ଦାଦନଙ୍କ ଉପରୁ ମାମଲା ହଟାଅ
ନୂଆଦିଲ୍ଲୀ,୧୦ା୬: ଦାଦନ ଶ୍ରମିକଙ୍କ ବିରୋଧରେ ଲକ୍ଡାଉନ୍ ଉଲ୍ଲଂଘନ ଅଭିଯୋଗରେ ଦାଏର ହୋଇଥିବା ମାମଲାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରନ୍ତୁ। ପୋଲିସ ସେମାନଙ୍କ ସହ ମାନବୀୟ ବ୍ୟବହାର କରୁ। ପ୍ରବାସୀମାନଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା…
ଜେଲରେ ବ୍ୟାପୁଛି କରୋନା
କଟକ ଅଫିସ,୧୦ା୬: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପିରିକି ଜେଲ୍ରେ ମଧ୍ୟ ସଂକ୍ରମଣ ବ୍ୟାପୁଛି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ୨ ଓ ରାଉରକେଲା ଉପ କାରାଗାରରେ ୬ ଜଣ ବିଚାରାଧୀନ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ…
ମହାମାରୀ ପରିଚାଳନା ସମ୍ବନ୍ଧିତ ଦସ୍ତାବିଜ ପ୍ରସ୍ତୁତ କରିବେ ସରକାର
ଭୁବନେଶ୍ୱର,୧୦।୬(ବ୍ୟୁରୋ): କରୋନା ପରିଚାଳନା ସମ୍ବନ୍ଧିତ ଦସ୍ତାବିଜ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ତ୍ରିପାଠୀ କହିଛନ୍ତି,…
ସଙ୍କଟରେ ଶତାଧିକ କରୋନା ଯୋଦ୍ଧା
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ କରୋନାକୁ ହଟାଇବା ପାଇଁ ଚାଲିଛି ଲମ୍ବା ଲଢ଼େଇ। ଏହି ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ପୋଲିସ, ଯବାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ। ସବୁକିଛି ଭୁଲି ସେମାନେ ରାଜ୍ୟ ତଥା ରାଜ୍ୟବାସୀଙ୍କୁ କରୋନା…
ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କୁ କରୋନା
ଭୁବନେଶ୍ୱର,୯।୬(ବ୍ୟୁରୋ): ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ସିନିୟର ରେସିଡେଣ୍ଟ ଡାକ୍ତର ରହିଛନ୍ତି। ତେବେ ସେମାନେ ଏକାଠି ରହୁଥିବା ନେଇ ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ମଙ୍ଗଳବାର ସୂଚନା ଦେଇଛନ୍ତି। ୩ ସିନିୟର…
ପଶ୍ଚିମବଙ୍ଗରେ ସିବିଆଇ ଅଧିକାରୀ କରୋନା ପଜିଟିଭ୍
କୋଲକାତା,୯।୬: ପଶ୍ଚିମବଙ୍ଗ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ)ର ଜଣେ ଅଧିକାରୀଙ୍କ କରୋନା ରିପୋର୍ଟ ମଙ୍ଗଳବାର ପଜିଟିଭ୍ ଆସିଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଏବେ…
ବିଏମ୍ସିର ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ
ମୁମ୍ବାଇ,୯।୬: ମୁମ୍ବାଇରେ କରୋନା ଭାଇରସ୍ ସଂକ୍ରମଣରେ ପୀଡ଼ିତ ହୋଇ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍ସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତ ଅଧିକାରୀ ଜଣକ ହେଲେ ୫୪ବର୍ଷୀୟ ଶିରିଷ ଦିକ୍ଷିତ। ସୂଚନାଯୋଗ୍ୟ, ଶିରିଷଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେଇ…
ଲକ୍ଡାଉନ କଟକଣାକୁ କୋହଳ କଲା ମୁମ୍ବାଇ ବିଏମ୍ସି
ମୁମ୍ବାଇ,୯।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍ଡାଉନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘ ଅଢ଼େଇ ମାସ ପରେ ଲକ୍ଡାଉନ…
ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ
ଜଇପୁର,୯।୬: ରାଜସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ସେଠାରେ ଗୋଟିଏ ପରିବାରର ୨୬ ଜଣ ସଦସ୍ୟ କରୋନାରେ ପୀଡ଼ିତ ହେବା ଘଯଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଜଇପୁରର ସିଏମ୍ଏଚ୍ଓ ଡାକ୍ତର ନରୋତ୍ତମ ଶର୍ମା କହିଛନ୍ତି,…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୦ ଆକ୍ରାନ୍ତ
ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୨୨ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ା ୨୧, ଯାଜପୁର ୧୧, ଖୋର୍ଦ୍ଧା ୧୧, ଜଗତ୍ସିଂହପୁର ୧୧,…
ସିଲାବସ୍-ପାଠପଢ଼ା ସମୟ କମ୍ କରାଯିବା ପ୍ରସ୍ତାବ: ମାନବ ସମ୍ବଳ ବିଭାଗ ଖୁବ୍ ଶୀଘ୍ର ନେଇପାରେ ନିଷ୍ପତ୍ତି
ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଫଳରେ ସ୍କୁଲ, କଲେଜ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜରେ ସିଲାବସ୍ ଏବଂ ପାଠପଢ଼ା ସମୟ କମ୍ କରିବାକୁ ଯୋଜନା କରାଯାଉଛି। ଏନେଇ ମାନବସମ୍ବଳ ବିକାଶ ମନ୍ତ୍ରୀ…
ଚାଇନାରେ ଅଗଷ୍ଟରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ: ହାର୍ବାର୍ଡ ଗବେଷଣା ରିପୋର୍ଟ
ଲଣ୍ଡନ,୯।୬: ଚାଇନାରେ କରୋନା ସଂକ୍ରମଣ କେବେ ଆରମ୍ଭ ହୋଇଥିଲା ସେନେଇ ଲଣ୍ଡନର ହାର୍ବାର୍ଡ ମେଡ଼ିକାଲ ସ୍କୁଲ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ପ୍ରକୃତରେ ୨୦୧୯ ଅଗଷ୍ଟ ମାସରେ ଚାଇନାର ଉହାନରେ କରୋନା ସଂକ୍ରମଣ…
Archives


