କରୋନା ଭାଇରସ୍‌

ଗରିବ ଦେଶରେ ୧୦୦ କୋଟିଙ୍କୁ କରୋନା ସଂକ୍ରମଣ ଆଶଙ୍କା,ମୃତକଙ୍କ ସଂଖ୍ୟା ଛୁଇଁବ ୩୦ ଲକ୍ଷ: ତାଲିକାରେ ପାକିସ୍ତାନ-ବାଂଲାଦେଶ-ମ୍ୟାନ୍‌ମାର୍‌

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ କରୋନା ମହାମାରୀ ଯୋଗୁ ପୃଥିବୀର ଗରିବ ଦେଶ ଅଧିକ ପ୍ରଭାବିତ ହେବେ। ଏସବୁ ଦେଶରେ…

ବିବାହ ବାର୍ଷିକୀରେ ପ୍ଲାଜମା ଦାନ କଲେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି

ନୂଆଦିଲ୍ଲୀ,୨୮।୪: ଏବେ କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ସାରା ବିଶ୍ୱ ଏକ ପ୍ରକାର ଅଦୃଶ୍ୟ ଯୁଦ୍ଧରେ ଲଢୁଥିବା ବେଳେ ବିଶେଷଜ୍ଞମାନେ ଏହାର ଚିକିତ୍ସା ଖୋଜି ଚାଲିଛନ୍ତି। ଏହାରି ଭିତରେ ଦିଲ୍ଲୀରେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ…

ଭୟ-ଆତଙ୍କ ସ୍ଥିତିରେ ‘ଆଶାର ଗୀତ’ ଗାଇ କରୋନା ସହିତ ଲଢ଼େଇ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଡାକ୍ତର: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସହିତ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ବି ଲୋକେ କରୋନ ସଂକ୍ରମଣ ନେଇ ଭୟଭୀତ ଏବଂ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କ ମଧ୍ୟରେ…

ଇଟାଲିରେ କରୋନା ମୁକାବିଲା: ୮୦୦୦ ମେୟର ଫେସ୍‌ବୁକ୍‌ ସହିତ ଡ୍ରୋନ୍‌ ଦ୍ୱାରା ଲୋକଙ୍କୁ କରୁଥିଲେ ସଚେତନ

ରୋମ୍‌,୨୮।୪: ଇଟାଲିରେ କରୋନା ସଂକ୍ରମଣ କମିବାରେ ଳାଗିଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଏବେ କେତେକାଶଂରେ ବି ଜାରି ରହିଛି। ଦିନେ କରୋନା ମହାମାରୀର ହଟ୍‌ସ୍ପଟ୍‌ ପାଲଟି ଥିବା ଇଟାଲିର ସ୍ଥିତି ସ୍ବାଭାବିକ ହେବାରେ ୮୦୦୦ ମେୟରଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ…

ପୋଲିସ, ଖବରଦାତାଙ୍କୁ ମାସ୍କ, ସାନିଟାଇଜର ପ୍ରଦାନ

ଓଡ଼ଗାଁ, ୨୮।୪(ସ୍ବ.ପ୍ର.): କରୋନା ମହାମାରୀ ପାଇଁ ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀ ଏବଂ ଖବରଦାତାଙ୍କୁ ଏକ ଏନ୍‌ଜିଓ ପକ୍ଷରୁ ମାସ୍କ, ସାନିଟାଇଜର ସହ ଗାମୁଛା ପ୍ରଦାନ କରାଯାଇଛି। ଗୁଜୁରାଟସ୍ଥିତ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି…

କରୋନା ମୁକାବିଲା ପାଇଁ ଆହ୍ବାନ: ଗଠନ ହେଲା ପଞ୍ଚାୟତସ୍ତରୀୟ, ଗ୍ରାମ୍ୟସ୍ତରୀୟ କମିଟି

ଆରଡି,୨୮ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର କରୋନା ମୁକାବିଲା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ସରପଞ୍ଚ ଅରବିନ୍ଦ ପାଢ଼ୀ ଏହି କର୍ମଶାଳାର ଅଧ୍ୟକ୍ଷତା କରିଥିବା ବେଳେ ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ…

କରୋନାର ଚକ୍ରବ୍ୟୁହରେ ଲାଲୁ !

ପାଟନା,୨୮।୪: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏବେ କରୋନା ଚକ୍ରବ୍ୟୁହରେ ଫଶି ଯାଇଛନ୍ତି। ଲାଲୁ ପ୍ରସାଦ ଏବେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଯେଉଁ ଡାକ୍ତର ଚିକିତ୍ସା କରୁଛନ୍ତି ଉକ୍ତ ଡାକ୍ତରଙ୍କ ଓ୍ବାର୍ଡରେ…

ରାଉରକେଲାର ସେକ୍ଟର-୧୮ ମାର୍କେଟ ସିଲ୍‌: କଣ୍ଟେନମେଣ୍ଟ, ବଫର ଜୋନରେ ୪ ପ୍ଲାଟୁନ ଫୋର୍ସ ମୁତୟନ

ରାଉରକେଲା ଅଫିସ,୨୮।୪: ସୁନ୍ଦରଗଡ଼ ଜିଲା ରାଉରକେଲା ନାଲା ରୋଡ଼ରୁ ମଙ୍ଗଳବାର ପୁଣି ଆଉ ୪କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସୁନ୍ଦରଗଡ଼ରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ…

ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର, ୨୮।୪(ବ୍ୟୁରୋ): କରୋନା ଭୂତାଣୁ ଯୋଗୁ ଦେଶରେ ଲକ୍‌ଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ତେବେ ପ୍ରବାସୀ ଓଡ଼ିଆ ଫେରିବା ପରେ ପ୍ରଥମେ କ୍ବାରାଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବା ବାଧ୍ୟତାମୂଳକ। ତେଣୁ କ୍ବାରାଣ୍ଟାଇନ ସେଣ୍ଟର କିମ୍ବା…

ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ଚିନ୍ତା ବଢି ଯାଇଛି। ଉକ୍ତ କର୍ମଚାରୀ ଜଣକ ଏପ୍ରିଲ ୧୬ରେ କୋର୍ଟ ଆସିଥିବା କୁହାଯାଉଛି। ତେଣୁ ଏହି କର୍ମଚାରୀଙ୍କ…

ଲକ୍‌ଡାଉନ୍‌ ଯୋଗୁ କମିଛି ଅପରାଧ,ଏପ୍ରିଲ୍‌ରେ ଇ-ଫାଇଲିଂ ଦ୍ୱାରା ଦାଏର ହୋଇଛି ୩୦୫ ମାମଲା: ସିଜେଆଇ ବୋବ୍‌ଡେ

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସ୍ଥିତିରେକ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହା ଦ୍ୱାରା ଆପରାଧୀକ ମାମଲା ଘଟିବା ମଧ୍ୟ କମ୍‌ ହୋଇଛି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି…

କରୋନା ଭୟ: ୧୨ ପ୍ରତିଶତ ଭାରତୀୟଙ୍କ ଆଖିକୁ ନାହିଁ ନିଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସାମାଜିକ ଦୂରତା, ମାସ୍କ୍‌ ବ୍ୟବହାର, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର ଆଦି ନେଇ ଲୋକଙ୍କ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ଭାରତରେ କରୋନା ଭୟ ଯୋଗୁ ୧୨ ପ୍ରତିଶତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri