ଦୋକାନରୁ ଔଷଧ କିଣାରୁ ମିଳୁଛି ତଥ୍ୟ: ୮୧ ଜଣଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା, ଫ୍ଲୁ ଥିବା ସ୍ପଷ୍ଟ
ଛତ୍ରପୁର, ୨୭।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାର ସବୁ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଦୈନିକ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେବା ବାଧ୍ୟତାମୂଳକ ରହିଛି। ତେବେ ଗତ ତିନିଦିନରେ ଜିଲାର ୪୮୮ ଦୋକାନରୁ ୭ ହଜାର ୭୪୨ ଜଣ…
କରୋନା ସଂକ୍ରମିତ କଂଗ୍ରେସ ନେତାଙ୍କ ପରଲୋକ
ଅହମଦାବାଦ,୨୭।୪: ମହାମାରୀ କରୋନା ଭାଇରସ କବଳରେ ପଡି ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବଦରୁଦ୍ଦିନ ଶେଖଙ୍କର ରବିବାର ରାତିରେ ମୃତ୍ୟୁ ହୋଇଛି। ଗତ ପ୍ରାୟ ୮ ଦିନ ହେବ ସେ କରୋନାରେ ପୀଡିତ ଥିବା ବେଳେ ରବିବାର ଏସ୍ଭିପି ହସ୍ପିଟାଲରେ ଶେଷ…
କୋଭିଡ୍-୧୯ର ଆୟୁର୍ବେଦୀୟ ଉପଚାର
କରୋନାର ଅର୍ଥ ବଳୟ। ଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଯେପରି ବଳୟ ଘେରି ରହିଥାଏ, ଠିକ୍ ସେହି ଆକାର ଭୂତାଣୁ ପଶୁମାନଙ୍କଠାରେ ଦେଖାଯାଇଥାଏ। ସେହି ପଶୁ ବା ବାଦୁଡିଠାରୁ କେବଳ ମନୁଷ୍ୟଙ୍କୁ ଚାଇନାରେ ପ୍ରଥମେ ସଂକ୍ରମିତ ହୋଇଥିଲା। ତା’ପରେ ମନୁଷ୍ୟରୁ…
୩ ସପ୍ତାହରେ ଭାରତରେ ଅକ୍ସଫୋର୍ଡ ଟିକା ଉତ୍ପାଦନ
ନୂଆଦିଲ୍ଲୀ,୨୭ା୪: ବ୍ରିଟେନ୍ର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକାଶିତ କୋଭିଡ୍-୧୯ ନିରୋଧୀ ଟିକାର ମାନବ ଶରୀରରେ ପରୀକ୍ଷଣ ଗତ ଗୁରୁବାର ଆରମ୍ଭ କରାଯାଇଥିଲା। ଏହି ପରୀକ୍ଷଣରେ ଉକ୍ତ ଟିକା ସଫଳ ହେବ ବୋଲି ତାହାକୁ ବିକାଶିତ କରିଥିବା ବୈଜ୍ଞାନିକମାନେ ଦୃଢ଼ ଆଶାବାଦୀ ଅଛନ୍ତି।…
ତଥ୍ୟ ଗୋପନୀୟତାକୁ ନେଇ ବଢ଼ୁଛି ସନ୍ଦେହ
ମୁମ୍ବାଇ,୨୭।୪(ପିଟି): କରୋନା ଭାଇରସ୍ ସଂକ୍ରମଣକାରୀଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପ୍ରିଲ ୨ତାରିଖରେ ଆରୋଗ୍ୟ ସେତୁ ଆପ୍ ଆରମ୍ଭ କରାଯାଇଥିଲା। ଏହା ୧୧ଟି ଆଞ୍ଚଳିକ ଭାଷାରେ ଉବଲବ୍ଧ। ଇଲେକ୍ଟ୍ରୋନିସକ୍ସ ଆଣ୍ଡ ଇନ୍ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧିନରେ ଥିବା ନ୍ୟାଶନାଲ ଇନ୍ଫରମେଟିକ୍ସ ସେଣ୍ଟର(ଏନ୍ଆଇସି)…
କୋଭିଡ୍-୧୯ ଉପରେ ଭିଡିଓ ଗେମ୍: ତିଆରି କଲେ ଇଟାଲୀର ୯ ବର୍ଷୀୟ ବାଳକ
ମିଲାନ,୨୭ା୪: କରୋନା ଭାଇରସ୍(କୋଭିଡ୍-୧୯)କୁ ପ୍ରତିହତ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶରେ ଜାରି ହୋଇଥିବା ଲକ୍ଡାଉନ ଯୋଗୁ ଲୋକେ ଦୀର୍ଘଦିନ ଧରି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ନାନା ଅସୁବିଧା ମଧ୍ୟରେ ରହି ସେମାନେ ଭିନ୍ନ ଭିନ୍ନ ଉପାୟରେ ଏହି ସମୟକୁ…
