ଅପରାଧ

ଜୁଆଆଡ୍ଡାରେ ଚଢ଼ାଉ, ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଚିକିଟି,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକରେ ଗୁରୁବାର ରାତିରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଚିକିଟି ଫାଣ୍ଡି ପୋଲିସ ଚଢ଼ାଉ କରିଛି। ଏଥିରେ ୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା…

ପୋଲିସ ଏସ୍‌ଆଇଙ୍କ ନାଁରେ ସାଂଘାତିକ ଅଭିଯୋଗ: ନାବାଳିକା ଝିଅକୁ ବିବାହ କରିବା ପରେ ଦେଉଥିଲେ…

ଜଗତସିଂହପୁର,୮ା୮: ଜଗତସିଂହପୁର ପୋଲିସ ଏସ୍‌ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏସ୍‌ଆଇ ଜଣେ ନାବାଳିକା ଝିଅକୁ ବିବାହ କରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପରେ ଜଗତସିଂହପୁର ସଦର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବିବାହ…

ଠେଙ୍ଗାରେ ପିଟିପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ, ମା’ଙ୍କ ମୃତଦେହ ଦେଖି ପୁଅ…

ରାୟଗଡ଼ା,୭ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ଅଧୀନସ୍ଥ ଗାଜିଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାବାଲସା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ଜୀବନରେ ମାରି ଦେଇଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସିନ୍ଧେ କଣ୍ଡାଗରି(୪୫)।…

ଗଙ୍ଗାରେ ସ୍ନାନ କରିବାକୁ ଯାଇଥିଲେ ସ୍ବାମୀ, ପଡ଼ୋଶୀ ଯୁବକଙ୍କ ସହ ଫେରାର ହୋଇଗଲେ ସ୍ତ୍ରୀ, ଆଉ ତା’ ପରେ…

ଲକ୍ଷ୍ନୌ,୭ା୮: କାନପୁରର ଶିବରାଜପୁର ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଗଙ୍ଗାରେ ସ୍ନାନ କରିବାକୁ ଘରୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ସୁଯୋଗ ଦେଖି ଜଣେ ପଡ଼ୋଶୀ ଯୁବକଙ୍କ ସହିତ ଫେରାର ହୋଇଯାଇଛନ୍ତି।…

ବିଜେଡି ହରତାଳକୁ ନେଇ ପୁଣି ମୁହଁ ଖୋଲିଲେ ମୃତ ବଳଙ୍ଗା ଯୁବତୀଙ୍କ ବାପା, କହିଲେ ମୋ’ ଝିଅ ତ ରହିଲାନି ଆମେ…

ବଳଙ୍ଗା,୭ା୮: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ ଦୋଷ…

ଓକିଲଙ୍କ ଘରେ କଳାକନା ବୁଲାଇଲେ ଚୋର: ୩ ଲକ୍ଷ ଟଙ୍କା ସାଙ୍ଗକୁ ୧୦୦ ଗ୍ରାମ ସୁନା ନେଇ ଚମ୍ପଟ, ନିଦରୁ ଉଠି…

ଭଞ୍ଜନଗର,୬।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ଉପସଭାପତି ତଥା ପୂର୍ବତନ ସରକାରୀ ଓକିଲ ହର୍ଷ ବର୍ଦ୍ଧନ ପଣ୍ଡାଙ୍କ କୁଲାଡ ବାସଭବନରୁ ମଙ୍ଗଳବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଦୃର୍ବୁତ୍ତମାନେ ତାଙ୍କ ଘରୁ ନଗଦ ୩ ଲକ୍ଷ ଟଙ୍କା,…

ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବାରେ ୩ ଯୁବକ ଠକେଇର ଶିକାର

ପଟାଙ୍ଗି,୬ା୮(ଶରତ କୁମାର ଧଳ): ବର୍ତ୍ତମାନ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନାମ ଲେଖା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାର ସୁଯୋଗ ଉଠାଇ ହ୍ୟାକର୍‌ମାନେ ଶିକ୍ଷିତ ଯୁବତୀଯୁବକଙ୍କୁ ଠକି ଚାଲିଛନ୍ତି। ଏହିପରି ଠକେଇର ଶିକାର ହୋଇ କିଛି ଯୁବକଙ୍କ ସହ ପରିବାରବର୍ଗ କଲେଜ ଏବଂ ପୋଲିସ…

ଘରୁ ଟାଣି ଆଣି ଗାଁ ଦାଣ୍ଡରେ ଅସଦାଚରଣ, ଦିଗପହଣ୍ଡି ଥାନାରେ ପହଞ୍ଚି ମହିଳା…

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମ ରଘୁନାଥ ମଠ ସାହିର ଜଣେ ମହିଳାଙ୍କୁ ଘରୁ ଟାଣି ନେଇ ଗାଁ ଦାଣ୍ଡରେ ଦୁଇଜଣ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଜଣଙ୍କ ଦିଗପହଣ୍ଡି…

ଡକାୟତି କରି ଫେରାର ହୋଇଯାଉଥିଲେ ଡକାୟତ ଗ୍ୟାଙ୍ଗ୍‌, ଧରିଲା ଗ୍ରାମାଞ୍ଚଳ ପୋଲିସ

ସାଲେପୁର,୩ା୮(ଅରବିନ୍ଦ ଭୂୟାଁ): କଟକ ଜିଲା ସମେତ ଓଡ଼ିଶାର ଭିଭିନ୍ନ ଜିଲାରେ ଡକାୟତି ମାମଲା ଘଟାଇ ଫେରାର ହୋଇଯାଉଥିବା ଡକାୟତି ଦଳକୁ କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କଟକ ଜିଲାର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ନେମାଳ…

ଜଙ୍ଗଲ ରାସ୍ତାକଡ଼ରୁ ମିଳିଲା ମହିଳାଙ୍କ ମୃତଦେହ, ବଳାତ୍କାର ପରେ…

କୁଚିଣ୍ଡା,୩ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଛକରୁ ଡିମୁରିମୁଣ୍ଡା ଗାଁକୁ ଯିବା ନିଛାଟିଆ ଜଙ୍ଗଲ ରାସ୍ତା କଡ଼ରୁ ପୋଲିସ ରବିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣକ ହେଲେ ଡିମିରିମୁଣ୍ଡା ଗ୍ରାମର…

ଶହୀଦ ସପ୍ତାହରେ ରେଲଓ୍ବେ ଟ୍ରାକ୍‌ ଉଡ଼ାଇଲେ ମାଓବାଦୀ

ଟେନସା,୩ା୮(ସମୀର କୁମାର ପାଢ଼ୀ): ଶହୀଦ ସପ୍ତାହରେ ପୁଣି ହିଂସ୍ର ହୋଇଛନ୍ତି ମାଓବାଦୀ। ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର…

କଫ୍‌ ସିରପ୍‌ ସହ ନିଶା ବଟିକା କାରବାର କରୁଛନ୍ତି ନାବାଳକ, ୩ ଗିରଫ

ଅତାବିରା,୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ ଶୁକ୍ରବାର ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହି ମାମଲାରେ ପୋଲିସ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ, ଅତାବିରା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?