ଓଲମା ସଶସ୍ତ୍ର ଡକାୟତି ଘଟଣା: ୪ କୋର୍ଟ ଚାଲାଣ
କୋକସରା,୨୩ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଓଲମା ଗାଁର ଧନଞ୍ଜୟ ସାହୁଙ୍କ ଘରେ ରବିବାର ରାତିରେ ଡକାୟତ ଗ୍ୟାଙ୍ଗ ଲୁଟ୍ କରି ଫେରାର ହୋଇଯିବା ଘଟଣାରେ ବୁଧବାର କୋକସରା ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ
ପାରଳାଖେମୁଣ୍ଡି,୨୩ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଘରୋଇ କଳିରୁ ଶାବଳରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ ସୁରେନ୍ଦ୍ର ମଲିକ। ମୃତକ ଜଣକ ହେଉଛନ୍ତି ସରୁଗଳା ମଳିକ। ମଙ୍ଗଳବାର ରାତିରେ…
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା: ପୋଲିସ ମୁଖ୍ୟାଳୟକୁ ଡିଆଇଜି ବ୍ରିଜେଶ ରାୟଙ୍କ ବଦଳି
ଭୁବନେଶ୍ୱର,୨୨ା୮(ଅନିଲ ଦାସ): ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ରାଜ୍ୟ ସରକାର କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ତ୍ରୀ ଜଣେ ମହିଳା ହୋମ୍ଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡିଆଇଜି…
ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ, ଶ୍ମଶାନରୁ ମୃତଦେହ ଜବତ କଲା ପୋଲିସ
ଲୋଇସିଂହା,୨୧ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଚମାରପଡ଼ାର ଜଣେ ତନ୍ତ୍ର ସାଧକ ମକାରୁ ମେହେର (୪୦) ତାଙ୍କ ସ୍ତ୍ରୀ ଜାନକୀ (୩୫)ଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତଦେହ ପଚି ବନ୍ଧ ଘରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ଏହା…
ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲେ ବାପା
ଟେନ୍ସା,୧୭ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବୁଧବାର ରାତିରେ ବାପା ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ…
ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ଜୀବନ ଗଲା
ବାଲିଗୁଡ଼ା,୧୬ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ନୂଆସାହିର ଆମ୍ବସାହିଠାରେ ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାଲିଗୁଡ଼ା ନୂଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଆଗରେ ରହୁଥିବା ଦେବରାଜ ବାଗ (୫୫)…
ଲାଞ୍ଚ ନେଇ ଧରାପଡ଼ିଲେ ଭଦ୍ରକ ସିଡିପିଓ
ଭଦ୍ରକ,୧୬ା୮(ସନାତନ ରାଉତ): ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ବ୍ଲକ ସିଡିପିଓ ସୁନନ୍ଦା ଦାସ। ଭଦ୍ରକ ବ୍ଲକ ସରଗଢ଼ିଆ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ୨୦୨୦ରେ ପ୍ରଶାନ୍ତ କୁମାର ସେଠୀଙ୍କ ଝିଅ…
ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମଦରେ ବିଷ ଦେଇ ମାରିଦେଲେ ସ୍ତ୍ରୀ
ଜୟପୁର,୧୩ା୮: ରାଜସ୍ଥାନର ଚୁରୁ ଜିଲାର ସର୍ଦ୍ଦାରହର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ୨୬ ବର୍ଷୀୟା ମହିଳା ତାଙ୍କ ପ୍ରେମିକଙ୍କ ସହିତ ସ୍ବାମୀଙ୍କୁ ମଦରେ ବିଷ ମିଶାଇ ପିଇବାକୁ ଦେଇ ମାରିଦେଇଛନ୍ତି। ଏହି…
ଗର୍ଭବତୀଙ୍କୁ ପିଟି ହତ୍ୟା ଅଭିଯୋଗ
ଖୋର୍ଦ୍ଧା,୧୩ା୮(ପ୍ରଭାତ ପାଣିଗ୍ରାହୀ): ସଦରଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗଗଡ଼ ସାହିରେ ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶାଶୁଘର ପରିବାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତକାଙ୍କ ମାଆ ଭାନୁମତି ଦେଇ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ବାମୀଙ୍କୁ ଅଟକ…
ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ
କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମର ଭାସ୍କର ଗୋପାଳଙ୍କ ସ୍ତ୍ରୀ ପ୍ରେମଲତାଙ୍କ ଗତ ଗୁରୁବାର ଘର ମଧ୍ୟରେ ବେକରେ ରଶି ଲଗାଇ ମୃତ୍ୟୁ ଘଟିଥିଲା। ଶାଶୁଘର ଲୋକେ ପ୍ରେମଲତାଙ୍କ ପରିବାର ଲୋକଙ୍କୁ ନ ଜଣାଇ…
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର,୧୨ା୮(ସୂର୍ଯ୍ୟକାନ୍ତ ବେହେରା): ଶନିବାର ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଫଳରେ ଯୁବକଙ୍କ ଗୋଡ଼ ଓ ଛାତିକୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବର୍ତ୍ତମାନ…
ଖୋଲୁଛି ପ୍ରକାଶଙ୍କ କଳା ସାମ୍ରାଜ୍ୟ ଗୁମର
ଖୋର୍ଦ୍ଧା,୧୧ା୮(ପ୍ରଭାତ ପାଣିଗ୍ରାହୀ): ପୂର୍ବତନ ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ପ୍ରକାଶ ରାଉତରାୟଙ୍କ କଳା ସାମ୍ରାଜ୍ୟର କାହାଣୀ ଧୀରେ ଧୀରେ ଖୋଲୁଛି। ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବାବେଳେ ୪ଜଣଙ୍କୁ ସୋମବାର ଭୁବନେଶ୍ୱର କମିଶନରେଟ ପୋଲିସ କଳିଙ୍ଗବିହାରରୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ…
Archives


