ରାଜ୍ୟରେ ସୁସ୍ଥ ହେଲେ ୧୮୧୦ ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୭।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ପୁଣି ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୦୦ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬, ଢେଙ୍କାନାଳରୁ ୧୧୬, ସୁନ୍ଦରଗଡରୁ ୧୦୬, ସମ୍ବଲପୁରରୁ ୬୨, ରାୟଗଡା ୫୫, କେନ୍ଦୁଝରରୁ ୩୭,…
ମୁମ୍ବାଇ ଗଲେ ରହିବାକୁ ପଡିବ ୧୪ ଦିନ ଆଇସୋଲେଶନରେ
ମୁମ୍ବାଇ,୭।୮: କରୋନା ଭାଇରସର ସଂକ୍ରଣକୁ ଦେଖି ବ୍ରିହାନମୁମ୍ବାଇ ମହାନଗର ନିଗମ ବଡ ନିଷ୍ପତ୍ତି ନେଇଛି। ଏଥର ଯେଉଁମାନେ ବାହାରୁ ମୁମ୍ବାଇ ଯାତ୍ରା କରିବେ ସେମାନଙ୍କ ପାଇଁ ହୋମ ଆଇସୋଲେଶନ ଓ କ୍ୱାରାଣ୍ଟାଇନ ନିୟମରେ ପରିବର୍ତ୍ତନ କରାଯାଇଛି। ମହାନଗର ନିଗମ ପକ୍ଷରୁ କୁହାଯାଇଛି…
ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ନେବ ୩ ଲକ୍ଷ ଲୋକଙ୍କ ଜୀବନ
ଓ୍ବାଶିଂଟନ,୭।୮: ଆମେରିକାରେ କରୋନା ସଂକ୍ରମଣ ଏବେବି କମିବାର ନାଁ ନେଉନି। ଦିନକୁ ଦିନ ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏବେସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ ପାଖାପାଖି ୧ ଲକ୍ଷ ୬୦ ହଜାରରେ ପହଞ୍ଚି ସାରିଲାଣି। ଏହାକୁ ନଜରରେ ରଖି ୟୁନିଭର୍ସିଟି…
କଟକରୁ ଆଉ ୮୧ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୭।୮-କଟକ ସହରରୁ ଶୁକ୍ରବାର ପୁଣି ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ ୩୮ଜଣ ରହିଛନ୍ତି। ସେହିପରି କ୍ୱାରାଣ୍ଟାଇନରୁ ୩୧ ଜଣ ଏବଂ ୧୨ ଲୋକାଲ କଣ୍ଟାକ୍ଟ କେସ…
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ କରୋନା ଭ୍ୟାକ୍ସିନ
ମସ୍କୋ,୭।୮: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କାମରେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଲାଗି ପଡିଛନ୍ତି। ରୁଷିଆ ଏବେ ଦାବି କରିଛି କି ଅଗଷ୍ଟ ୧୨ ସୁଦ୍ଧା…
ଡରାଇଲାଣି ଭଦ୍ରକ: ବଢ଼ୁଛି ସ୍ଥାନୀୟ ସଂକ୍ରମଣ ସଂଖ୍ୟା
ଭଦ୍ରକ ଅଫିସ,୭।୮: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୮୫୫କୁ ବୃଦ୍ଧି ପାଇଛି। ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୦…
ତାରାତାରିଣୀ କଲେଜରେ ୩ କର୍ମଚାରୀଙ୍କୁ କରୋନା: ବନ୍ଦ ହେଲା କ୍ୟାମ୍ପସ
ପୁରୁଷୋତ୍ତମପୁର,୭।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶ (ବ୍ରହ୍ମପୁର)ଙ୍କୁ ଜଣାଇ ଥିଲେ। ତାଙ୍କ ପରାମର୍ଶ କ୍ରମେ କଲେଜ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରୂପେ…
ଆଜି ଆଉ ୧୨ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର,୭ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ରୁ ୩…
CORONAVIRUS UPDATE: ରାଜ୍ୟରେ ୪୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ସର୍ବାଧିକ ୧୮୩୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୭ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୧୧୮…
ଆସିକା ସବ୍ଜେଲର ୩ କର୍ମଚାରୀଙ୍କୁ କରୋନା
ଆସିକା,୬ା୮(ଡି.ଏନ୍.ଏ.)- ଆସିକା ବ୍ଲକ୍, ତହସିଲ୍, ଥାନା, ଡାକ୍ତରଖାନାରୁ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏବେ ସବ୍ଜେଲରେ ପହଞ୍ଚତ୍ଛି ସଂକ୍ରମଣ। ଆସିକା ସବ୍ଜେଲରେ ମଙ୍ଗଳବାର କର୍ମଚାରୀଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିଲା। ଗୁରୁବାର ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ପୁଣି ୧୬…
ସୁସ୍ଥ ହେଲେ ୧୧୫୦ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର, ୬।୮(ବ୍ୟୁରୋ): ମହାକାରୀ କରୋନାରୁ ଗୁରୁବାର ୧୧୫୦ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୬,୮୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି।…
ଡରାଇଚାଲିଛି କରୋନା: ଭୁବନେଶ୍ୱରରୁ ପୁଣି ୧୧୮ ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁଠୁ କେତେ…
ଭୁବନେଶ୍ୱର, ୬।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରୁ ଗୁରୁବାର ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଲୋକାଲ କେସ୍ ରହିଛି। ଏ ନେଇ ବିଏମ୍ସି ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି।…
Archives


