CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ; ୧୬୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୪ା୫(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି। ଆକ୍ରାନ୍ତ ଜଣକ ସୁନ୍ଦରଗଡ଼ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ସୁସ୍ଥ ହେଲେ ୪ କରୋନା ସଂକ୍ରମିତ
ଭୁବନେଶ୍ୱର,୩।୫: ରାଜ୍ୟର ୪ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଥିବାବେଳେ ଜଣେ ବାଲେଶ୍ୱରର ରହିଛନ୍ତି। ଏହି ୪ ଜଣଙ୍କୁ…
ରେଡ୍ଜୋନ୍ରେ ବିଏମ୍ସି
ଭୁବନେଶ୍ୱର,୩।୫: କରୋନା ସଂକ୍ରମଣ ଆଧାରରେ ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେଶନ(ବିଏମ୍ସି)କୁ ରେଡ୍ଜୋନ୍ରେ ସ୍ଥାନୀତ କରାଯାଇଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାର କରୋନା ସଂକ୍ରମଣ ଅନୁସାରେ ବିଭିନ୍ନ ଜିଲାକୁ ରେଡ୍ଜୋନ୍, ଅରେଞ୍ଜଜୋନ୍…
କେରଳରୁ ଫେରିବାକୁ ଦିନ ଗଣୁଛନ୍ତି ୩୦ ଓଡ଼ିଆ
କେନ୍ଦୁଝର,୩ା୫(ସ୍ବ.ପ୍ର.)-କରୋନା ଲକ୍ଡାଉନ ଯୋଗୁ କେରଳରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଜନ୍ମ ସ୍ଥାନକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ଏନେଇ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ କେନ୍ଦୁଝର ଜିଲାପାଳଙ୍କୁ ଜଣାଇଛନ୍ତି। ଘରକୁ ଆସିବାକୁ ସେମାନେ ନାମ ପଞ୍ଜୀକରଣ ମଧ୍ୟ…
ଲକ୍ଡାଉନ୍ ସମୟରେ ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଦେଇ ପାରିବେନି ଯୋଗ
ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ତୃତୀୟ ଥର ପାଇଁ ଲକ୍ଡାଉନ୍ ଜାରି ହୋଇଛି। ଲକ୍ଡାଉନ୍ ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ କେତେକ…
ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୨ ପ୍ରତିଶତ: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୩।୫: ଦେଶର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି। ଏହା ପୃଥିବୀରେ ସବୁଠାରୁ କମ୍ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରବିବାର ସୂଚନା ଦେଇଛନ୍ତି। ଇତିମଧ୍ୟରେ ୧୦ ହଜାର ୮୮୭ ସଂକ୍ରମିତ…
ୟୁଏଇରୁ ଭାରତ ଫେରିବାକୁ ପଞ୍ଜିକରଣ କଲେ ଦେଢ଼ଲକ୍ଷରୁ ଅଧିକ ଭାରତୀୟ
ଆବୁଧାବି,୩।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ ୟୁଏଇରୁ ସ୍ବଦେଶ ଫେରିବାକୁ ଚାହୁଁଥିବା ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପଞ୍ଜିକରଣ କରିଛନ୍ତି। ଏନେଇ ୟୁଏଇରେ ଥିବା…
ଗୋଟିଏ ଦିନରେ ରୁଷ୍ରେ ୧୦ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ
ମସ୍କୋ,୩।୫: ରୁଷ୍ରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ଏଠାରେ ୧୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମସ୍କୋରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢୁଥିବା ଦେଖିବାକୁ ମିଳିଛି। ଚାଇନା, ଇଟାଲି, ଆମେରିକା ତୁଳନାରେ ରୁଷ୍ରେ କରୋନା…
୧୪୭ କେରଳ ଫେରନ୍ତାଙ୍କୁ ସ୍ବାଗତ କଲା ପ୍ରଶାସନ
ରାଜନଗର,୩ା୫(ଡି.ଏନ୍.ଏ.): କେରଳରେ ଫସିଥିବା ୧୪୭ ପ୍ରବାସୀ ଓଡ଼ିଆ ୪ଟି ବସ୍ରେ ଆସି ରବିବାର ଅପରାହ୍ନରେ ରାଜନଗରରେ ପହଞ୍ଚିଛନ୍ତି। ସେମାନେ ରାଜନଗର ବ୍ଲକ ମହିଷାସୁର ଯଜ୍ଞ ପଡ଼ିଆରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ସ୍ବାଗତ କରିଥିଲା। ଏଥିସହ ସାମାଜିକ ଦୂରତ୍ୱ ଭିତରେ ରାଜ୍ୟ ସରକାରଙ୍କ…
ସୁସ୍ଥ ହେଲା ପରେ ବି କରୋନା ପଜିଟିଭ୍ ରିପୋର୍ଟ ଆସୁଛି କିପରି
ଓ୍ବାଶିଂଟନ,୩।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଚିକିତ୍ସା ପରେ ବହୁ ସଂକ୍ରମିତ ସୁସ୍ଥ ହେଉଛନ୍ତି। ମାତ୍ର ସୁସ୍ଥ ହେଉଥିବା କିଛି ଲୋକଙ୍କ କରୋନା ସଂକ୍ରମଣ ରିପୋର୍ଟ…
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ, ସରକାରୀ ସହାୟତା ମନା
ଭୁବନେଶ୍ୱର,୩।୫(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ଚିନ୍ତା ବଢ଼ାଇଲେଣି ପ୍ରବାସୀ ଓଡ଼ିଆ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ଏବେ ରାଜ୍ୟକୁ ଫେରୁଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ…
ବିନା ପାସ୍ରେ ଓଡ଼ିଶାରେ ପ୍ରବେଶ ମନା, ଭୁଲ ରୁଟ୍ରେ ଗଲେ ସିଜ୍ ହେବ ବସ୍: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୩।୫(ବ୍ୟୁରୋ): ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ସୁରୁଖୁରୁରେ ଫେରାଇ ଆଣିବା ସହ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ପ୍ରବାସୀଙ୍କ ଫେରିବା ପାଇଁ ବସ୍ ଏବଂ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି।…
Archives


