କଟକଣା ମାନୁ ନାହାନ୍ତି ଶ୍ରଦ୍ଧାଳୁ: ମଙ୍ଗଳ ଆଳତୀ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭିଡ଼
ସାକ୍ଷୀଗୋପାଳ, ୩୧।୩(ଡି.ଏନ୍.ଏ): କରୋନା କଟକଣା ମାନୁ ନାହାନ୍ତି ଶ୍ରଦ୍ଧାଳୁ। ସକାଳୁ ସକାଳୁ ମଙ୍ଗଳ ଆଳତୀ ଦର୍ଶନ ପାଇଁ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ବାର ସମ୍ମୁଖରେ ସ୍ଥାନୀୟ ଶ୍ରଦ୍ଧାଳୁ ନିୟମିତ ଭିଡ଼ ଲଗାଉଛନ୍ତି। ପାଳିଆ ସେବକଙ୍କ ଛଡ଼ା ଅନ୍ୟ କୌଣସି ବ୍ୟକ୍ତିଙ୍କ…
ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଛୁଇଁଲା: ମହାରାଷ୍ଟ୍ରରେ ସର୍ବାଧିକ ୧୦
ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୩୯ ଛୁଇଁଛି। ମଙ୍ଗଳବାର କେରଳରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୪୯ ବର୍ଷ ବୟସ୍କା ଜଣେ ମହିଳାଙ୍କ ଜୀବନ ଯାଇଛି। କେରଳ ମୃତକଙ୍କ କିଡ୍ନୀ କାମ…
ବିପଦ ସାଜିଛନ୍ତି ଯାଞ୍ଚରୁ ବର୍ତ୍ତିଥିବା ସୌଦି ଫେରନ୍ତା
ଚେନ୍ନାଇ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଦୁବାଇର ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଶନିବାର ନଇଫ୍ ସହରରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଥିବାବେଳେ ସେଠାରୁ କେରଳ ଫେରିଥିବା ଯାତ୍ରୀ ସଂକ୍ରମଣର ବାହକ ହୋଇଥିବା ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି।…
କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲିଲେ ସୋନିଆ
ନୂଆଦିଲ୍ଲୀ,୩୧ା୩ (ଆଇଏଏନ୍ଏସ୍): କୋଭିଡ୍-୧୯ ସମ୍ପର୍କରେ ରାଜ୍ୟ ସଂଗଠନଗୁଡ଼ିକ ସହ ସମନ୍ବୟ ରକ୍ଷା କରି ମାନବୀୟ ସହାୟତା ଯୋଗାଇବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି। ଏଆଇସିସି ମୁଖ୍ୟାଳୟରେ ଖୋଲାଯାଇଥିବା କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍ରେ ଏମ୍ପି ରାଜୀବ…
ହାତପାଣ୍ଠିରୁ ପିଏମ୍-କେୟାର୍ସକୁ ଦେଲେ ୩୫ ଏମ୍ପି
ନୂଆଦିଲ୍ଲୀ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁରୋଧକ୍ରମେ ୩୫ ଜଣ ଏମ୍ପି ସେମାନଙ୍କ ହାତପାଣ୍ଠି (ଏମ୍ପି ଲାଡ୍ସ)ରୁ ୧ କୋଟି ଲେଖାଏ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପିଏମ୍-କେୟାରର୍ସ ପାଣ୍ଠିକୁ ଦେବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି।…
ଏ କୁଳର ନା ସେ କୁଳର
ନୂଆଦିଲ୍ଲୀ,୩୧ା୩(ପି.ଟି.): ମୁଣ୍ଡ ପରେ ମୁଣ୍ଡ ନେଇଚାଲିଥିବା ଘାତକ ଭୂତାଣୁ କୋଭିଡ୍-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଛନ୍ତି। ସୋମବାର ଏହି ତାଲାବନ୍ଦ ଡାକରା ଷଷ୍ଠ ଦିନରେ ପହଞ୍ଚତ୍ଛି। ଦେଶର ବଡ଼ ବଡ଼ ସହରରୁ ଦାଦନ ଶ୍ରମିକଙ୍କ ଗଣପଳାୟନ…
