ରକ୍ତଦାନ ଦ୍ୱାରା କରୋନା ସଂକ୍ରମଣ ବ୍ୟାପି ନ ଥାଏ
ନୂଆଦିଲ୍ଲୀ, ୧୯।୬- ମହାମାରୀ କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଏବେ ରକ୍ତ ଯୋଗାଣ ଉପରେ ପଡ଼ିଛି। ପୁରା ବିଶ୍ୱରେ ବର୍ତ୍ତମାନ ରକ୍ତ ଯୋଗାଣ ଗୁରୁତର ଭାବେ ହ୍ରାସ ପାଇଛି। କରୋନା ଭାଇରସ…
ଖୁସି ଖବର: ଆମେରିକାରେ କମିଲା କରୋନା ମୃତ୍ୟୁ ସଂଖ୍ୟା
ଓ୍ବାଶିଂଟନ,୧୯।୬: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ, ଆମେରିକା ଓ ଭାରତର ସ୍ଥିତି ଉଦ୍ବେଗଜନକ ରହିଛି। ପ୍ରତିଦିନ ସଂକ୍ରମିତଙ୍କ ତାଲିକାରେ ଭାରତ ୩ ନମ୍ବରରେ ଥିବା ବେଳେ ପାକିସ୍ତାନ ବି ଏଥିରେ ସାମିଲ ହୋଇସାରିଛି। ଗୁରୁବାର ସାରା ବିଶ୍ୱରେ ୧ଲକ୍ଷ ୪୦ ହଜାରରୁ…
ରାଜଧାନୀରେ ବନ୍ଦ ହେବ ହୋମ ଆଇସୋଲେଶନ: କରୋନା ପୀଡ଼ିତ ଯିବେ କ୍ୱାରାଣ୍ଟାଇନ ସେଣ୍ଟର
ନୂଆଦିଲ୍ଲୀ,୧୯।୬: ଦେଶରେ ବେଳକୁ ବେଳ କରୋନା ପୀଡ଼ିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଅସମ୍ଭାଳ ହୋଇ ପଡିଲାଣି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବେ ଦିଲ୍ଲୀ ସରକାରଙ୍କୁ ହୋମ ଆଇସୋଲେଶନ ବନ୍ଦ…
୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦,୩୮୬
ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ହେଲେ ଆଉ ଏକ ଖୁସି ଖବର ହେଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୩୮୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ନେଇ ଏବେ ଦେଶରେ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ; ୩୨୦୦ ଛୁଇଁଲା ମୋଟ ଆରୋଗ୍ୟ ସଂଖ୍ୟା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି। ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ…
ନିଜକୁ କରୋନା ପଜିଟିଭ୍ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ
ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍ ବାହାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସରକାର କରୋନାକୁ ନେଇ ସଚେତନ କରୁଥିବା…
ପ୍ଲାଜମା ଥେରାପି ପାଇଁ ମାକ୍ସ ହସ୍ପିଟାଲ ସ୍ଥାନାନ୍ତର ହେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୯।୬: ବେଳକୁ ବେଳ ଖରାପ ହେବାରେ ଲାଗିଛି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା। ଶୁକ୍ରବାର ସେ ଅକ୍ସିଜେନ ସପୋର୍ଟରେ ଥିବା ବେଳେ ଏବେ ତାଙ୍କର ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବ ବୋଲି ଜଣାପଡିଛି। ଏଥିପାଇଁ ତାଙ୍କୁ ଦିଲ୍ଲୀର ସକେତ…
ଭେଣ୍ଟିଲେଟରରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର
ନୂଆଦିଲ୍ଲୀ,୧୯।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ପୁଣି ବିଗିଡ଼ିଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨ ଦିନ ପୂର୍ବରୁ ସତ୍ୟେନ୍ଦ୍ରଙ୍କ କରୋନା ପଜିଟିଭ୍ ବାହାରିଥିଲା। ଦିଲ୍ଲୀ ରାଜୀବ ଗାନ୍ଧୀ ହସ୍ପିଟାଲରେ…
ଭୁବନେଶ୍ୱରରେ ଥମୁନି କରୋନା ଆକ୍ରାନ୍ତ ସଂଖ୍ୟା: ପୁଣି ଚିହ୍ନଟ ହେଲେ ୭ ସଂକ୍ରମିତ; ଅଛନ୍ତି ରେଳ ବିଭାଗ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୁଣି ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁୁ ୪ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୩ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୫କୁ ବୃଦ୍ଧି ପାଇଛି। ସେଥିରୁ…
ପୁରୀରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧
ପୁରୀ ଅଫିସ, ୧୯।୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୨୧୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୦୮ ଜଣ ସୁସ୍ଥ ହୋଇଥିଲା ବେଳେ ୧୦୩ଜଣ…
ପଶ୍ଚିମବଙ୍ଗରୁ ଫେରିଥିବା ୧୧ ପୁନରୁଦ୍ଧାରକାରୀ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ’ ମୁକାବିଲା ସାରି ଫେରିଥିବା ୧୧ ପୁନରୁଦ୍ଧାରକାରୀ ରହିଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…
CORONAVIRUS UPDATE: ରାଜ୍ୟରେ ପୁଣି ୧୬୫ ପଜିଟିଭ୍; ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଲା
ଭୁବନେଶ୍ୱର,୧୯ା୬(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୧୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ…
Archives


