ଆମ ଜିଲା ଖବର

କଟକରେ ନାବାଳିକାଙ୍କୁ ଟେକିନେଇ ଗଣବଳାତ୍କାର, ଏସସିବି ହସ୍ପିଟାଲରେ ଭର୍ତ୍ତି

କଟକ,୧୬।୨: ସରସ୍ବତୀ ପୂଜାରେ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଟେକିନେଇ ଗଣଦୁଷ୍କର୍ମ କରିଥିବା ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ମଧୁପାଟଣା ଥାନାରେ ଏ ସଂକ୍ରାନ୍ତରେ ପୀଡ଼ିତା ବୟାନ…

3 years ago

Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା

ପୁରୀ,୧୬।୨: ଶୁକ୍ରବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ। ସୂର୍ଯ୍ୟ ପୂଜାକୁ…

3 years ago

କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ବୌଦ୍ଧ,୧୬।୨: ବୌଦ୍ଧ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କୁ ଶୁକ୍ରବାର ଓଡିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟାବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ…

3 years ago

ଭଦ୍ରକରେ ୩୫ କେନ୍ଦ୍ରରେ ଚାଲିଛି ଯୁକ୍ତ ୨ ପରୀକ୍ଷା

ଭଦ୍ରକ,୧୬ା୨(ସନାତନ ରାଉତ): ଶୁକ୍ରବାରଠାରୁ +୨ ବିଜ୍ଞାନ ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇଛି। ଭଦ୍ରକ ଜିଲାରେ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ୍‌ ୧୨୨୨୦…

3 years ago

ଭଦ୍ରକରେ ୧୨ ଘଣ୍ଟିଆ ଭାରତ ବନ୍ଦ

ଭଦ୍ରକ,୧୬ା୨(ସନାତନ ରାଉତ): କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଦେଶ ବ୍ୟାପୀ ହରତାଳ, ଧର୍ମଘଟ ଓ…

3 years ago

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ

ମୋରଡ଼ା,୧୬ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

3 years ago

ଭଦ୍ରକ ଲୋକ ସଭା ଆସନରେ ପୁଣି ମହିଳା କାର୍ଡ ଖେଳିପାରେ ବିଜେଡି

ଭଦ୍ରକ,୧୬।୨: ଭଦ୍ରକ ଲୋକ ସଭା ନିର୍ବାଚନରେ ବିଜେଡି ପୁଣିଥରେ ମହିଳା କାର୍ଡ ଖେଳିପାରେ। ଏବେ ଏମ୍‌ପି ଥିବା ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସୁଯୋଗ…

3 years ago

ମାଟ୍ରିକ ପରୀକ୍ଷାରେ ଏଆଇ ସର୍ଭିଲାନ୍ସ

କଟକ,୧୬ା୨ (କାର୍ତ୍ତିକ ସାହୁ):ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ଭିଲାନ୍ସର ଉପଯୋଗ କରାଯାଉଛି। ଏଭଳି ବ୍ୟବସ୍ଥା ଦେଶରେ ପ୍ରଥମଥର ପାଇଁ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ…

3 years ago

ବନ୍ୟପ୍ରାଣୀଙ୍କ ଚଳପ୍ରଚଳରେ ବାଧକ ସ୍ଲରି ପାଇପ ଲାଇନ୍‌

କେନ୍ଦୁଝର,୧୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ନିକଟ ଏନ୍‌ଏଚ୍‌-୨୦ ବାଇପାସ ରାସ୍ତାର କଡ଼ରେ ସିଦ୍ଧମଠରୁ ଶିରିଶପାଳ ମଧ୍ୟରେ ଏବେ ସ୍ଲରି ପାଇପ ବିଛାଇବା କାମ ଚାଲିଛି। ଉକ୍ତ…

3 years ago

୯୭ କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ

ଢେଙ୍କାନାଳ,୧୬ା୨(ରତନ ନାୟାର): ଆସନ୍ତା ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା କରାଯିବ। ଚଳିତବର୍ଷ ଢେଙ୍କାନାଳ ଜିଲାରେ ମୋଟ ୯୭ଟି କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ…

3 years ago