିଙ୍କୁ ହାଇକୋର୍ଟ ଉପଯୁକ୍ତ ତଦନ୍ତ କରିବା ନିମନ୍ତେ…

3 years ago

ଘର ଭାଙ୍ଗିଲା, ଧାନ ଖାଇଲା

ଖୁଣ୍ଟୁଣୀ,୨୪ା୪(ଡି.ଏନ୍‌.ଏ.): ଖୁଣ୍ଟୁଣୀ ବନାଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଗତ ଦୁଇମାସ ମଧ୍ୟରେ ହାତୀ ୪ ଜଣଙ୍କର ଘର ଭାଙ୍ଗିବା…

3 years ago

ଦୁଇ ମହିଳାଙ୍କୁ ଦଳିଦେଲା ହାତୀ

ଅନୁଗୋଳ ଅଫିସ,୨୪ା୪): ଅନୁଗୋଳ ଜିଲା ବନ୍ତଳା ରେଞ୍ଜର ବଡ଼କନ୍ତକୁଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସୋମବାର ସକାଳେ ଘର ନିକଟସ୍ଥ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା…

3 years ago

ଡାୟାଲିସିସ୍‌ ସେବା ୟୁନିଟ୍‌ରେ ଏସି, ଫ୍ୟାନ୍‌ ଅଚଳ

ନୟାଗଡ଼ ଅଫିସ,୨୪।୪: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପିପିପି ମୋଡ଼ରେ ଚାଲିଥିବା ସହାୟ ନିଃଶୁଳ୍କ ଡାୟାଲିସିସ୍‌ ସେବା ୟୁନିଟରେ ଏସି ଓ ଫ୍ୟାନ ଅଚଳ ଯୋଗୁ…

3 years ago