୨ ମହିଳା ଡାକ୍ତର କରୋନା ପଜିଟିଭ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍ଡାଉନ ଘୋଷଣା
ଭବାନୀପାଟଣା/କେସିଙ୍ଗା, ୧୩।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର ରହିଛନ୍ତି। ତେବେ ଏହି ୨ ଡାକ୍ତର ନର୍ଲାରେ ଚିହ୍ନଟ ହୋଇଥିବା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ…
ପ୍ରଥମ ଥର ପାଇଁ କାମାକ୍ଷାରେ ହେବନି ଆମ୍ବୁବାଚି ମେଳା
ଗୁଆହାଟୀ, ୧୩।୬: ଭାରତରେ କରୋନା ମହାମାରୀ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇପଡ଼ିଛି। ଏପରିସ୍ଥଳେ ବହୁ ଧର୍ମସ୍ଥଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି। ଚଳିତ ବର୍ଷ ଆସାମର ଶକ୍ତିପୀଠ କାମାକ୍ଷା ମନ୍ଦିରରେ…
CORONAVIRUS UPDATE: ଦିନକରେ ଚିହ୍ନଟ ହେଲେ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୭୨୩
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨୫ ଜଣଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ
ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮ ହଜାର ୮୯୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୫୪ ହଜାର ୩୩୦…
ଶଟ୍ଡାଉନ୍ରେ ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ
ଗଞ୍ଜାମ,୧୩।୬(ଡି.ଏନ୍.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ଯାଏ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ କିଛି ଦିନ ହେବ ଆରମ୍ଭ ହୋଇଛି l ବୁଧ, ଗୁରୁ ଓ ଶୁକ୍ରବାର ୩ଦିନ ଧରି ପ୍ରଶାସନ ପକ୍ଷରୁ…
୧୬, ୧୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା
ନୂଆଦିଲ୍ଲୀ, ୧୩ା୬: ଭାରତରେ ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ବିଶ୍ୱରେ ବ୍ରିଟେନକୁ ଟପି ଚଚୁର୍ଥ ସ୍ଥାନରେ ପହଞ୍ଚିଥିବା ଭାରତରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ସ୍ଥିତି ସୁଧାରିବା ଲାଗି ପ୍ରୟାସ ଜାରି ରହିଥିବା ବେଳେ ଆଗାମୀ ୧୬…
ପୁଣି ରିଲିଜ ହେବ ‘ଗୁଡ୍ ନ୍ୟୁଜ୍’ ଓ ‘ଡ୍ରିମ୍ ଗର୍ଲ’
ମୁମ୍ବାଇ: ବଲିଉଡ୍ର ଖିଲାଡି ବୟ ଅକ୍ଷୟ କୁମାର ଏବଂ ଆୟୁଷ୍ମାନ ଖୁରାନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କଥା କ’ଣ କି, ଅକ୍ଷୟ କୁମାର ଏବଂ ତାଙ୍କ ସାଥୀ କଳାକାର କରୀନା କପୁର, ଦିଲଜିତ ଦୋସାଞ୍ଜ ଏବଂ କିଆରା ଆଡଭାଣୀଙ୍କ କମେଡି…
ପୋଷ୍ଟ ଅଫିସରେ ବିକ୍ରିହେବ ହ୍ୟାଣ୍ଡ ସାନିଟାଇଜର
ଲକ୍ଷ୍ନୌ: ମହାମାରୀ କରୋନା ଆତଙ୍କ ସୃଷ୍ଟିକରିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ କରୋନାଠାରୁ ଦୂରେଇ ରଖିବା ଲାଗି ଆବଶ୍ୟକ ହେଉଥିବା ଜିନିଷ ଯୋଗାଇଦେବା ଏବେ ପ୍ରଧାନ କର୍ତ୍ତବ୍ୟ ହୋଇଛି। ଏହାକୁ ଗୁରୁତ୍ୱଦେଇ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ଏକ ନୂତନ…
କରୋନା ମଲ୍
ବାରାଣସୀ: ପିଲାଙ୍କ ଲାଗି ଫ୍ୟାନି୍ସ କଲର ମାସ୍କ, ବିଭିନ୍ନ ଡିଜାଇନ୍ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ସାବୁନ, ଗାମୁଛା ଓ ଭିନ୍ନ ଧରଣର ଫେସ୍ କଭର ଆଦି ସମସ୍ତ କରୋନା ସମ୍ପର୍କିତ ଜିନିଷ ଗୋଟିଏ ଛାତ ତଳେ ମିଳୁଛି। ଏଠାକୁ ଲୋକଙ୍କ…
କରୋନା ନେଲା କିସିଂ ବାବାଙ୍କ ଜୀବନ
ଭୋପାଳ/ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନାର ତାଣ୍ଡବ ଜାରି ରହିଥିବା ବେଳେ କିସିଂ ବାବା ଭାବେ ଜଣାଶୁଣା ମଧ୍ୟପ୍ରଦେଶର ଆସ୍ଲାମର ଆତ୍ମଘୋଷିତ ଭଗବାନ ଭୂତାଣୁ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଲୋକମାନଙ୍କ ହାତକୁ କିସ୍କରି ସେ କରୋନା ରୋଗୀଙ୍କୁ ଭଲ କରିଆସୁଥିବା ଦାବି…
ଦେଶରେ ସ୍ଥିତି ଅସମ୍ଭାଳ
ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନା ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କରୁଛି। ବିଶ୍ୱ ସହ ତାଳଦେଇ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୩,୦୧,୫୭୯ରେ ପହଞ୍ଚିଥିବା ବେଳେ ୮,୫୫୩ ଜଣ…
ହାଇବ୍ରିଡ୍ ହେବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୧୩ା୬ : ଏଥର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ହାଇବ୍ରିଡ୍ ହୋଇପାରେ। ଅର୍ଥାତ୍ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ସଦସ୍ୟଙ୍କ ଉପସ୍ଥିତି ବ୍ୟକ୍ତିଗତ ଏବଂ ଭର୍ଚୁଆଲ (ଭିଡିଓ କନ୍ଫରେନ୍ସ ଜରିଆରେ) ହୋଇପାରେ। କାରଣ କରୋନା ଭାଇରସ୍ ସଂକ୍ରମଣ ଦୃଷ୍ଟିରୁ ସାମାଜିକ…
Archives


