ପୋଷ୍ଟାଲ ଗାଡ଼ିରେ ଶ୍ରମିକ
ବାରିପଦା ଅଫିସ, ୧ା୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲକ୍ଡାଉନ ହେବା ଯୋଗୁ ଅନେକ ସ୍ଥାନରେ ଶ୍ରମିକମାନେ ଫସି ରହି ଯାଇଛନ୍ତି। ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିଲେ ମଧ୍ୟ...
ମିଳୁନି ଖାଦ୍ୟ, ଅସୁବିଧାରେ ବାହାର ରାଜ୍ୟର ଶ୍ରମିକ
କେନ୍ଦୁଝର, ୧ା୪ (ସ୍ବ.ପ୍ର.): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ଘୋଷଣା ପରେ ଜିଲା ଓ ରାଜ୍ୟ ସୀମା ସିଲ କରାଯାଇ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ଏଣୁ ଯେଉଁ ରାଜ୍ୟରେ ଅନ୍ୟ ରାଜ୍ୟର ଲୋକ,...
ଚାକିରି ପାଇଁ ରୋଗକୁ ଖାତିର ନାହିଁ
ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ ଦୂରତ୍ୱ ହିଁ ସଂକ୍ରମଣଠାରୁ ଦୂରେଇ ରହିବାର ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଉଛି। ଏହାସତ୍ତ୍ୱେ...
କୋଭିଡ୍- ୧୯: ପୂର୍ବତନ ଫୁଟବଲ କ୍ଲବ ସଭାପତିଙ୍କ ମୃତ୍ୟୁ
ଡକାର (ସେନେଗାଲ),୧।୪ (ଏପି): କରୋନା ଭାଇରସ ସଂକ୍ରମଣରେ ଫ୍ରେଞ୍ଚ୍ ଫୁଟବଲ କ୍ଲବ ମାର୍ସେଲିର ସଭାପତି ପେପ୍ ଡିଓଫ୍ ମୃତ୍ୟୁବରଣ କରିଛନ୍ତି। ପେପ୍ ୬୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକରେ ଏହା ପ୍ରଥମ କରୋନା ଭାଇରସ ସମ୍ପର୍କିତ...
୪୯୨୭ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା
ଦେବଗଡ,୧ା୪(ଡି.ଏନ.ଏ.): ଦେବଗଡ ଜିଲାର ୩ ବ୍ଲକର ୫୭ ପଞ୍ଚାୟତ ଓ ପୌରାଞ୍ଚଳରେ ଗରିବ, ଅସହାୟ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି। ସୂଚନା ଅନୁଯାୟୀ ବାରକୋଟ ବ୍ଲକର ୨୨ଟି ପଞ୍ଚାୟତରେ ୯୬୫ଜଣ ବୟସ୍କ ଏବଂ ୮୧ଜଣ...
୬୦ ଶ୍ରମିକଙ୍କୁ ଅଟକାଇଲା ହାତୀବାରୀ ପୋଲିସ
ରାଉରକେଲା/ନୂଆଗଁ।,୧ା୪: ସୁନ୍ଦରଗଡ ଜିଲା ହାତୀବାରୀ ଥାନା ସମ୍ମୁଖରେ ବୁଧବାର ବିଶାଖାପାଟଣାରୁ ଫେରୁଥିବା ୬୦ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଏମାନେ ସମସ୍ତେ ଝାରଖଣ୍ଡ ରାଜ୍ୟ କାନପୁର ଅଞ୍ଚଳର ହୋଇଥିବା ବେଳେ ଏଲଏଣ୍ଡଟି କମ୍ପାନୀରେ କାମ କରୁଥିବା ପ୍ରକାଶ କରିଛନ୍ତି। ଗତ...
ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଅଟକି ରହିଛନ୍ତି ୩୩ଶ୍ରମିକ
ଖପ୍ରାଖୋଲ, ୧ା୪(ଡି.ଏନ.ଏ.): ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଆଠ ଦିନ ହେଲା ଲକ ଡାଉନ। ଏହି ସମୟରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ୩୩ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଇଟାଭାଟିରେ କାମ କରୁଛନ୍ତି।...
ଭୀମସାରରେ ପୁଣି ୪ କରୋନା ସନ୍ଦିଗ୍ଧ
ସମ୍ବଲପୁର,୧।୪ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ବୁଧବାର ପୁଣି ୪ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବୁର୍ଲା ଥାନା ଓ ହୀରାକୁଦ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଉଦ୍ଧାର...
ଧରା ପଡିଲା ପିଡିଏସ୍ ସାମଗ୍ରୀ କଳା ବଜାର
ରାଉରକେଲା ଅଫିସ,୧ା୪: ଲକ୍ ଡାଉନ ଭଳି ଦୁର୍ଦ୍ଦିନ ସମୟରେ ସରକାର ଖାଉଟିଙ୍କୁ ୩ ମାସର ଆଗୁଆ ଖାଉଟି ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଏହାକୁ କେତେକ ଅସାଧୁ ବ୍ୟବସାୟୀ କଳା ବଜାର କରିବା ନଜରକୁ ଆସିଛି। ବୁଧବାର ଇସ୍ପାତ ମାର୍କେଟର...
କରୋନା ଲକ୍ଡାଉନ୍: ମହିଳା ଶ୍ରମିକଙ୍କ ଦୁର୍ଦ୍ଦଶା ବଢୁଛି
ବଲାଙ୍ଗୀର ଅଫିସ, ୧ା୪: ଲକ୍ଡାଉନ୍ ସମୟରେ ଗରିବଙ୍କ ଆୟପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏବେ ସେମାନେ ମହା ଅଡୁଆରେ ପଡିଛନ୍ତି। ବିଶେଷକରି ମହିଳା ଶ୍ରମିକମାନେ ଘୋର ଅସୁବିଧାରେ ପଡିଛନ୍ତି। ଯେଉଁ ମହିଳାମାନେ କାମ କରି ପରିବାର ଚଲାଉଥିଲେ ସେମାନଙ୍କ ଜୀବନ...
ଅବ୍ୟବସ୍ଥାରେ କ୍ୱାରାଣ୍ଟାଇନ ସେଣ୍ଟର
ବାଲିଆ, ୧।୪: କରୋନା ମହାମାରୀ ପାଇଁ ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍ ସେଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ବିରିଡି ବ୍ଲକର ବିଭିନ୍ନ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ପଞ୍ଚାୟତର...
କମ୍ପାନୀ ନେଉନି, ରାସ୍ତାକଡ଼ରେ ଶୁଖୁଛି ଆଖୁ
ରସୁଲପୁର, ୧।୪ (ଡି.ଏନ୍.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ, ସାମନ୍ତରାପୁର, ମଙ୍ଗରାଜପୁର, ଝାଲପଡ଼ା, ଅତଲାପୁର, ବ୍ରହ୍ମବରଦା, ମହେଶ୍ୱରପୁର, ବରୁଆଁ ଭଳି ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଶତାଧିକ ଏକର ଜମିରେ ଆଖୁଚାଷ ହୋଇଥିବା ବେଳେ ଏବେ ଏହା ଅମଳକ୍ଷମ ହୋଇଛି। ଆଖୁ...
Archives


