କରୋନା ଭାଇରସ୍‌

ବିଶୋଧନ ହେଲା ସ୍ବର୍ଗଦ୍ୱାର

ପୁରୀ ଅଫିସ,୧୬ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୁଦ୍ଧୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପୁରୀର ସବୁଠୁ ସମ୍ବେଦନଶୀଳ କୁହାଯାଉଥିବା ସ୍ବର୍ଗଦ୍ୱାର ଅଞ୍ଚଳକୁ ସାନିଟାଇଜ କରାଯାଇ ନ ଥିଲା। ଏ ନେଇ ବୁଧବାର ଧରିତ୍ରୀରେ ଖବର…

ଭୂତ, ଚକୁଳିିଆ ପଣ୍ଡା ବେଶରେ ସଚେତନତା

ଖୋର୍ଦ୍ଧା ଅଫିସ,୧୬ା୪: ବଜାରରେ ବୁଲୁଥିବା ଅମାନିଆ ବାଇକ ଚାଳକଙ୍କୁ ସଚେତନ କରିବା ଲାଗି ଆଗେଇ ଆସିଛନ୍ତି ସାମାଜିକ କର୍ମୀ ତଥା ଖବରଦାତା ଧନେଶ୍ୱର ବିଧାର। ସମ୍ପୂର୍ଣ୍ଣ ଶରୀରରେ କଳା କପଡ଼ା ପିନ୍ଧି ନିଜକୁ କରୋନା ଭୂତ ବେଶରେ ସଜାଇ ସେ ବାଇକରେ…

ଷ୍ଟେଶନ ଉପରେ ଡ୍ରୋନ୍‌ ନଜର

ପୁରୀ ଅଫିସ,୧୬ା୪: ମେ ୩ ତାରିଖ ଯାଏ ଦେଶବ୍ୟାପୀ ଗଡ଼ିବନି ଟ୍ରେନ। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି। ତେଣୁ ବିଭିନ୍ନ ଷ୍ଟେଶନରେ ଟ୍ରେନ୍‌ଗୁଡ଼ିକ ଅଟକି ରହିଛି। ପୁରୀ ଷ୍ଟେଶନର ୮ଟି…

ନିୟନ୍ତ୍ରଣ କକ୍ଷକୁ ଆସିଛି ୮,୫୬୨ କଲ୍‌

ପୁରୀ ଅଫିସ,୧୬ା୪: ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ପୁରୀ କେୟାର୍ସ ଅଭିଯାନ ସଫଳତା ସହ ଲୋକମାନଙ୍କ ପାଖରେ ପହଞ୍ଚିପାରିଛି। କରୋନା ମୁକାବିଲା ପାଇଁ ହଠାତ୍‌ ଲକ୍‌ଡାଉନ ଘୋଷଣା ପରେ ଅଟକି ରହିଥିବା ରାଜ୍ୟ ଓ ରାଜ୍ୟ ବାହାର ଶ୍ରମିକ, ଷ୍ଟେଶନ ଓ…

ବ୍ୟାଙ୍କ ଆଗରେ ଜମାକାରୀଙ୍କ ଭିଡ଼: ଜମାଖାତାରୁ ଟଙ୍କା ଗାଏବ ଗୁଜବ

ଗୋପ,୧୬ା୪(ଡି.ଏନ.ଏ): କରୋନା ମହାମାରୀକୁ ନେଇ ଏବେ ସାରା ରାଜ୍ୟରେ ମାନ୍ଦାବସ୍ଥା ଦେଖାଦେଇଛି। ଏପରି ସ୍ଥିତିରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମାଖାତାରୁ ସରକାର ଟଙ୍କା ଉଠାଇ ନେଉଥିବା ଭଳି ଏକ ଗୁଜବ ଗୋପ ଅଞ୍ଚଳରେ ବୁଧବାର ପ୍ରଚାରିତ ହୋଇଛି। ଫଳରେ ଶହ ଶହ…

ଭାସ୍କର୍ଯ୍ୟ କଳାରେ କରୋନା ସଚେତନତା

ପୁରୀ ଅଫିସ,୧୬ା୪: ପୁରୀର ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ଅଜିତ କୁମାର ପରିଡ଼ା ଭାସ୍କର୍ଯ୍ୟ କଳାରେ କରୋନା ସଚେତନାର ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଘରେ ରହିବା, ମୁହଁରେ ମାସ୍କ ବାନ୍ଧିବା, ହାତକୁ ଭଲ ଭାବେ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା…