ବଢ଼ି ନ ପାରେ ଲକ୍ଡାଉନ ଅବଧି
ନୂଆଦିଲ୍ଲୀ,୩୧ା୩(ପି.ଟି.): ଦେଶରେ ଗତ ମଙ୍ଗଳବାରଠାରୁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍ଡାଉନ ସମୟସୀମା ବୃଦ୍ଧି ପାଇପାରେ ବୋଲି ଗୁଜବ ପ୍ରଚାରିତ ହେଉଥିବାବେଳେ ସେଭଳି ଯୋଜନା ନ ଥିବା ସୋମବାର ସରକାର ସ୍ପଷ୍ଟ କରିଛନ୍ତି। ଲକ୍ଡାଉନ ସମୟ ବୃଦ୍ଧି ନେଇ କେତେକ ଗଣମାଧ୍ୟମରେ…
ଚଢ଼ାଦରରେ କିଣୁଛନ୍ତି ୬୦.୯% ଭାରତୀୟ
ନୂଆଦିଲ୍ଲୀ, ୩୧ା୩(ଆଇଏଏନ୍ଏସ୍): କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅସାଧୁ ବ୍ୟବସାୟୀମାନେ ଅଚଳାବସ୍ଥାର ସୁଯୋଗ ନେଇ କଳାବଜାର କରିବାରେ ଲାଗିଛନ୍ତି। ଏଥିଯୋଗୁ ୬୦.୯% ଭାରତୀୟ…
ଚାଇନାରେ ୯୩%, ଆମେରିକାରେ ୩% ଆରୋଗ୍ୟ
ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧ା୩: ସାରା ବିଶ୍ୱକୁ ଗ୍ରାସି ଚାଲିଥିବା କରୋନା ଭାଇରସ୍ ସୋମବାର ରାତି ୧୧ଟା ସୁଦ୍ଧା ୩୬ ହଜାର ୮୬୪ଜଣଙ୍କ ଜୀବନ ନେଇଥିବାବେଳେ ୭ ଲକ୍ଷ ୬୪ ହଜାର ୮୬୬ଲୋକଙ୍କୁ ସଂକ୍ରମିତ କରିଛି। ହେଲେ ଏହି ଭୂତାଣୁର ଜନ୍ମସ୍ଥାନ ଚାଇନାରେ ସ୍ଥିତି କ୍ରମଶଃ…
କୋଭିଡ ହସ୍ପିଟାଲ ପ୍ରତିଷ୍ଠାକୁ ବିରୋଧ କରି ୨ଗିରଫ
ଝାରସୁଗୁଡା ଅଫିସ,୩୦ା୩: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ହସ୍ପିଟାଲମାନ ପ୍ରତିଷ୍ଠା କରାଯାଉଛି। ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ସୋମବାର ଆରମ୍ଭ କରାଯାଇଥିବା ଏହି ପ୍ରୟାସକୁ ବିରୋଧ କରି ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି।…
କୋଭିଡ୍-୧୯ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା
ଭୁବନେଶ୍ୱର,୩୦।୩(ବ୍ୟୁରୋ)- କରୋନା ମୁକାବିଲା ପାଇଁ ରାଜ୍ୟରେ ଜରୁରିକାଳୀନ ଭିତ୍ତିରେ କୋଭିଡ୍-୧୯ ହସ୍ପିଟାଲ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ଏଭଳି ଏକ ବଳିଷ୍ଠ ପଦକ୍ଷେପକୁ ସାରା ଦେଶ ସ୍ବାଗତ କରୁଛି। ଏହି ହସ୍ପିଟାଲଗୁଡ଼ିକର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ବେସରକାରୀ…
ଲକ୍ଡାଉନ୍ ମାନୁନାହାନ୍ତି ୧୦ ପ୍ରତିଶତ ଲୋକ: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ;ଗିରଫ ହେଲେଣି ୧୪୦୦ରୁ ଅଧିକ ଉଲ୍ଲଂଘନକାରୀ
ଭୁବନେଶ୍ୱର,୩୦।୩(ବ୍ୟୁରୋ)- ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସାରା ଭାରତ ଏବେ ଲକ୍ଡାଉନ୍। ଓଡ଼ିଶାରେ ମଧ୍ୟ ଲକ୍ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ତେବେ ସରକାରଙ୍କ ଲକ୍ଡାଉନ୍ ନିର୍ଦ୍ଦେଶକୁ ବର୍ତ୍ତମାନ ସମୟରେ ରାଜ୍ୟର ୯୦ ପ୍ରତିଶତ…
Archives