ଶସ୍ତାରେ ମିଳୁ ପରୀକ୍ଷା କିଟ୍: ହାଇକୋର୍ଟ
ନୂଆଦିଲ୍ଲୀ,୨୭ା୪(ପି.ଟି.): ସଂକ୍ରମଣକୁ ରୋକିବାକୁ ହେଲେ ତୁରନ୍ତ କୋଭିଡ୍-୧୯ ପରୀକ୍ଷା କିଟ୍ ଶସ୍ତାରେ ଉପଲବ୍ଧ କରାଇବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଦେଶ ଏବେ ଅଭୂତପୂର୍ବ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ପରୀକ୍ଷା କିଟ୍ ଶସ୍ତାରେ…
ଉହାନ୍ ହସ୍ପିଟାଲ କରୋନା ମୁକ୍ତ
ବେଜିଂ,୨୭ା୪: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ୍ ସହର ରବିବାର କରୋନା ମୁକ୍ତ ହୋଇଛି। କରୋନା ସଂକ୍ରମିତ କୌଣସି ହସ୍ପିଟାଲରେ ଚିକିତ୍ସିତ ହେଉ ନ ଥିବା ଜଣାପଡ଼ିଛି। କରୋନାର ପ୍ରକୋପ ବଢ଼ିବା ପରେ ଏଠାରେ ୭୬ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଥିଲା।…
ସ୍ବାସ୍ଥ୍ୟ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା
ନୂଆଦିଲ୍ଲୀ,୨୭ା୪(ପି.ଟି.): କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୂଦନଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରେ ଶେଷ ହେବାକୁ ଥିବାବେଳେ ଏହାକୁ ଆଉ ୩ ମାସ ବଢ଼ାଇ ଦିଆଯାଇଛି। ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳବଦଳ ଅନୁଯାୟୀ ୨୩ ବରିଷ୍ଠ…
ବିନା ପକ୍ଷପାତରେ ସହାୟତା ଦିଅ
ନାଗପୁର,୨୭ା୪(ପି.ଟି.): ଦେଶ କରୋନା ମହାମାରୀର ସମ୍ମୁଖୀନ ହୋଇଥିବାବେଳେ ପରିସ୍ଥିତିର ସୁଯୋଗ ନେବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରସ୍ବାର୍ଥ ବିରୋଧୀ ଶକ୍ତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ସତର୍କ କରାଇଦେଇଛନ୍ତି। କରୋନା ଏବଂ ଲକ୍ଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ…
୧୧୨ ଜିଲାରେ ସର୍ଭେ କରିବ ନୀତି ଆୟୋଗ
ନୂଆଦିଲ୍ଲୀ,୨୭ା୪: କୋଭିଡ୍-୧୯ର ମୁକାବିଲା ପାଇଁ ଭାରତରେ ଗରିବମାନେ ସୋସିଆଲ ଡିଷ୍ଟାନ୍ସିଂ କରୁଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଜିଲାରେ ନୀତି ଆୟୋଗ ସର୍ଭେ କରିବ। ପ୍ରତି ୨-୩ ସପ୍ତାହରେ ସର୍ବେକ୍ଷଣ କରାଯାଇ ସରକାରୀ କଳ…
ଜିଲାରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ: ୪ ମହିଳା, ଜଣେ ପୁରୁଷ; ୧୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ବାଲେଶ୍ୱର ଅଫିସ,୨୭ା୪ : ଜିଲାରେ ସୋମବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ଜଣେ ପୁରୁଷ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ…
Archives


