ଡିସେମ୍ବର ସୁଦ୍ଧା ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିବ!
ଓ୍ବାଶିଂଟନ,୨୯।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରିଥିବା ବେଳେ ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏହା କବଳରେ ପଡି ଏକ ପ୍ରକାର ଛଟପଟ ହେଉଛି କହିଲେ ଚଳେ। ଦିନକୁ ଦିନ ସେଠାରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା…
କରୋନା କବଳରେ ନେତାମନ୍ତ୍ରୀ: ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ପଜିଟିଭ
ଲକ୍ଷ୍ନୌ,୨୯।୮: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ବର୍ତ୍ତମାନ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ସେଲିବ୍ରିଟି ରହିଛନ୍ତି। ଇତିମଧ୍ୟରେ ଯୋଗୀ ସରକାରଙ୍କ ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…
ପ୍ଲାଜମା ଡୋନର୍ସ ହେବେ ସମ୍ମାନିତ: ପରିବାରବର୍ଗଙ୍କୁ ମିଳିବ ସ୍ବାସ୍ଥ୍ୟ ସୁବିଧା
ପଣଜି,୨୯।୮: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଭ୍ୟାକ୍ସିନ ବାହାରି ନ ଥିବା ବେଳେ ପ୍ଲାଜମା ଚିକିତ୍ସା ରୋଗୀଙ୍କ ପାଇଁ ଏକ ବରଦାନ ପାଲଟିଛି। ତେବେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନିଜର ପ୍ଲାଜମା…
ଖୁସି ଖବର: ଦେଶରେ କମୁଛି ସଂକ୍ରମଣ ହାର, ଏସବୁ ୭ ରାଜ୍ୟରେ ଏବେ ବି ସ୍ଥିତି ଅସମ୍ଭାଳ
ନୂଆଦିଲ୍ଲୀ, ୨୯।୮: ଦେଶରେ କରୋନା ସଂକ୍ରମଣ ହାର ଗତ ୧୩ ଦିନ ମଧ୍ୟରେ କମିବାରେ ଲାଗିଛି। ଅଗଷ୍ଟ ୧୪ରୁ ୨୭ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହାର ୭.୮୭ ପ୍ରତିଶତ ରହିଛି। ଜୁଲାଇ ୧୫ରୁ ୨୮ ମଧ୍ୟରେ ସଂକ୍ରମଣ ହାର ୧୧.୨୩…
ସିବିଆଇ ସହ ସମନ୍ବୟ ରକ୍ଷା ପାଇଁ ନିଯୁକ୍ତ ହୋଇଥିବା ଡିସିପି କରୋନା ପଜିଟିଭ
ମୁମ୍ବାଇ,୨୯।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ ହାତରେ। ଏହି ମାମଲାରେ ସିବିଆଇ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଚଳାଇଛି। ଇତିମଧ୍ୟରେ ସିବିଆଇ ସହ ସମନ୍ବୟ ରକ୍ଷା କରିବା ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ନିଯୁକ୍ତ…
ବରଗଡ଼ରୁ ଆଉ ୧୪୬ ପଜିଟିଭ ଚିହ୍ନଟ: ୨ ବ୍ୟାଙ୍କ ୭୨ଘଣ୍ଟା ଶଟ୍ଡାଉନ
ବରଗଡ଼ ଅଫିସ,୨୯।୮: ବରଗଡ଼ ଜିଲାରୁ ଶନିବାର ୧୪୬ ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ(ୟୁଜିବି), ବରଗଡ଼ ଶାଖା ଏବଂ ଷ୍ଟେଟ ବ୍ୟାଙ୍କ, ଆଗଲପୁର ଶାଖାର କର୍ମଚାରୀ ଥିବା ଯୋଗୁ ଏହି…
ଦେଶରେ ରେକର୍ଡ କରୁଛି କରୋନା: ଗତ ୨୪ଘଣ୍ଟାରେ ୭୬,୪୭୨ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ଦିନ ହେଲା ଦେଶରେ ୭୬ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ…
CORONAVIRUS UPDATE: ୩୦ ଜିଲାରୁ ପୁଣି ୩୨୫୨ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରେ ଗୋଟିଏ ଦିନରେ ୭ଶହ ଟପିଲା
ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ ଶନିବାର ୩୦ ଜିଲାରୁ ପୁଣି ୩୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
ରାୟଗଡ଼ା ଜିଲାର ୨ ଜେଲରୁ ୨୧୮ କରୋନା ପଜିଟିଭ
ରାୟଗଡ଼ା ଅଫିସ/ ଗୁଣପୁର,୨୯ା୮(ଡି.ଏନ୍.ଏ.): ରାୟଗଡ଼ା ସମଗ୍ର ରାଜ୍ୟରେ ଶେଷ ଜିଲାଭାବେ ଜୁନ୍ ୩ରେ କରୋନା ତାଲିକାରେ ସାମିଲ ହୋଇଥିଲା। ପ୍ରଥମେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ ସଂକ୍ରମିତ ହୋଇଥିଲେ। ତେବେ ତିନି ମାସ ମଧ୍ୟରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୨୧୫ରେ ପହଞ୍ଚିଛି।…
ଭସାଣ ଉତ୍ସବ ମନା, କେବଳ ବିସର୍ଜନ
କଟକ ଅଫିସ,୨୯ା୮: କରୋନା କଟକଣା ଭିତରେ ଛନ୍ଦି ହୋଇପଡ଼ିଛି ପାର୍ବଣର ସହର କଟକ ଦଶହରା। ପ୍ରଥମଥର ପାଇଁ ରୌପ୍ୟନଗରୀର ପୂଜା ମଣ୍ଡପରେ ଚାନ୍ଦିମେଢ଼ ଦେଖିବାକୁ ମିଳିବ ନାହିଁ କି ମା’ଙ୍କ ମଥାରେ ସୁନା ମୁକୁଟ ଝଲସିବ ନାହିଁ। ବିନା ଆଡ଼ମ୍ବରରେ ମା’ଙ୍କ…
ଏମ୍ପିଙ୍କର ହେବ କୋଭିଡ୍ ପରୀକ୍ଷା
ନୂଆଦିଲ୍ଲୀ, ୨୯।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅନୂ୍ୟନ ୭୨ ଘଣ୍ଟା ପୂର୍ବରୁ ଏମ୍ପିମାନେ ନିଜର କୋଭିଡ୍ ପରୀକ୍ଷା କରାଇନେବାକୁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କହିଛନ୍ତି। ମୌସୁମୀ ଅଧିବେଶନ ସେପ୍ଟେମ୍ବର…
ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ
ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ସ୍ଥଗିତ ରଖିବା ପାଇଁ କୋଭିଡ୍-୧୯ କାରଣ ହୋଇ ନ ପାରେ ବୋଲି ଖଣ୍ଡପୀଠ…
Archives


