ଆମ ଜିଲା ଖବର

ବର୍ଷା ପାଇଁ ବେଙ୍ଗବେଙ୍ଗୁଲୀ ବାହାଘର

ଡାବୁଗାଁ, ୧୭।୭ (ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡ଼ା ଗ୍ରାମରେ ବର୍ଷା ପାଇଁ ବେଙ୍ଗବେଙ୍ଗୁଲୀ ବାହାଘର ଶନିବାର ସାରେ ଆରମ୍ଭ…

3 years ago

ତାମିଲନାଡ଼ୁରେ ଦାଦନଙ୍କ ମୃତ୍ୟୁ

କୋଷାଗୁମୁଡ଼ା,୧୭।୭(ପ୍ରସାଦ ବିଷୋୟୀ): ଗାଁରେ ମିଳିଲାନି କାମ। ତେଣୁ ୪ମାସ ହେଲା ସ୍ତ୍ରୀ ଓ ମା’ଙ୍କୁ ଛାଡି ପରିବାରର ପ୍ରତିପୋଷଣ ପାଇଁ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ…

3 years ago

ନକଲି ଡାକ୍ତର ଗିରଫ

ବ୍ରହ୍ମପୁର,୧୭।୭(ସୁବାସ ଚନ୍ଦ୍ର ପାଢ଼ୀ): ଜାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତକରି ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଡେଙ୍ଗାଉସ୍ତା ଛକଠାରେ ଏକ କ୍ଲିନିକ୍‌ରେ ଚିକିତ୍ସା କରୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ…

3 years ago

ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବିଭିନ୍ନ ଦାବିନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଛାତ୍ରୀଛାତ୍ରମାନେ ବିଦ୍ୟାଳୟର…

3 years ago

ଅସୁରକ୍ଷିତ ଛାତ ତଳେ ଦେଶର ଭବିଷ୍ୟତ

ଟେନସା,୧୭ା୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ କାଲଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଡା ଗୀର୍ଜା ଟୋଲା ରେ ଥିବା ଅଙ୍ଗନବାଡି କେନ୍ଦ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ…

3 years ago

ବିଧବା, ବୃଦ୍ଧାଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ଲାଠୋର,୧୭ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ସଦର ଗ୍ରାମ ଆଦର୍ଶ ପଡ଼ାର କେତେକ ବିଧବା ଏବଂ ବୃଦ୍ଧାଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ। ଏ…

3 years ago

ଥାନାରେ ଖତ ଖାଉଛିି ଜବତ ଗାଡ଼ି

ଭବାନୀପାଟଣା,୧୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଥାନାଗୁଡିକରେ ବିଭିନ୍ନ ମାମଲାରେ ଜବତ ଦୁଇ, ଚାରିଚକିଆ ଗାଡ଼ିଗୁଡିକଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଛି। ମାମଲାର ଫଇସଲା ହେଉ…

3 years ago

୫-ଟି ସଚିବଙ୍କୁ ଅଭିଯୋଗ ପରେ ବି ଇକୋ ପାର୍କ ରାସ୍ତା ହେଲାନି

ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ମହକୁମାଠାରୁ ୫ କି.ମି.ଦୂର ସତୀଗୁଡା ଜଳଭଣ୍ଡାରକୁ ଲାଗି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳି ରହିଛି। ମାଲକାନଗିରି-ଜୟପୁର ଜାତୀୟ ରାଜପଥ ଡ୍ୟାମ୍‌ ସାଇଡ୍‌…

3 years ago

ସୀମାନ୍ତରେ ଭୁଶୁଡ଼ିପଡ଼ିଛି ପ୍ରାକ୍‌ଶିକ୍ଷା ବ୍ୟବସ୍ଥା

ନନ୍ଦପୁର,୧୭ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତରେ ପ୍ରାକ୍‌ଶିକ୍ଷା ବ୍ୟବସ୍ଥା ଭୁଶୁଡିପଡିଛି। ଓଡ଼ିଆ ଭାଷାଠାରୁ କ୍ରମଃଶ ଦୂରେଇ ଯାଉଛନ୍ତି ସୀମାନ୍ତବାସୀ। ଦୁର୍ବଳ ଭିତ୍ତିଭୂମି ସାଙ୍ଗକୁ ଛାତ୍ରୀଛାତ୍ର…

3 years ago

ଘର ଭାଙ୍ଗି ଧାନଚାଉଳ ଖାଇଗଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପାଟଣା,୧୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାରଠାରୁ ଏକ ଗୋଠଛଡ଼ା ଦନ୍ତାହାତୀ ସଦର ରେଞ୍ଜରୁ ପ୍ରବେଶ କରି ଉପଦ୍ରବ ଜାରି ରଖିଥିବା ଦେଖିବାକୁ ମିଳିଛି। ରବିବାର…

3 years ago