ଲକ୍ଡାଉନ ନିୟମ ଭାଙ୍ଗି ଗିରଫ ହେଲେ ୧୦,୭୨୯
ମୁମ୍ବାଇ,୧୮।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ହେଲେ ଏହି ସମୟରେ ମହାରାଷ୍ଟ୍ରରେ ଲକ୍ଡାଉନ ନିୟମ…
କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !
ଇସ୍ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍ ପଡିନାହିଁ। ପାକିସ୍ତାନରେ କରୋନା ମୁକାବିଲା କରିବାକୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ), ମାସ୍କ ଓ…
ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା, ଛାତ୍ରୀଛାତ୍ର ପଢ଼ାପଢ଼ି କରନ୍ତୁ: ମନ୍ତ୍ରୀ
ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜୁନ ୧୭ ପୂର୍ବରୁ ବାକି ରହିଯାଇଥିବା ବିଭିନ୍ନ ପରୀକ୍ଷା ହେବ ନାହିଁ। ଜୁନ ୧୭ରେ ସ୍କୁଲ ଓ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯିବ। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ…
ଭାରତୀୟଙ୍କୁ ଭାଗ୍ୟବାନ ବୋଲି କହିଲେ ଆମେରିକା ଡାକ୍ତର
ଓ୍ବାଶିଂଟନ,୧୮।୪: ଆମେରିକାର ନ୍ୟୁଜର୍ସିରେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଭାରତୀୟ ଡାକ୍ତର କ୍ରିତି ଅଗ୍ରଓ୍ବାଲ କୁହନ୍ତି ପ୍ରତିଦିନ ସେ ଚିକିତ୍ସା କରୁଥିବା ହସ୍ପିଟାଲରେ ଶହ ଶହ କରୋନା ସଂକ୍ରମିତ ଲୋକ ଆସୁଛନ୍ତି। ଏହାସହ ଆମେରିକାରେ ପ୍ରତିଦିନ ହଜାର ହଜାର କରୋନା…
ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି
ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ ରୂପାୟନ କରି ସୁଇଜରଲାଣ୍ଡ୍ର ଆଲପ୍ସ୍ ପର୍ବତରେ ଲାଇଟ୍ ଇଫେକ୍ଟ ଦ୍ୱାରା ଭାରତୀୟ ଜାତୀୟ ପତାକା…
ଲକ୍ ଡାଉନ୍ର ପ୍ରଭାବ: ୧୦ ବର୍ଷ ପଛକୁ ଚାଲିଯିବ ଦେଶ; ସୃଷ୍ଟି ହେବେ ୧୦ କୋଟି ନୂଆ ଗରିବ; ବିପିଏଲ୍ ସଂଖ୍ୟା ଛୁଇଁବ ୯୧ କୋଟି
ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍ ଡାଉନ୍ ଜାରି କରିଛନ୍ତି। ଏହାଦ୍ୱାରା ଦେଶ ଆର୍ଥିକ ଦୃଷ୍ଟିକୋଣରୁ ୧୦ ବର୍ଷ ପଛକୁ ଚାଲିଯିବ ବୋଲି ୟୁନାଇଟେଡ୍ ନେଶନ୍ ବିଶ୍ୱବିଦ୍ୟାଳୟ(ୟୁଏନ୍ୟୁ) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ…
କୋଭିଡ-୧୯: ଏସିପି ଅନିଲ କୋହଲିଙ୍କ ପରଲୋକ
ଚଣ୍ଡିଗଡ଼,୧୮।୪: ପଞ୍ଜାବରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଶନିବାର ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଦୁଃଖଦ ଖବର ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଛି। କିଛିଦିନ…
ସିମ୍ପାଜିର ସାନିଟାଇଜେଶନକୁ ନେଇ ଆସିଲା ଅଭିଯୋଗ!
ବ୍ୟାକଂକ,୧୮।୪: ସାରା ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ ହେବା ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁଃଖଦ ଖବର ସାମ୍ନାକୁ ଆସୁଛି। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସାନିଟାଇଜେଶନକୁ ସବୁଠି ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ଏମିତି ଏକ…
କରୋନା ମୃତ୍ୟୁର ୫ ବଡ଼ କାରଣ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ତେବେ ସଂକ୍ରମିତଙ୍କ ମୃତ୍ୟୁର ୫ ବଡ଼ କାରଣ ସମ୍ପର୍କରେ ଏବେ ପ୍ରକାଶ ପାଇଛି। ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେଶନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଧିକ…
ରାଗିଲେ ହେମା
ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍ଡାଉନ୍। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି କହିଲେ ଚଳେ। ସେ ଡାକ୍ତର ହୁଅନ୍ତୁ ଅବା ପୋଲିସ। ଏମାନେ ସମସ୍ତେ ଦେଶବାସୀଙ୍କୁ କରୋନା…
ଗୁରୁତର କରୋନା ସଂକ୍ରମିତଙ୍କୁ ଶାନ୍ତି ମୃତ୍ୟୁ: ବ୍ରିଟେନ୍ରେ ଅଫ୍ କରି ଦିଆଯାଉଛି ଭେଣ୍ଟିଲେଟର ସ୍ବିଚ୍ !
ଲଣ୍ଡନ,୧୮।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ବ୍ରିଟେନ୍ରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟକ୍ରର୍ମୀ ଅଧିକ ବିସାଦଗ୍ରସ୍ତ ହେଉଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏଠାରେ ଗୁରୁତର କରୋନା ସଂକ୍ରମିତଙ୍କୁ ଅଧିକ ଯନ୍ତ୍ରଣା…
୧୪ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭ ନ ଆସିଲେ ରେଡ୍ ଜୋନ୍ ହେବ ଅରେଞ୍ଜ
ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ନେଇ ଯେଉଁ ସବୁ ସ୍ଥାନକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି ସେଠାରେ ୧୪ ଦିନ ପର୍ଯ୍ୟନ୍ତ ଯଦି କୌଣସି ସଂକ୍ରମଣର ଘଟଣା ସମାନାକୁ ନ ଆସିଲା ତେବେ ସେହି ଅଞ୍ଚଳକୁ ଅରେଞ୍ଜ ଜୋନ୍ ଘୋଷଣା କରି ଦିଆଯିବ।…
Archives


