ବିରାଟଙ୍କ ଫନି ଭିଡିଓ ଶେୟାର କଲେ ଅନୁଷ୍କା: ନାଗପୁର ପୋଲିସ ଦେଲା ଏଭଳି ଜବାବ
ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ଲକ୍ଡାଉନ ସମୟରେ ସୋସିଆଲ ମିଡିଆରେ ବହୁ ଆକ୍ଟିଭ ରହୁଛନ୍ତି। ପ୍ରାୟ ସମୟରେ ସେ କିଛି ନା କିଛି ମଜାଳିଆ ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ହେଲେ ଏହି ରେସ୍ରେ ବିରାଟ ମଧ୍ୟ ପଛରେ…
୨୪ଘଣ୍ଟାରେ ଲକ୍ଷେ ୧୫ ହଜାର ନମୁନା ପରୀକ୍ଷା: ଆଇସିଏମ୍ଆର୍
ନୂଆଦିଲ୍ଲୀ,୨୩।୫: ଭାରତରେ କରୋନା ମହାମାରୀ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଦେଶରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଲକ୍ଷେ ୧୫ ହଜାର ୩୬୪ ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଇଥିବା…
କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୫୩ ଲକ୍ଷ: ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୪୦ ହଜାର
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ୬ ହଜାର ୨୩୭ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୭…
ଦେଶରେ ଗୋଟିଏ ଦିନରେ ସର୍ବାଧିକ ୬,୬୫୪ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୨୩।୫: ଦେଶରେ ବେଳକୁ ବେଳ ଅଣାୟତ ହେଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୬୫୪ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୫,୧୦୧ରେ ପହଞ୍ଚିଛି। ସେହିପରି…
CORONAVIRUS UPDATE: ନବରଙ୍ଗପୁର, ଗଜପତି ଜିଲାକୁ ଛୁଇଁଲା କରୋନା
ଭୁବନେଶ୍ୱର, ୨୩।୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲାର ଜଣେ ଓ ଗଜପତି ଜିଲାର ୪ ଆକ୍ରାନ୍ତ ରହିଛନ୍ତି। ଏହା ସହିତ ଉଭୟ ନବରଙ୍ଗପୁର ଓ ଗଜପତି ଜିଲାକୁ ପ୍ରଥମ ଥର…
ସ୍ଥିତି ସୁଧୁରିବାକୁ ଲାଗିବ ବର୍ଷେରୁ ଅଧିକ
ନୂଆଦିଲ୍ଲୀ,୨୩।୫: କୋଭିଡ୍-୧୯ ଭୂତାଣୁକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍ଡାଉନ କରିଥିବା ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇ ପଡ଼ିଛି। ଏଥିଯୋଗୁ କମ୍ପାନୀଗୁଡିକର ରାଜସ୍ବରେ ୨୫%ରୁ ଊର୍ଦ୍ଧ୍ୱ ହ୍ରାସ ହୋଇଥିବା ଜଣାପଡିଛି। ବ୍ୟବସାୟୀଙ୍କୁ ସାମାନ୍ୟ ସ୍ଥିତିକୁ ଫେରିବା ଲାଗି ଗୋଟିଏ ବର୍ଷରୁ…
ଟ୍ରମ୍ପଙ୍କ ଶୋଚନୀୟ ପରାଜୟ ଘଟିବ
ଓ୍ବାଶିଂଟନ,୨୩ା୫: ଅଣାୟତ୍ତ କରୋନା ସଙ୍କଟ ଏବଂ ଅର୍ଥନୈତକ ଅବନତି ଯୋଗୁ ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଐତିହାସିକ ପରାଜୟ ଘଟିବ। ଆମେରିକାର ଏକ ନିର୍ବାଚନ ମଡେଲ ଏଭଳି ଆକଳନ କରିଛି। ବେରୋଜଗାରୀ, ବ୍ୟୟ ଯୋଗ୍ୟ…
CORONAVIRUS UPDATE: ୨୬ ଜିଲାକୁ ଛୁଇଁଲା କରୋନା
ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୬ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି ଦିନ ତଳେ ଏହି ତାଲିକାରେ ମାଲକାନଗିରି ଜିଲା ଯୋଡ଼ି ହୋଇଥିଲା। ଶନିବାର ଆଉ ୨ଟି…
ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି
ଓ୍ବାଶିଂଟନ/ମସ୍କୋ/ବ୍ରାଜିଲିଆ,୨୩ା୫: ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଦିନ ଗଡ଼ିବା ସହ ଲୋକଙ୍କ ଚିନ୍ତା ଏଥିଲାଗି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୨.୪୧ ଲକ୍ଷ ଅତିକ୍ରମ କରିସାରିଥିବା ବେଳେ…
କରୋନା ଆକ୍ରାନ୍ତରେ ଅର୍ଦ୍ଧଶତକ ଟପିଲା ପୁରୀ ଜିଲା
ପୁରୀ ଅଫିସ, ୧୩।୫: ପୁରୀ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ପୁଣି ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫଳରେ ଜିଲାରେ…
‘କରୋନା ପ୍ୟାକେଜ୍ ନିଷ୍ଠୁର ପରିହାସ’
ନୂଆଦିଲ୍ଲୀ,୨୩ା୫(ପି.ଟି.): ଦେଶରେ କୋଭିଡ୍-୧୯ ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଜୋର୍ଦାର ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା ଓ ଅର୍ଥମନ୍ତ୍ରୀ ୫ ଦିନ ଧରି ଏହାକୁ ଗଣମାଧ୍ୟମ ଆଗରେ ଉପସ୍ଥାପନ…
ପିିପିଇ ଅଭାବରୁ ଅସୁବିଧା ଭୋଗୁଛନ୍ତି ସ୍ବାସ୍ଥ୍ୟକର୍ମୀ
ନୂଆଦିଲ୍ଲୀ,୨୩।୫: କୋଭିଡ-୧୯ ମହାମାରୀ ଯୁଦ୍ଧରେ ସ୍ବାସ୍ଥ୍ୟକର୍ମୀମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାମ କରୁଛନ୍ତି। ସରକାରୀ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ବେସରକାରୀସ୍ତରରେ ହଜାର ହଜାର ସ୍ବାସ୍ଥ୍ୟକର୍ମୀ କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସେମାନେ କରୋନା ସଂକ୍ରମିତଙ୍କୁ ଚିକିତ୍ସା…
Archives