ଦୁଗ୍ଧଚାଷୀଙ୍କ ପେଟରେ କରୋନା ଲାତ

ସାକ୍ଷୀଗୋପାଳ, ୧୬ା୪(ଡି.ଏନ.ଏ): କରୋନା ଯୋଗୁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଗୋପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସତ୍ୟବାଦୀ ବ୍ଲକ ଓ ଆଖପାଖ ଅଞ୍ଚଳର ଦୁଗ୍ଧଚାଷୀ ମଧ୍ୟ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷୀର ବିକ୍ରୀ ହେଉ…

ବିପଦ ଆଣିପାରେ ରକ୍ଷାକବଚ

ଭୁବନେଶ୍ୱର, ୧୬ା୪: କରୋନା ଲଢେଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ରାଜ୍ୟର ହଜାର ହଜାର ସ୍ବାସ୍ଥ୍ୟକର୍ମୀ। ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ, ଆଟେଣ୍ଡାଣ୍ଟ୍‌ ଓ କର୍ମଚାରୀ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଘାତକ ଭାଇରସ୍‌ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସେବା ଜାରି ରଖିଛନ୍ତି।…

ମାସ୍କ ତିଆରିି କଲେ ଆର୍‌ପିଏଫ୍‌ କନଷ୍ଟେବଳ

ଭୁବନେଶ୍ୱର,୧୬ା୪ (ବ୍ୟୁରୋ): ଆର୍‌ପିଏଫ୍‌ କନଷ୍ଟେବଳ ଶ୍ରୀଧର ବାରିକ ଓ ମମତା ଭୋଇ ଦୈନିକ ୮ରୁ ୯ଘଣ୍ଟା ପରିଶ୍ରମ କରି ୩୦୦ ମାସ୍କ ତିଆରି କରୁଛନ୍ତି। ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ମାସ୍କଗୁଡ଼ିକ ଆରପିଏଫ ଥାନା ବାଲୁଗାଁ, ମଣ୍ଡଳ ମୁଖ୍ୟାଳୟ ଖୋର୍ଦ୍ଧା…

ବ୍ୟାଙ୍କରେ ଭିଡ଼: ମ୍ୟାନେଜରଙ୍କୁ ତାଗିଦ

ପିପିଲି,୧୬ା୪(ଡି.ଏନ.ଏ): ସାତଶଙ୍ଖ ଆନ୍ଧ୍ରା ବ୍ୟାଙ୍କରେ ବୁଧବାର ଅସମ୍ଭାଳ ଭିଡ଼ ଲାଗିଥିଲା। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା। ଉଜ୍ୱଳା ଯୋଜନାରେ ଗ୍ୟାସ ବାବଦ ଟଙ୍କା ଆସିଛି କି ନାହିଁ ଜାଣିବାକୁ ଶହ ଶହ ଗ୍ରାହକ ଗହଳି ଲଗାଇଥିଲେ। ଖବର ପାଇ…

ଦଶମ ପାଠ୍ୟପୁସ୍ତକ ପରିବର୍ତ୍ତନକୁ ବିରୋଧ

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ଯୋଗୁ ସାରା ଦେଶରେ ଏବେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ପରିବର୍ତ୍ତନ ପାଇଁ…

ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲା ତାଲିକାରେ ଖୋର୍ଦ୍ଧା

ନୂଆଦିଲ୍ଲୀ/ଭୁବନେଶ୍ୱର, (ବ୍ୟୁରୋ)୧୬ା୪: ଭାରତର ୧୭୦ଟି ଜିଲାକୁ କରୋନା ହଟ୍‌ସ୍ପଟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏଥିରେ ରହିଛି ଓଡ଼ିଶାର ଖୋର୍ଦ୍ଧା ଜିଲା। ଏଥିସହିତ ୨୦୭ଟି ଜିଲାକୁ ଅଣହଟ୍‌ସ୍ପଟ ତାଲିକାରେ ରଖାଯାଇଛି। ଅଣହଟ୍‌ସ୍ପଟ ଜିଲା ମଧ୍ୟରେ ଓଡ଼ିଶାର ୭ଟି ଜିଲା-…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri