ମହାରାଷ୍ଟ୍ରରେ ସଙ୍କଟ, ମେଘାଳୟରେ ଆରମ୍ଭ
ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି। ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ଏବେ ମୃତ୍ୟୁସଂଖ୍ୟା ୧୬୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨,୫୦୦…
ଗଣମାଧ୍ୟମକୁ ଜରୁରୀ ସେବା ଘୋଷଣା କର: ସରକାରମାନଙ୍କୁ ୟୁନେସ୍କୋର ପରାମର୍ଶ
ଜାତିସଂଘ,୧୫ । ୪: ମହାମାରୀ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ ଗ୍ରାସ କରିଛି। ଏହାର ମୁକାବିଲା ପାଇଁ ଅଧିକାଂଶ ଦେଶରେ ଲକ୍ଡାଉନ୍ ଓ ଶଟଡାଉନ୍ ଘୋଷଣା କରାଯାଇଥିବାବେଳେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏପରି ସମୟରେ ଖବରକାଗଜ ସଂସ୍ଥାଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି।…
ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା
ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସସେସ୍ (କିସ୍) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜିଲାପାଳ ଅରିନ୍ଦମ୍ ଡାକୁଆ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ।…
୬୦ନଂ କରୋନା ଆକ୍ରାନ୍ତ ଝାରପଡ଼ା ନିଳାଦ୍ରିନଗରର: ଗ୍ରୋସରୀ-ପରିବା ଲାଗି ବୁଲିଛନ୍ତି କେସୁରା ବଜାର, ରସୁଲଗଡ଼ ହାଟ, ପଳାଶୁଣୀ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜଧାନୀରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଝାରପଡ଼ା ଅଞ୍ଚଳର ହୋଇଥିବା ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେ ୫୧ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ୪୨ନଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ…
୫୯ନଂ କରୋନା ଆକ୍ରାନ୍ତ ବମିଖାଲର ୭୫ବର୍ଷୀୟ ବୃଦ୍ଧ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜଧାନୀରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବମିଖାଲର ୩ଜଣ ହୋଇଥିବା ବେଳେ ଜଣେ ଝାରପଡ଼ା ଅଞ୍ଚଳର । ତେବେ ବମିଖାଲର ବେବିଲୋନ୍ ଆପାର୍ଟମେଣ୍ଟରୁ ହିଁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭ନଂ ଆକ୍ରାନ୍ତ ଜଣେ…
୫୮ନଂ କରୋନା ଆକ୍ରାନ୍ତ ଜଣେ ମହିଳା: ଲକ୍ଷଣ ନ ଥିଲେ ହେଁ ରିପୋର୍ଟ ଆସିଛି ପଜିଟିଭ୍, କିମ୍ସ କୋଭିଡ୍ ଡାକ୍ତରଖାନା ସ୍ଥାନାନ୍ତର
ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ପଜିଟିଭ୍ ମାମଲାଗୁଡ଼ିକ ଭୁବନେଶ୍ୱରର। ସୋମବାର ପରୀକ୍ଷା ହୋଇଥିବା ୫୬୪ଟି ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସମସ୍ତଙ୍କ ଗସ୍ତ ବିବରଣୀ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତଦନୁଯାୟୀ…
