ଥଟ୍ଟାମଜାରୁ କାଠଫାଳିଆ ମାଡ଼, ଯୁବକଙ୍କ ମୃତ୍ୟୁ
ବୁଗୁଡ଼ା,୧ା୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବିରଞ୍ଚତ୍ପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଖଦାଳ ସାହିରେ ଥଟ୍ଟାମଜାରୁ ଗଣ୍ଡଗୋଳ ହୋଇଛି। କାଠଫାଳିଆ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ସାହିର ଅଭିମନ୍ୟୁ ନାଇକଙ୍କ ପୁଅ ବଳରାମ। ଶୁକ୍ରବାର ଅପରାହ୍ନରେ…
ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ
କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଦିନକୁ ଦିନ ଲଜ୍ଜାକର ଘଟଣା ସବୁ ଘଟୁଥିବାର ନଜର ଆସୁଛି। ଏହି କିଛିଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପରେ ଯାଜପୁରର ବରୀ ଅଞ୍ଚଳ ଏବଂ ପୁଣି କେନ୍ଦୁଝର ଜିଲାରେ ଜଣେ ଛାତ୍ରୀ ଗର୍ଭବତୀ ହେବା…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍
ବ୍ରହ୍ମପୁର,୨୮ା୨(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି। ସେ ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ…
ଲାଞ୍ଚ ନେଇ ଧରାପଡ଼ିଲେ ଲ୍ୟାମ୍ପସ୍ ମ୍ୟାନେଜର
କୋରାପୁଟ,୨୮ା୨(ଅମିତାଭ ବେହେରା): ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଲ୍ୟାମ୍ପସ ମ୍ୟାନେଜର ସତ୍ୟରଞ୍ଜନ ଚାଲାଣ ହୋଇଛନ୍ତି। ଶୁକ୍ରବାର କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ୱରେ ଥିବା ସତ୍ୟରଞ୍ଜନ…
୨୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ବଲାଙ୍ଗୀର, ୩ ଗିରଫ
ବଲାଙ୍ଗୀର,୨୮ା୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ଟିମ୍ ଶୁକ୍ରବାର ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଊଦ୍ଧର୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏକ ଇନୋଭା ଗାଡ଼ିରେ ଏହି…
ଇଏ କେଉଁ ଶୋ’ ରୁମ୍ ନୁହେଁ, ଜଣେ ଯୁବକ ଚୋରି କରିଥିବା ବାଇକ୍, କାମ କଲାନି ପୋଲିସ ମୁଣ୍ଡ
ଭୋପାଳ,୨୮ା୨: ଆନ୍ଧ୍ରପ୍ରଦେଶ ପୋଲିସ ଜଣେ ଚତୁର ଚୋରକୁ ଧରିଛି। ଯିଏ ତିନି ବର୍ଷ ମଧ୍ୟରେ ୧୦୦ଟି ବାଇକ୍ ଚୋରି କରିଥିଲେ। କେଆର ପୁରମ ପୋଲିସ ୧୦୦ଟି ବାଇକ୍ ଚୋରି କରିଥିବା ଜଣେ ଚୋରଙ୍କୁ ଗିରଫ କରିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ…
୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣା: ଅଭିଯୁକ୍ତ ଅଟକ
ବରୀ,୨୭।୨(ମହେନ୍ଦ୍ର କୁମାର ସ୍ବାଇଁ): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା…
ମହିଳାଙ୍କୁ ଭୁଜାଲିଲେ ହାଣି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ସାବରଙ୍ଗ,୨୭ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୟାକଣୀଡ଼ିହି ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ପରମେଶ୍ୱର ସାହୁଙ୍କ ବୋହୂଙ୍କୁ ଭୁଜାଲିରେ ହାଣି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ କରିଛନ୍ତି। ମହିଳା ବାଧା ଦେବାରୁ ତାଙ୍କ ମୁଣ୍ଡକୁ ଭୁଜାଲିର ହାଣି…
ମନ୍ଦିର ସାମ୍ନାରେ ହଣାକଟା: ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ହାଣି ଦେଲେ ଦୁର୍ବୃତ୍ତ
ବାଲେଶ୍ୱର,୨୭ା୨(ବାଞ୍ଛାନିଧି ଦେ): ମହାଶିବରାତ୍ରିରେ ଘଟିଛି ଅଭାବନୀୟ ଘଟଣା। ବାଲେଶ୍ୱର ଜିଲା ଟାଉନ ଥାନା ଅନ୍ତର୍ଗତ ନାଥପାଣି ଛକରେ ବୁଧବାର ଜାଗର ରାତିରେ ଦୁର୍ବୃତ୍ତମାନେ କରିଛନ୍ତି ହଣାକଟା। ମନ୍ଦିର ସାମ୍ନାରେ ଦୁର୍ବୃତ୍ତମାନେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଛନ୍ତି। ଯାତ୍ରା…
ନିଶା ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ
ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ନିଶା ସାମଗ୍ରୀ ବିକ୍ରି କାରବାରରେ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ ହେଲେ, ବରଗଡ଼ ହାଟପଦାର ଏମ୍ଡ଼ି ଅନସାରୀ(୩୨)। ତାଙ୍କ ପାଖରୁ ୩୦ଟି କଫ୍ ସିରପ୍, ୧ଷ୍ଟ୍ରିପ୍…
ଲଜ୍ଜା: ବସ୍ରେ ଯୁବତୀଙ୍କୁ ବଳାତ୍କାର କରି ଚମ୍ପଟ ମାରିଲେ ଯୁବକ, ସିସିଟିଭିରୁ ମିଳିଲା…
ପୁଣେ,୨୬।୨: ବସ୍ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ ଯୁବତୀ। ହେଲେ ଜଣେ ଯୁବକ ତାଙ୍କୁ ବସ୍ ସେଠାରେ ଅଟକିବ ନାହିଁ କହି ପାର୍କିଂରେ ଥିବା ଅନ୍ୟ ଏକ ବସ୍ ନିକଟକୁ ନେଇ ଯାଇଥିଲେ। ପରେ ସୁଯୋଗ ନେଇ ତାଙ୍କୁ ଜୋରଜବରଦସ୍ତ ବଳାତ୍କାର କରିଥିଲେ।…
କ୍ଲାସ ସାରି ଘରକୁ ଫେରୁଥିଲେ, ଅଧ୍ୟାପକଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୨୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୁରିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପାଟପୁର ଥାନା ସିଙ୍ଗପୁର ଗ୍ରାମର କାଳୁ ଚରଣ ସାହୁଙ୍କୁ କେତେଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କ ମୋବାଇଲ ଫୋନ,ମନିପର୍ସ ଲୁଟି ନେଇଥିବା ଜଣାପଡିଛି। ମଙ୍ଗଳବାର…
Archives


