ପ୍ରେମିକାଙ୍କ ସହ ୬ ଜଣଙ୍କୁ ବୀଭତ୍ସ ହତ୍ୟା କଲେ ପ୍ରେମିକ
ଥିରୁଭାନନ୍ତପୁରମ୍,୨୫ା୨: କେରଳର ଥିରୁଭାନନ୍ତପୁରମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ପ୍ରେମିକା ସହ ନିଜ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି ଯୁବକ। ହାତୁଡ଼ିରେ ପିଟି ଚାପଡ଼ରେ ହାଣି ମାରିଦେଇଛନ୍ତି ୨୩ ବର୍ଷୀୟ ଯୁବକ। ନିଜ ମା’, ଜେଜେ ମା’, ନାବାଳକ ଭାଇ,…
ପ୍ରୋସେଶନ ବେଳେ ବରଙ୍କୁ ଆକ୍ରମଣ ଉଦ୍ୟମ, ସୁପାରି କିଲରଙ୍କୁ ନିର୍ଧୂମ ଛେଚି ପୋଲିସ ଜିମାଦେଲେ ଗାଁ ଲୋକେ
ବଲାଙ୍ଗୀର,୨୪ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବାବେଜୁରୀ ଗାଁରେ ବାହାଘର ହେବାର ଥିଲା। ଗାଈବାହାଲ ଗାଁର ରାଜକୁମାର ପ୍ରଧାନ ବର ସାଜି ବାବେଜୁରୀ ଗାଁକୁ ବରଯାତ୍ରୀରେ ଯାଇଥିଲେ। ଏହି ସମୟରେ ୧୦ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମରଣାସ୍ତ୍ର ଧରି…
ଜୁଆଆଡ୍ଡାରେ ଚଢ଼ାଉ: ନଗଦ ୨୬୬୮୦ ଟଙ୍କା ଜବତ,୯ ଜଣଙ୍କୁ ବାନ୍ଧିଲା ପୋଲିସ
ଦେବଗଡ଼,୨୪ା୨(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ମସିନ୍ତା ଡୁଙ୍ଗରୀ ପାହାଡ଼ରେ କୁକୁଡା ଲଢ଼େଇ ଏବଂ ଜୁଆଆଡ୍ଡା ଚାଲିଥିବା ସୂଚନା ପାଇ ବାରକୋଟ ଥାନା ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ୧୧ଟି ବାଇକ୍, ୨ କୁକୁଡା ଏବଂ ନଗଦ ୨୬୬୮୦…
ଗୁମୁକାରେ ଚାଞ୍ଚଲ୍ୟ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା, ଅଭିଯୁକ୍ତଙ୍କୁ ଘେରିଲେ ଗ୍ରାମବାସୀ
କାଲିମେଳା,୨୦ା୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପରେ ପୋଲିସର ଜିମା ଦେଇଛନ୍ତି।…
ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ, ଅଭିଯୁକ୍ତ ଗିରଫ
ସମ୍ବଲପୁର,୧୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ସୁନାପାଲିରୁ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ କରିଛି। ଏ ସଂକ୍ରାନ୍ତରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ସୁନାପାଲିର ମହମ୍ମଦ ଅଲତାବ୍(୨୫)। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର…
ରାଜଧାନୀରେ ଏନ୍କାଉଣ୍ଟର
ଭୁବନେଶ୍ୱର,୧୭ା୨: ରାଜଧାନୀରେ ପୋଲିସର ଏନ୍କାଉଣ୍ଟର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରରେ ଆନଃରାଜ୍ୟ ଲୁଟେରାକୁ ଏନ୍କାଉଣ୍ଟର କରିଛି ପୋଲିସ। ଏହି ଏନ୍କାଉଣ୍ଟରରେ ଆପାର୍ଟମେଣ୍ଟ ଲୁଟେରା ଅର୍ଜ୍ଜୁନ ଅନାରେ ଆହତ ହୋଇଛନ୍ତି। ତାଙ୍କ ବାମପଟ ଆଣ୍ଠୁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ…
ଗୋଟିଏ ରାତିରେ ୩ ଚୋରି: ଦୋକାନ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ
ବାଲିଗୁଡ଼ା,୧୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ ଗୋଟିଏ ରାତିରେ ତିନୋଟି ସ୍ଥାନରୁ ସିରିଜ ଚୋରି ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶନିବାର ରାତିରେ ବାଲିଗୁଡ଼ା ଟାଉନର ତହସିଲଦାରଙ୍କ କ୍ୱାର୍ଟର ସମ୍ମୁଖରେ ଥିବା ଗିରିଜା ମେଡିସିନ ଷ୍ଟୋରର ତାଲା…
Sahadev Nayak Murder Case: ସହଦେବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ କଲେ ଆତ୍ମସର୍ମପଣ
ଭୁବନେଶ୍ୱର,୧୬ା୨: ରାଜଧାନୀ ଭୁବନେଶ୍ୱରରେ ବହୁ ଚର୍ଚ୍ଚିତ ସହଦେବ ନାୟକଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରମା ନାୟକ ରବିବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ଦିନ ସହଦେବଙ୍କୁ ବିଚ୍ ରାସ୍ତାରେ ଖଣ୍ଡାରେ ହାଣି…
ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ
ବାଲିଗୁଡ଼ା,୧୪ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ୨୦୧୩ରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା, ରୁପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୧୧ ବର୍ଷ ପରେ ଆଜି…
ଗେଷ୍ଟ୍ ହାଉସ୍ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍: ଜଣେ ଯୁବତୀଙ୍କ ସହ ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର,୧୩ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍ରେ ସେକ୍ସ ର଼୍ୟାକେଟ୍ ଚାଲିଥିବା ନେଇ ଖବର ପାଇଥିଲା ଟାଉନ ଥାନା ପୋଲିସ। ଏକ ସ୍ବତନ୍ତ୍ର ଟିମ୍ ଗେଷ୍ଟ୍ ହାଉସ୍…
ଉଦ୍ଧାର ହେଲା ଚୋରି ବାଇକ୍, ୨ ଅଭିଯୁକ୍ତ ଗିରଫ
ଅତାବିରା/ସରଣ୍ଡା,୧୩ା୨(ହୃଷୀକେଶ ଖମାରୀ/ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ମଙ୍ଗଳବାର ଚୋରି ହୋଇଥିବା ବାଇକ୍(ନଂ-ଓଡି ୧୭ ଏସ୍ ୧୫୭୯)କୁ ପୋଲିସ ଜବତ କରିଛି। ଏହା ସହିତ ଏହି ଚୋରି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…
ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ
ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା ଅଞ୍ଚଳରେ ସୋମବାର ଏମିତି ଏକ ପ୍ରେମ, ବିବାହ ପ୍ରତିଶ୍ରୁତି ପରେ ଗର୍ଭବତୀ ଓ ଧୋକା…
Archives


