ଆମ ଜିଲା ଖବର

ଗଛରେ ଝୁଲିପଡ଼ିଲେ ନବମଶ୍ରେଣୀ ଛାତ୍ରୀ

ପାଟଣା,୨୩।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମରେ ଘର ନିକଟରେ ଥିବା ଏକ ଗଛରୁ ସୋମବାର ଜଣେ ନବଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ…

3 years ago

ଟେର ପାଇଲାନି ପୋଲିସ, ବର୍ଷେ ଧରି ଚାଲୁଥିଲା ନକଲି ମଦ କାରଖାନା 

ପାଟଣା,୨୩।୧୦( ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ସାହି ଭିତରେ ୧ ବର୍ଷ ଧରି ଚାଲିଥିବା ନକଲି ବିଦେଶୀ …

3 years ago

ମଦପିଇ ଚଳାଉଥିଲେ ଗାଡ଼ି, ରାତିକରେ ୧୮ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାାମଲ): ଗଞ୍ଜାମ ପୋଲିସ ଚଢ଼ାଉ କରି ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଗାଡ଼ି ମଧ୍ୟ ପୋଲିସ ଜବତ…

3 years ago

ରାତିକରେ ୫୭ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୦ଟି ଜୁଆଆଡ୍ଡାରେ ଗୋଟିଏ ରାତିରେ ଚଢ଼ାଉ କରଛି। ଘଟଣାରେ ସମ୍ପୃକ୍ତ ୫୭ ଜଣଙ୍କୁ…

3 years ago

ପୁଅ ଆଗରେ ଚାଲିଗଲା ମା’ର ଜୀବନ

ନୀଳଗିରି,୨୩।୧୦(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ରାସ୍ତାର ଚଣ୍ଡୀପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ମଧ୍ୟାହ୍ନ ସମୟରେ ପବିତ୍ର ଦୁର୍ଗାପୂଜାର ନବମ ଦିନ…

3 years ago

ଜଙ୍ଗଲ ଜମି ହସ୍ତାନ୍ତରକୁ ବିରୋଧ କଲେ  ଗ୍ରାମବାସୀ

ପଟ୍ଟାଙ୍ଗି,୨୩/୧୦(ଶରତ ଧଳ): ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ସରକାର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ସମ୍ପୂର୍ଣ୍ଣ ଅଧିକାର…

3 years ago

ମା’ ଚଣ୍ଡୀଙ୍କ ପାଖରେ ପଡିଲା ପୋଢ଼ ବଳି

ତୁଣ୍ଡଲା,୨୨।୧୦(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସର୍ବପୁରାତନ ଶୈବପୀଠ ବେଲଖଣ୍ଡି ମା’ ଚଣ୍ଡୀଙ୍କଠାରେ ବୋଦା, ଗଡ଼ରା ଓ ପୋଢ଼ ବଳି ପଡ଼ିଥିବା ଦେଖିବାକୁ ମିଳିଛି।…

3 years ago

ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା

ଦେବଗଡ଼, ୨୨।୧୦(ଶଶାଙ୍କ ଶେଖର ଝାଙ୍କର): ଆଗକୁ ନିର୍ବାଚନ। ଏବେଠାରୁ ଦେବଗଡ଼ ଜିଲାରେ ନିର୍ବାଚନୀ ଉଷ୍ମତା ବଢିଲାଣି। ଦେବଗଡ଼ ଆୟତନରେ ଏକ ଛୋଟ ଜିଲା। କିନ୍ତୁ ରାଜନୀତି ପାଇଁ…

3 years ago

ନକଲି ମଦ କାରଖାନା ଠାବ: ବ୍ୟବସାୟୀଙ୍କୁ ଧରି ପୋଲିସର ପଚରାଉଚରା

ପାଟଣା,୨୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗାରେ ଚାଲିଥିବା ଏକ ବେଆଇନ ନକଲି ମଦ କାରଖାନା ଠାବ ହୋଇଛି। ରବିବାର…

3 years ago

ଝିଅ, ପୁଅଙ୍କ ସହ ଶୋଇଥିଲେ ମା’: କାମୁଡ଼ି ଦେଲା ସାପ

ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅଧୀନ ବଦାଙ୍ଗୀ ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରୁନା ନାଇକ(୪୦)। ମିଳିଥିବା…

3 years ago