ଓ୍ବାଶିଂଟନ,୫ା୫: ଚାଇନାର ଉହାନ୍ସ୍ଥିତ ଲାବ୍ରୁ ହିଁ କରୋନା ଭାଇରସ୍ ଉତ୍ପତ୍ତି ହୋଇଛି ବୋଲି ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଇକ୍ ପୋମ୍ପେଓ ଦାବି କରିଛନ୍ତି। ଆମ ପାଖରେ…
ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ଜଣଙ୍କ ଗଞ୍ଜାମର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମରେ କରୋନା ସଂକ୍ରମିତଙ୍କ…
ନୂଆଦିଲ୍ଲୀ,୫ା୫: ଲକ୍ଡାଉନ୍ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ଲାଗି ସରକାର ଟ୍ରେନ ଚଳାଚଳକୁ ଅନୁମତି ଦେଇଛନ୍ତି। ତେବେ…
ନୂଆଦିଲ୍ଲୀ,୫ା୫(ପି.ଟି.): କରୋନା ସଂକ୍ରମଣ ରୋକିବାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିବାରୁ ବିଭିନ୍ନ ଦେଶରେ ହଜାର ହଜାର ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି…
ନୂଆଦିଲ୍ଲୀ, ୫ା୫: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବା ସହ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି। ଏହା ଭିତରେ ଏକ ଖୁସିଖବର ମଧ୍ୟ ସାମ୍ନାକୁ ଆସିଛି। ତାହାହେଲା ଗତ…
ନୂଆଦିଲ୍ଲୀ,୫ା୫: କରୋନା ଭୂତାଣୁକୁ ନାଶ କରିବା ପାଇଁ ପ୍ଲାଜ୍ମା ଥେରାପି ଉପଯୁକ୍ତ ଚିକିତ୍ସା ବୋଲି କହିହେବ ନାହିଁ। ଏହି ଚିକିତ୍ସାର ପ୍ରଭାବ ସମ୍ପର୍କରେ ନିଶ୍ଚିତ ହେବାକୁ ହେଲେ…
ଭୁବନେଶ୍ୱର, ୫।୫ (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ: କରୋନା କଟକଣା ପାଇଁ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ାର ୧ହଜାରରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଏବେ ନାନା ନିର୍ଯାତନାର ଶିକାର…
ବେଜିଂ,୫ା୫: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ପୁଣିଥରେ ଚାଇନାରେ ତାହାର ପ୍ରକୋପ ଦେଖାଇପାରେ। ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଚାଇନାର ଜଣେ ପ୍ରମୁଖ…
ନିରାକାରପୁର,୫।୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ କୁହୁଡ଼ି ଛକରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇଦ୍ରାବାଦରୁ…
ଭୁବନେଶ୍ୱର,୫ା୫(ବ୍ୟୁରୋ): କରୋନା(କୋଭିଡ୍-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୧୭ ତାରିଖ ଯାଏ ଲକ୍ଡାଉନରେ ରହିବାକୁ ଘୋଷଣା କରିଛନ୍ତି। ଏହି…