ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିବା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ
କୋକସରା,୨୬ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଯାହାକୁ ସାତ ଜନ୍ମର ଜୀବନସାଥୀ କରିବାକୁ ହୋମନିଆଁରେ ଶପଥ ନେଇଥିଲେ ସ୍ବାମୀ ସେହି ଜୀବନସାଥୀଙ୍କୁ ପେଟ୍ରୋଲ ଢାଳି ନିଆଁରେ ପୋଡ଼ି ମାରି ଏବେ ଜେଲ୍ ହାଜତକୁ ଗଲେ ନୃଶଂସ ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ…
ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏଏସ୍ଆଇ
ମାଧପୁର,୨୬ା୭(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନାର ଏଏସ୍ଆଇ ନବୀନ କୁମାର ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, କିଆକଟା ଥାନା କନ୍ଧପଡ଼ା ପଞ୍ଚାୟତ ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ…
କେନ୍ଦ୍ର ମନ୍ତ୍ରୀଙ୍କୁ ବ୍ଲାକମେଲ୍ କରିବା ଉଦ୍ୟମ, ୨ଜଣଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେକ୍ସଟୋର୍ସନ୍ କଲ କରି ବ୍ଲାକମେଲ୍ କରିବାକୁ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ଖାଦ୍ୟ ପ୍ରକ୍ରିୟାକରଣ…
ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ
ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନାନୁଯାୟୀ, କୁଶଗଡ଼ିଆଠାରେ ବନ୍ତ ଥାନା ଦୋଳପଦୀ ଗ୍ରାମର ଉମେଶ ନାୟକ ଏକ ଭଡ଼ାଘରେ…
ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡ ପଡ଼ିଥିଲା ୟୁକାଲପଟାସ ବଗିଚାରେ, ଗଣ୍ଡି ଧାନବିଲରେ
ଲକ୍ଷ୍ନୌ,୨୩ା୭: ଉତ୍ତରପ୍ରଦେଶର ବରେଲିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ଦୁଇଟି ଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଛି। ମୁଣ୍ଡ ୟୁକାଲପଟାସ ବଗିଚାରେ ପଡ଼ିଥିବା ବେଳେ ଧାନବିଲରେ ଗଣ୍ଡ ପଡ଼ିଥିଲା। ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ…
ଯୌତୁକ ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ
କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡ଼ା ପଞ୍ଚାୟତ ଦାବ୍ରିଗୁଡ଼ା ଗ୍ରାମର ସୁଦର୍ଶନ ନାଏକଙ୍କ ଘର ବାରଣ୍ଡା ଆଗରେ ଥିବା ୟାମାହା ନମ୍ବର ଓଡି ୦୮ ଏଲ୍ ୭୨୬୨କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୃତ୍ତ…
କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ
ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସ୍ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ ଟିମ୍…
ଯୁବକଙ୍କୁ ଗଳାକାଟି ହତ୍ୟା
ବରଗଡ଼ ୨୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବୁଧବାର ବିଳମ୍ବିତ ରାତିରେ ଏକା ହତ୍ୟାକାଣ୍ଡ ଘଟିଛି। ବରଗଡ଼ ପୌର ପରିଷଦ ଅଧୀନ ୧ ନଂ ଓ୍ବାର୍ଡର ମାଳପଡ଼ାସ୍ଥିତ ଏକ ନିର୍ମାଣାଧୀନ ଘର ପାଖରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ…
କର୍ନାଟକ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ପାଲଟିଲାଣି : ଭାଜପା
ବାଙ୍ଗାଲୁରୁ,୧୯।୭: ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହରେ କେନ୍ଦ୍ରୀୟ ଅପରାଧ ଶାଖା(ସିସିବି) ବାଙ୍ଗାଲୁରୁରୁ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହାକୁ ନେଇ ରାଜ୍ୟର କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି ଭାଜପା ବିଧାୟକ ଆର୍. ଅଶୋକ। କର୍ନାଟକ ଆତଙ୍କବାଦୀଙ୍କ…
ଯୋଧପୁରରେ ଲୋମଟାଙ୍କୁରା ଘଟଣା: ୬ ମାସର ଶିଶୁ ସମେତ ପୁରା ପରିବାରକୁ ହତ୍ୟା କରି ଜାଳିଦେଲେ
ଯୋଧପୁର,୧୯।୭: ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଅନ୍ତା ଜଳାଇଦେବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ସହ ଘର ଅଗଣାରେ ସେମାନଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମୃତକଙ୍କ ମଧ୍ୟରେ…
ଅଢ଼େଇ ବର୍ଷରେ ରାଜ୍ୟ ବାହାରୁ ୪୬ ଗିରଫ
ଭୁବନେଶ୍ୱର,୧୭।୭(ସତ୍ୟଜିତ୍ ରାଉତ): ରାଜ୍ୟରେ ଠକେଇ ମାମଲା ବଢ଼ି ଚାଲିଛି। ବିଶେଷକରି ସାଇବର ଠକମାନେ ସବୁଠୁ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ କୌଶଳ ଆପଣାଇ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଚାକିରି ଠକେଇ, ଅନ୍ଲାଇନ୍ ପୋନ୍ଜି ସ୍କିମ୍, ଚାଇନା ଡିଜିଟାଲ୍…
ସୁନ୍ଦରୀ ଝିଅ ଯୋଗାଇବା ନାଁରେ ଲୁଟୁଛନ୍ତି ସାଇବର ଠକ
ଭୁବନେଶ୍ୱର,୧୭।୭(ସୂର୍ଯ୍ୟକାନ୍ତ ବେହେରା): ଟଙ୍କା ଦେଲେ ସୁନ୍ଦରୀ ଯୁବତୀ ଯୋଗାଇ ଦିଆଯିବ। ସହରରେ ସବୁଠି ସେଟିଂ। ହୋଟେଲରେ ରହିବା, ଖାଇବା ଫ୍ରି। ହୋମ୍ ଡେଲିଭରିର ବି ସୁବିଧା ରହିଛି । ପୋଲିସର ଭୟ ନାହିଁ କି ଡରିବାରେ କାରଣ ନାହିଁ। ଦେଶୀ, ବିଦେଶୀ…
Archives


