ଆମ ଜିଲା ଖବର

ବସ୍‌-ପିକ୍‌ଅପ୍‌ ମୁହାଁମୁହିଁ: ୩ ମୃତ, ୪ ଆହତ

ଗଞ୍ଜାମ,୨୬ା୧: ଗଞ୍ଜାମ ଜିଲା ୫୯ନମ୍ବର ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏକ ପିକ୍‌ଅପ୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ…

3 years ago

କାର୍‌-ସ୍କୁଟି ଧକ୍କା, ୨ ଜଣଙ୍କ ଜୀବନ ଗଲା

କାମାକ୍ଷାନଗର,୨୬ା୧(ଅମଜାଦ୍‌ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ଛକରେ ଶୁକ୍ରବାର ପୂର୍ବାହ୍ନରେ ସ୍କୁଟି ଏବଂ କାର ମଧ୍ୟରେ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।…

3 years ago

୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡା,୨୬।୧:(ଆଷିଶ ରଞ୍ଜନ ପଣ୍ଡା): ରାୟଗଡାସ୍ଥିତ ଜିସିଡି ପଡିଆ ଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ଭାବେ…

3 years ago

୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ୩୫ ଦଳ ପରେଡ଼ରେ ସାମିଲ

ଭଦ୍ରକ, ୨୬।୧(ସନାତନ ରାଉତ): ଭଦ୍ରକ କଲେଜ ପଡିଆରେ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି…

3 years ago

ଫୁଲବାଣୀରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଫୁଲବାଣୀ,୨୬ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ରିଜର୍ଭ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ…

3 years ago

ବୌଦ୍ଧରେ ସାଧାରଣତନ୍ତ୍ର ଦିବସ

ବୌଦ୍ଧ,୨୬ା୧(ଅଜିତ କୁମାର ବାରିକ): ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି…

3 years ago

ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୁଷୋତ୍ତମପୁର,୨୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ସିନିୟର ସିଭିଲ ଜଜ୍‌ ଶରତ…

3 years ago

ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର, ବିଦ୍ୟୁତ୍‌ ତାର

ରାଉରକେଲା,୨୬।୧(ଦିନେଶ ମିଶ୍ର): ରାଉରକେଲା ଉଦିତନଗରସ୍ଥିତ ଶୀତଳପଡା ବସ୍ତିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ତାର ଝୁଲୁଛି। ଫଳରେ ବସ୍ତିବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହାର ପ୍ରତିକାର ପାଇଁ ଅଭିଯୋଗ…

3 years ago

ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ

ରାଉରକେଲା,୨୬।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ୮କୋଟି ଟଙ୍କା ବ୍ୟୟବରାଦରେ ୩୦ମେଟ୍ରିକ ଟନ୍‌ ବିଶିଷ୍ଟ ୪ଟି ବୃହତ୍‌ ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଫଳରେ ପରିବା…

3 years ago

ଖତ ଖାଉଛି ଲକ୍ଷାଧିକ ଟଙ୍କାର କୃଷି ଯନ୍ତ୍ରପାତି

ପାତ୍ରପୁର,୨୬ା୧(ଉମାଚରଣ ନେପାକ): ରାଜ୍ୟ ସରକାର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷି କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା…

3 years ago