କରୋନା ଭାଇରସ୍‌

ଭୋପାଳ ରାଜଭବନକୁ ପହଞ୍ଚିଲା କରୋନା

ଭୋପାଳ,୨୫।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସୋମବାର ୨୪ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସହରର ହଟସ୍ପଟ ଜୋନ କରୋନା ସଂକ୍ରମଣର ଶିକାର ହେଉଥିବା…

6 years ago

ନଏଡା ପରେ ଏବେ ଗାଜିଆବାଦ ବର୍ଡର ସିଲ୍‌: କେବଳ ପାସ୍‌ଧାରୀଙ୍କୁ ମିଳିବ ପ୍ରବେଶ ଅନୁମତି

ଗାଜିଆବାଦ,୨୫।୫: ଉତ୍ତରପ୍ରଦେଶ ଗାଜିଆବାଦରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ମାମଲା ତୀବ୍ରଗତିରେ ବଢ଼ିବାରେ ଲାଗିଛି। କରୋନା ମାମଲାକୁ ବଢ଼ୁଥିବା ଦେଖି ଗାଜିଆବାଦ ପ୍ରଶାସନ ଏକ ବଡ଼…

6 years ago

ଆଜିଠୁ ଘରୋଇ ସେବା ଦେବ ମୋବସ୍‌

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ମୋବସ ସେବା ମଙ୍ଗଳବାରଠାରୁ ଘରୋଇ ସେବା ଯୋଗାଇବ। ସକାଳ…

6 years ago

ବିଶ୍ୱରେ ୫୫ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଟପ୍‌ ଟେନ୍‌ରେ ଭାରତ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମିତ ଦେଶଙ୍କ ଟପ୍‌ ଟେନ୍‌ ତାଲିକାରେ ଏବେ ଭାରତ ସାମିଲ ହୋଇଛି। ଏବେ ଭାରତ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଇରାନକୁ ପଛରେ ପକାଇ ଦେଇଛି।…

6 years ago

CORONAVIRUS UPDATE: ୯୯ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୬୪୯

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୩୪ଜଣ ରହିଥିବା ବେଳେ ଗଞ୍ଜାମରୁ ୧୫ଜଣ ରହିଛନ୍ତି।…

6 years ago

ବଲାଙ୍ଗୀର: ଗୋଟିଏ ଦିନରେ ୮ ପଜିଟିଭ ଚିହ୍ନଟ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୫ା୫: ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ଆଉ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା…

6 years ago

୨ କରୋନା ଯୋଦ୍ଧା ପଜିଟିଭ: ଦେବଗଡ଼ର ଆଶାକର୍ମୀ, ଶିକ୍ଷକ କରୋନା ଆକ୍ରାନ୍ତ

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ରାଜ୍ୟରେ ସୋମବାର ୧୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦେବଗଡ଼ ଜିଲାରେ ସର୍ବାଧିକ ୨୨ଜଣ ଆକ୍ରାନ୍ତ ରହିଛନ୍ତି। ତେବେ ଏହି ୨୨ ଆକ୍ରାନ୍ତଙ୍କ ମଧ୍ୟରେ…

6 years ago

ଜୁଲାଇ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁବ ୨୧ ଲକ୍ଷ !

ଓ୍ବାଶିଂଟନ,୨୫।୫: ଭାରତ ଏବେ କରୋନା ଭାଇରସ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟି ଯାଇଛି। ଗତ କିଛିଦିନ ହେବ ଏଠାରେ ୨୪ ଘଣ୍ଟାରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ…

6 years ago

ମହାରାଷ୍ଟ୍ରରେ ୧,୮୦୯ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୨୫।୫: ମହାରାଷ୍ଟ୍ରରେ କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ବିଶେଷ ଭାବେ କରୋନା ଯୋଦ୍ଧା ସାଜି ସାଧାରଣ ଜନତାକୁ କରୋନା କବଳରୁ ରକ୍ଷା କରିବାକୁ…

6 years ago

କୋରାପୁଟ ଜିଲାରେ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଜୟପୁର,୨୫ା୫(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ସୋମବାର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜୟପୁର ସହରର ହୋଇଥିବା ବେଳେ ଦଶମନ୍ତପୁର ବ୍ଲକର ଜଣେ,…

6 years ago