ଦିଲ୍ଲୀ-ମସ୍କୋ ଏୟାର ଇଣ୍ଡିଆ ବିମାନ ପାଇଲଟ୍ କରୋନା ପଜିଟିଭ୍: ଉଡ଼ାଣ ବାତିଲ
ନୂଆଦିଲ୍ଲୀ,୩୦।୫: ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହି ବିମାନର ପାଇଲଟ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶନିବାର ସକାଳେ ରିପୋର୍ଟ ସମ୍ପର୍କରେ ଜଣାପଡ଼ିବା…
ଡବ୍ଲ୍ୟୁଏଚ୍ଓ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା
ଓ୍ବାଶିଂଟନ,୩୦।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଡବ୍ଲ୍ୟୁଏଚ୍ଓ ଚାଇନା ଦ୍ୱାରା ନିୟନ୍ତ୍ରିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହିତ ଚାଇନା ବିରୋଧରେ…
କରୋନା ଚିକିତ୍ସା: ପିପିଇ କିଟ୍-ମାସ୍କ୍ ପାଇଁ ନିଆଯାଉଛି ମୋଟ ହସ୍ପିଟାଲ ବିଲ୍ର ୫୦ ପ୍ରତିଶତ
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ନାନା ପ୍ରକାର ଅଭିଯୋଗ ଉଠିବାରେ ଲାଗିଛି। କେତେକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୋଟ ବିଲ୍ର ୫୦ ପ୍ରତିଶତ କେବଳ ପିପିଇ କିଟ୍ ଏବଂ ଏନ୍-୯୫ ମାସ୍କ୍ ଲାଗି ନିଆଯାଉଥିବା ଅଭିଯୋଗ…
ସୁନ୍ଦରଗଡ଼ରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା
ସୁନ୍ଦରଗଡ଼, ୩୦।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା ଅଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି। ତେବେ ଚିହ୍ନଟ…
ବରଗଡ଼ରେ ପୁଣି ୬ ନୂଆ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା
ବରଗଡ଼ ଅଫିସ, ୩୦।୫: ବରଗଡ଼ ଜିଲାରେ ଶନିବାର ୬ ନୂଆଁ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଭେଡେନ ବ୍ଲକ ଏବଂ ଅନ୍ୟ ୨ଜଣ ଭଟଲି ବ୍ଲକ ଅଞ୍ଚଳର ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର…
କରୋନା ଭାଇରସ: ବ୍ରାଜିଲରେ ୨୪ ଘଣ୍ଟାରେ ୨୫ ହଜାର ନୂଆ ସଂକ୍ରମିତ
ବ୍ରାସିଲିୟା,୩୦।୫: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଯେତେବେଳେ ବିଶ୍ୱକୁ ବ୍ୟାପିକା ଆରମ୍ଭ କରିଥିଲା ସେତେବେଳେ ବ୍ରାଜିଲରେ ହାତ ଗଣତି କେତୋଟି ଘଟଣା ଦେଖିବାକୁ ମିଳିଥିଲା। ହେଲେ ଏବେ ସେଠାରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
୩ ଗ୍ରାମକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲେ ସରପଞ୍ଚ
ବନ୍ତ,୩୦ା୫(ଡି.ଏନ୍.ଏ.): କରୋନା ଲକ୍ଡାଉନ୍ ପରିପେକ୍ଷୀରେ ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଢତୀରା ପଞ୍ଚାୟତର ଚାରିପୋଖରିଆ, ଷଠତୀରା, ଷେଣ୍ଢତୀରା ଗ୍ରାମ ସମେତ ଷେଣ୍ଢତୀରା ବଜାର ଅଞ୍ଚଳକୁ ସରପଞ୍ଚ ପ୍ରେମଲତା ପ୍ରଧାନ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟାରୁ ଜୁନ୍…
ଖୋର୍ଦ୍ଧାରୁ ନୂଆ ୧୬ ଆକ୍ରାନ୍ତ ଚିହ୍ନଟ: ଜିଲାର ମୋଟ ପଜିଟିଭ ସଂଖ୍ୟା ୧୩୮ ଛୁଇଁଲା
ଖୋର୍ଦ୍ଧା ଅଫିସ,୩୦।୫: ଖୋର୍ଦ୍ଧା ଜିଲାରୁ ଶନିବାର ଆଉ ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାର ମୋଟ ପଜିଟିଭଙ୍କ ସଂଖ୍ୟା ୧୩୮କୁ ବୃଦ୍ଧି ପାଇଛି। ତେବେ ସମସ୍ତ ନୂଆ ୧୬ ଆକ୍ରାନ୍ତ ଖୋର୍ଦ୍ଧା ସବ୍ଡିଭିଜନର ହୋଇଥିବା ବେଳେ…
ମହାରାଷ୍ଟ୍ରରେ ବଢିବ ଲକ୍ଡାଉନ ଅବଧି !
ମୁମ୍ବାଇ,୩୦।୫: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଉଦ୍ବେଗଜନକ ରହିଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାରୁ ଆଗକୁ ମୁମ୍ବାଇ ଓ ପୁନେ ଭଳି ହଟ୍ସ୍ପଟରେ ଲକ୍ଡାଉନ ଅବଧି ବୃଦ୍ଧି…
ଅହମ୍ମଦାବାଦରୁ ଫେରି ନାମ ପଞ୍ଜୀକରଣ ନ କରି ଲୁଚିଥିଲେ ଡିପିଏସ୍ ଅଧ୍ୟକ୍ଷଙ୍କ ପୁଅ: ଥାନାରେ ଅଭିଯୋଗ ପରେ ହସ୍ପିଟାଲରେ କଲେ ସ୍ବାସ୍ଥ୍ୟ ପରୀକ୍ଷା
ବଅଁରପାଳ,୩୦ା୫(ଡି.ଏନ୍.ଏ.): ନାଲ୍କୋ ଡିପିଏସ୍ ଅଧ୍ୟକ୍ଷ ଓ ତାଙ୍କ ପୁଅ କୋଭିଡ୍-୧୯ ପାଇଁ ଜାରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଅଧ୍ୟକ୍ଷ ବିକେ ମିଶ୍ରଙ୍କ ପୁଅ ଗତ ୨୫ ତାରିଖରୁ ଅହମ୍ମଦାବାଦରୁ ଅନୁଗୋଳ ଆସି ନାମ ପଞ୍ଜୀକରଣ କରି ନ ଥିବା…
ଖୁସି ଖବର: ୨୪ଘଣ୍ଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଦେଢ଼ଗୁଣା ସୁସ୍ଥ ହୋଇ ଫେରିଲେ ଘରକୁ
ନୂଆଦିଲ୍ଲୀ,୩୦।୫: ଭାରତରେ ପ୍ରତି ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବାରେ ଏକ ଖୁସି ଖବର ମିଳିଛି। ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଦେଢ଼ଗୁଣା…
ଆଉ ସପ୍ତାହକ ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବା ଆଶଙ୍କା
ନୂଆଦିଲ୍ଲୀ,୩୦।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୨୪ ଘଣ୍ଟାରେ ଏବେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୮ ହଜାରରୁ ଅଧିକ ହେବାରେ ଲାଗିଛି। ଶନିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା…
Archives