୫୭ନଂ ଆକ୍ରାନ୍ତ ବେବିଲୋନ୍ ଆପାର୍ଟମେଣ୍ଟର: ବୁଲିଛନ୍ତି ଗଣେଷ ମଣ୍ଡପ ନିକଟ ପରିବା ଦୋକାନ, ରିଲାଏନ୍ସ ଫ୍ରେସ୍, ରସୁଲଗଡ଼ ହାଟ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ପଜିଟିଭ୍ ମାମଲାଗୁଡ଼ିକ ଭୁବନେଶ୍ୱରର। ସୋମବାର ପରୀକ୍ଷା ହୋଇଥିବା ୫୬୪ଟି ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସମସ୍ତଙ୍କ ଗସ୍ତ ବିବରଣୀ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାନୁଯାୟୀ,…
୫୬ନଂ କରୋନା ଆକ୍ରାନ୍ତଙ୍କ ତଥ୍ୟ: ୧୭ଜଣଙ୍କ ସହ କୋଲକାତାରୁ ଯାଜପୁରର ସାଥୀପୁର ଆସିଥିଲେ, ମାଛ ଗାଡ଼ିରେ ପହଞ୍ଚିଥିଲେ ଗଣେଷପୁର
ଭୁବନେଶ୍ୱର,୧୪।୪(ବ୍ୟୁରୋ): ୫୬ନଂ କରୋନା ଆକ୍ରାନ୍ତ ତଥା ଯାଜପୁରରେ ବ୍ୟକ୍ତିଙ୍କ ଗସ୍ତ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାର୍ଚ୍ଚ ୨୮ ତାରିଖରେ ସେ ଏକ ଟାଟା ମ୍ୟାଜିକ୍ ଗାଡ଼ିରେ କୋଲକାତା ବାବୁଘାଟରୁ ଆସି ଯାଜପୁରର ସାଥୀପୁରରେ ପହଞ୍ଚିଥିଲେ। ଯାଜପୁର…
ଘରେ ବନ୍ଦୀ ହୋଇ ରହୁଛନ୍ତି କରୋନା ଯୋଦ୍ଧାଙ୍କ ୭ ବର୍ଷର ଶିଶୁ
ଭିଲଓ୍ବାରା,୧୪।୪: ରାଜସ୍ଥାନର ସରୋଜ କୁମାର କନଷ୍ଟେବଳ ଭାବେ କାମ କରନ୍ତି। ଏବେ ସେ କରୋନା ଯୋଦ୍ଧା ଭାବେ ନିଜର କାର୍ଯ୍ୟରେ ଯୋଗ ଦେଉଥିବା ବେଳେ ନିଜର ୭ ବର୍ଷ ଶିଶୁକୁ ଘରେ ତାଲା ପକାଇ ଯାଉଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।…
କାର୍ଯ୍ୟକ୍ଷମ ହେଲା କେନ୍ଦ୍ରାପଡ଼ା କୋଭିଡ୍-୧୯ ହସ୍ପିଟାଲ୍
ଡେରାବିଶ, ୧୩।୪ (ସ୍ବ.ପ୍ର.)-କରୋନା ସଂକ୍ରମିତଙ୍କୁ ସହଜ ଓ ସୁବିଧାରେ ଉପଯୁକ୍ତ ସେବା ଯୋଗାଇ ଦେବା ସକାଶେ ରାଜ୍ୟର କେତେକ ସ୍ଥାନରେ ରାଜ୍ୟ ସରକାର ଅସ୍ଥାୟୀ କୋଭିଡ୍-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ଛତାସ୍ଥିତ କେନ୍ଦ୍ରାପଡ଼ା…
ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୨୧ ନୂଆରୋଗୀ, ସଂକ୍ରମିତଙ୍କ ସଂଖ୍ୟା ୨,୪୫୫
ମୁମ୍ବାଇ,୧୪।୪: ଚିନ୍ତା ବଢାଉଛି କରୋନା ଭାଇରସ। ମହାରାଷ୍ଟ୍ରରେ ଏହା ବେଳକୁ ବେଳ ବଢିବାରେ ଲାଗିଥିବାରୁ ଉଦ୍ଧବ ଠାକରେ ସରକାରଙ୍କ ନିଦ ହଜାଇ ସାରିଲାଣି ଏହି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୨୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା…
ସେଣ୍ଟ୍ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍ ଡେଭିଡ ସିଏନ୍ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଚର୍ଚ୍ଚର ରେଭ. ଅଭିନାଦ ନାଗ ଓ ସାମୁଏଲ ସୋନା ପ୍ରମୁଖ ଡେପୁଟି…
Archives


