କରୋନା ଭାଇରସ୍‌

ଦୈନିକ ସଂକ୍ରମଣ ଦେଶରେ ୩୦ ହଜାର ତଳେ…

ନୂଆଦିଲ୍ଲୀ,୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ…

କରୋନାରେ ମୃତ୍ୟୁ ହୋଇଥିଲେ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ

ନୂଆଦିଲ୍ଲୀ,୧୨ ।୯: କରୋନାରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ । ଅର୍ଥାତ୍ କରୋନାରେ ମୃତ୍ୟୁ ବୋଲି ଲେଖାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପ୍ରତି ରାଜ୍ୟକୁ…

ଦୈନିକ ସଂକ୍ରମଣ ଦେଶରେ ୩୩ ହଜାର ଉପରେ, କେରଳରେ ୨୫ ହଜାର…

ନୂଆଦିଲ୍ଲୀ,୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ତେବେ ତୃତୀୟ ଲହର ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଏବଂ ମହାରାଷ୍ଟ୍ରର ନାଗପୁରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ଚିନ୍ତା ବଢୁିଛି। କେରଳରେ…

କରୋନା ସ୍ଥିତି, ଟିକାକରଣକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୧୦ ।୯: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରକୁ ନେଇ ବେଳକୁ ବେଳ ଆଶଙ୍କା ବଢିବାରେ ଲାଗିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ସ୍ଥିତି ଓ ଟିକାକରଣକୁ ନେଇ ଏକ…

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ଆଜି ରାଜ୍ୟରୁ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ୧୧୯ ଶିଶୁ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୭୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୫,୦୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୩୫ ଜଣ ଚିହ୍ନଟ…

ଅପେକ୍ଷାର ହେବ ଅନ୍ତ: ଦେଶକୁ ମିଳିବ ଗୋଟିଏ ଡୋଜ ବାଲା ଟିକା!

ନୂଆଦିଲ୍ଲୀ,୧୦ ।୯: କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ ସମସ୍ତେ ଗୋଟିଏ ଡୋଜ୍ ବାଲା ଭ୍ୟାକ୍ସିନକୁ ଅପେକ୍ଷା ରଖିଛନ୍ତି । ହେଲେ ଖୁବଶୀଘ୍ର ଏହାର ଅନ୍ତ ଘଟିବ ବୋଲି ଜଣାପଡିଛି । ଆସନ୍ତା ମାସରେ ଦେଶରେ ଏହା ଉପଲବ୍ଧ ହେବ ବୋଲି…

କରୋନା ଟିକା ନ ନେଲେ ହରାଇବାକୁ ପଡିବ ଚାକିରି

ଓଟାୱା,୯ ।୯: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏୟାର ଲାଇନ୍ସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । କମ୍ପାନୀ କହିଛି ଯେଉଁ କର୍ମଚାରୀମାନେ ଏପର୍ଯ୍ୟନ୍ତ କରୋନା ଟିକା ନେଇ ନାହାନ୍ତି ସେମାନଙ୍କୁ ଚାକିରି ହରାଇବାକୁ ପଡିପାରେ । କିମ୍ବା ବିନା ଦରମାରେ…

କରୋନା ରୋଗୀଙ୍କ ହସ୍ପିଟାଲ ବିଲ୍ ଦେଢ କୋଟି ଟଙ୍କା!

ନୂଆଦିଲ୍ଲୀ,୯ ।୯: ରାଜଧାନୀ ଦିଲ୍ଲୀରେ ପ୍ରାଇଭେଟ ହସ୍ପିଟାଲଙ୍କ ମନମାନି ପୁଣିଥରେ ସାମ୍ନାକୁ ଆସିଛି । ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜଣେ କରୋନା ରୋଗୀଙ୍କ ଚିକିତ୍ସା ବିଲ ୧ କୋଟି ୬୦ ଲକ୍ଷ ହୋଇଥିବା ଜଣାପଡିଛି । ଏହି…

ଏମ୍ସରେ ଖୁବଶୀଘ୍ର ଆରମ୍ଭ ହେବ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ,୯ ।୯: କରୋନା ମହାମାରୀର ତୃତୀୟ ଲହରକୁ ଦେଖି ଏବେ ସମସ୍ତେ ଭୟଭୀତ । କେଉଁଠି କେଉଁଠି ତୃତୀୟ ଲହର ଆସିଯାଇଥିବା କୁହାଯାଉଥିବା ବେଳେ ଏହା ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଥିବା କୁହାଯାଉଛି । ତେବେ କରୋନାକୁ ଦୂରେଇବା ପାଇଁ…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଏବଂ…

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୮।୯: କରୋନା ମହାମାରୀରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତିି ଗ୍ରହଣ କରିବେ। ଏହି ଯୋଜନା ଅନ୍ତର୍ଗତ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଲାଗି ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri