ଆମ ଜିଲା ଖବର

ପାଣି ପାଇଁ ହାହାକାର

ଖଣ୍ଡପଡ଼ା,୨୫ା୫(ସ୍ବ.ପ୍ର.): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। କେତେକ ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଛି।…

3 years ago

ବୁଢ଼ାବୁଢ଼ିଆଣି ପାଣି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଭୂତକୋଠି

ଓଡ଼ଗାଁ,୨୫ା୫(ସ୍ବ.ପ୍ର.) : ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ ଅଧୀନ ଆରେଡା ଠାରେ ଥିବା ବୁଢାବୁଢିଆଣି ପାଣି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଭୁତକୋଠିରେ ପରିଣତ ହୋଇଛି।…

3 years ago

ଆଇନ ପରେ ବି ବଦଳୁ ନାହିଁ ଶ୍ରମିକଙ୍କ ଭାଗ୍ୟ

ନୟାଗଡ଼ ଅଫିସ,୨୫ା୫: ଶୋଷଣରୁ ରକ୍ଷା କରିବାକୁ ଆଇନ ରହିଥିଲେ ହେଁ ଶ୍ରମିକମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନା ସହି ଚାଲିଛନ୍ତି। ଶିକ୍ଷାର ଅଭାବ ତଥା ଅଭିଯୋଗ କରିବାର ସାହାସ…

3 years ago

୬ ମାସ ପରେ ଭିଜିଲାନ୍ସ ତଦନ୍ତ

ରାୟଗଡ଼ା,୨୫ା୫(ସ୍ବ.ପ୍ର.): କରୋନା ସମୟରେ ରାୟଗଡ଼ା ବ୍ଲକ ପେଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ୬ ମାସ ପରେ ପୁଣି ଭିଜିଲାନ୍ସ…

3 years ago

ସ୍ତ୍ରୀଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲେ ସ୍ବାମୀ

ପାରଳାଖେମୁଣ୍ଡ/କାଶୀନଗର,୨୫ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ…

3 years ago

କାଳବୈଶାଖୀ ତାଣ୍ଡବ: ଉଡିଗଲା ଛପର, ଗଛ ପଡି ଭାଙ୍ଗିଲା ଘର

ପାଟଣା,୨୫।୫(ସ୍ବ.ପ୍ର ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହୋଇଛି। ଏହା ଯୋଗୁ କଇଣ୍ଡା ଗ୍ରାମରେ…

3 years ago

ଡଙ୍ଗା ବୁଡି ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କୋରୁକୋଣ୍ଡା, ୨୫।୦୫(ଡି.ଏନ. ଏ): ଗତ କାଲି ସଂଧ୍ୟା ସମୟରେ ଡଙ୍ଗା ବୁଡିବା ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଅଗ୍ନିଶମ କର୍ମଚାରୀ ଖୋଜା ଖୋଜି କରିବା…

3 years ago

ହୁଇଲ ଚେୟାର ଅଚଳ, ରୋଗୀଙ୍କୁ ଟେକିଟେକି ନେଲେ ପରିବାର ଲୋକେ

କୋରାପୁଟ,୨୫ା୫(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଘୋର ଅବ୍ୟବସ୍ଥା। ରୋଗୀମାନଙ୍କୁ ନେବା ଆଣିବା ଉଦ୍ଦେଶ୍ୟରେ ଥିବା ଅଧିକାଂଶ ହୁଇଲ ଚେୟାର ଅଚଳ…

3 years ago

ଆବାସ ଘର ଅପେକ୍ଷାରେ ୩ ଶହ ପରିବାର

ନବରଙ୍ଗପୁର,୨୫ା୫(ବି.ପ୍ର.): ନବରଙ୍ଗପୁର ସହରର ବିଭିନ୍ନ ପୋଖରୀ ହୁଡ଼ାରେ ଲୋକେ ଭୂମିହୀନ ଭାବେ ଝୁମ୍ପୁଡି କରି ରହିଛନ୍ତି। ଏହା ସମେତ ଅନେକ ଗରିବ ପରିବାର ଚାଳଚପର ଓ କଚ୍ଚାଘରେ…

3 years ago

କମ୍ୟୁନିଟି କମ୍ପୋଷ୍ଟ ପିଟ୍‌ କେନ୍ଦ୍ର ବାଟବଣା

ସଇଁତଳା,୨୫ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକର ୨୨ପଞ୍ଚାୟତରେ ଗତ ୨୦୨୨-୨୩ ମସିହାରେ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟି କମ୍ପୋଷ୍ଟ…

3 years ago