କରୋନା ଭାଇରସ୍‌

ବନ୍ଦେ ଭାରତ ମିଶନ-୩ ପାଇଁ ୨୨ହଜାର ଟିକେଟ ବିକ୍ରି

ନୂଆଦିଲ୍ଲୀ,୭।୬: କରୋନ ସଂକ୍ରମଣ ଜନିତ ସମସ୍ୟା ଓ କଟକଣା କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର…

6 years ago

ଅର୍ଥନୀତିକୁ ଧ୍ୱଂସ କରୁଛି କେନ୍ଦ୍ର: ରାହୁଲ

ନୂଆଦିଲ୍ଲୀ,୭ା୬: କରୋନା ସଙ୍କଟ ବେଳେ କେନ୍ଦ୍ର ସରକାର ଗରିବଙ୍କୁ ନଗଦ ଟଙ୍କା ଦେଉନାହାନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ଦେବାକୁ…

6 years ago

‘ବେଶି ଟେଷ୍ଟ ହେଲେ ଅଧିକ ସଂକ୍ରମିତ ବାହାରିବେ’

ୱାଶିଂଟନ,୭ା୬: କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଗ୍ରେ ରହିଛି ଆମେରିକା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାକୁ ବସିଥିବାବେଳେ ୧ ଲକ୍ଷ ୧୨ ହଜାର ଲୋକ ଆଖିବୁଜିଲେଣି।…

6 years ago

କଡ଼ା ଚେତାବନୀ ଦେଲେ ସରକାର: ବିଦେଶ ଫେରନ୍ତା ଫୋନ୍‌ ନ ଉଠାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୭।୬(ବ୍ୟୁରୋ): ବିଦେଶ ଫେରନ୍ତାକୁ ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ୧୦୪ କିମ୍ବା ରାଜ୍ୟ କଲ୍‌ ସେଣ୍ଟରରୁ ଯାଉଥିବା ଫୋନ୍‌ ନ ଉଠାଇଲେ କାର୍ଯ୍ୟାନୁଷ୍ଠାନ ହେବ।…

6 years ago

ଭାରତରେ ଫୁଟିବ କରୋନା ବୋମା

ଜାତିସଂଘ, ୭ା୬: ମହାମାରୀ କରୋନା ବିଶ୍ୱକୁ କଲବଲ କରିଚାଲିଛି। ଏବେ ୬୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩.୯୮ ଲକ୍ଷ ଲୋକଙ୍କ ଜୀବନ…

6 years ago

ପୁଣି ଉତ୍କଟ ହେଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୭ା୬(ଆଇଏଏନ୍‌ଏସ୍‌): ଲକ୍‌ଡାଉନର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୬ଟି ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଥିଲା। ତେବେ ଧୀରେ ଧୀରେ ଲକ୍‌ଡାଉନ ଖୋଲିବା ସହ ପ୍ରଦୂଷଣ…

6 years ago

କୋଭିଡ୍‌ କିଟ୍‌ ବିବାଦ ପ୍ରସଙ୍ଗ: ସ୍ବାସ୍ଥ୍ୟମନ୍ତ୍ରୀ କହିଲେ କେନ୍ଦ୍ର ନିର୍ଦ୍ଦେଶରେ ବଦଳିଥିଲା ମାସ୍କ ଦାମ୍‌

ଭୁବନେଶ୍ୱର,୭।୬(ବ୍ୟୁରୋ):  ରାଜ୍ୟରେ କରୋନା ମୁକାବିଲା ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ (ପିପିଇ), ଭେଣ୍ଟିଲେଟର, ମାସ୍କ ଆଦି ବିଭିନ୍ନ କୋଭିଡ୍‌ କିଟ୍‌ କିଣାକୁ ନେଇ ବିବାଦ ଉପୁଜିଥିବାବେଳେ ବିରୋଧୀମାନେ…

6 years ago

ଏସ୍‌ସିବି ଆଇସୋଲେଶନ୍‌ ୱାର୍ଡରୁ ୨ କରୋନା ରୋଗୀ ଚିହ୍ନଟ

କଟକ ଅଫିସ,୬ା୬-ଏସ୍‌ସିବି ଆଇସୋଲେଶନ୍‌ ୱାର୍ଡରୁ ଶନିବାର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ନିଜଠାରେ କରୋନାର ଲକ୍ଷଣ ସନ୍ଦେହ କରି ତିନି…

6 years ago

ଦାଦାଙ୍କ ପରେ ପୁତୁରା କରୋନା ଆକ୍ରାନ୍ତ ଚିହ୍ନଟ, ଗ୍ରାମବାସୀ ଭୟଭୀତ

ନିରାକାରପୁର,୬ା୬(ଡି.ଏନ୍‌.ଏ.): କିଛିଦିନ ତଳେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଯାଜପୁର ଗ୍ରାମରେ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତା’ର…

6 years ago

ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ ‘ଅଲ୍‌ କ୍ଲିୟର’: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍‌-ଜୁଲାଇର ସମ୍ଭାବ୍ୟ ପରିସ୍ଥିତି ମୂଳରେ ଗୋଟିଏ ଆତ୍ମସଚେତନତାର କଥା। ସେଇଟି ହେଲା ଲକ୍‌ଡାଉନ୍‌ରେ କୋହଳ ଅର୍ଥ ନୁହେଁ କରୋନାର ଶେଷ। ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାର…

6 years ago