ବଜାଜର ୨ ନୂଆ ମଡେଲ ବଜାରରେ
ଭୁବନେଶ୍ୱର, ୧୯-୭: ବଜାଜ ଅଟୋ ପକ୍ଷରୁ ନୂଆ ପ୍ଲାଣ୍ଟିନା ୧୧୦ ଏଚ୍-ଗିୟର ଏବଂ ସିଟି ୧୧୦ ମଡେଲ ବଜାରକୁ ଆସିଛି। ହାଇଓ୍ବେ ରାଇଡିଂକୁ ନଜରରେ ରଖି ନୂଆ ପ୍ଲାଣ୍ଟିନାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଡିଜିଟାଲ କନସୋଲ ଏବଂ ଗିୟରସିଫ୍ଟ ଗାଇଡ ସ୍ଥାନିତ…
କିଆ ସେଲ୍ଟସର ବୁକିଂ ଆରମ୍ଭ
ନୂଆଦିଲ୍ଲୀ,୧୯-୭: କିଆ ମୋଟର୍ସର ନୂଆ ମଡେଲ ସେଲ୍ଟସର ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ କମ୍ପାନୀ ଏହି ମଡେଲର ୬,୦୪୬ ୟୁନିଟ୍ ଲାଗି ବୁକିଂ ହାସଲ କରିଛି। ଭାରତୀୟ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଲାଗି ଏହା ଏକ ରେକର୍ଡ। ଏହି ରେକର୍ଡ ବ୍ରାଣ୍ଡ…
୭୮% ହ୍ରାସ ପାଇଛି ୟେସ୍ ବ୍ୟାଙ୍କ ଶେୟାର;୭ ହଜାର କୋଟି କ୍ଷତି ସହିଲେ ରାଣା କପୁର
ନୂଆଦିଲ୍ଲୀ,୧୯-୭: ବିଭିନ୍ନ କାରଣରୁ ଗତବର୍ଷ ଅଗଷ୍ଟରୁ ଅଦ୍ୟାବଧି ୟେସ୍ ବ୍ୟାଙ୍କ ଶେୟାର ୭୮ ପ୍ରତିଶତ ହ୍ରାସ ପାଇଛି। ଫଳରେ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କୁ ପ୍ରାୟ ୭ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏନ୍ପିଏ…
ବାଣିଜ୍ୟ ବିବାଦର ସମାଧାନ ଲାଗି ଆସନ୍ତା ମାସରେ ଆମେରିକା ଯିବେ ଗୋୟଲ
ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଆସନ୍ତା ମାସରେ ଆମେରିକା ଯିବେ। ଓ୍ବାଶିଂଟନରେ ପହଞ୍ଚତ୍ବା ପରେ ଆମେରିକା ବାଣିଜ୍ୟ ପ୍ରତିନିଧି(ୟୁଏସ୍ଟିଆର୍) ମୁଖ୍ୟ ରବର୍ଟ ଲାଇଟହାଇଜରଙ୍କୁ ସେ ଭେଟିବେ। ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବାଣିଜ୍ୟ ବିବାଦର…
ଓଡ଼ିଶାରେ ୪ଜି ସେବା ପାଇଁ ବିଏସ୍ଏନ୍ଏଲ୍ର ଯୋଜନା
ଭୁବନେଶ୍ୱର, ୧୯-୭,(ବ୍ୟୁରୋ): ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ୪-ଜି ଇଣ୍ଟରନେଟ ସେବା ଯୋଗାଣ ଲାଗି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍) ଯୋଜନା ରଖିଛି। ଏପରି ସ୍ଥିତିରେ ଓଡ଼ିଶାରେ କମ୍ପାନୀ ସେବା ଯୋଗାଣ ଲାଗି ମଧ୍ୟ ଲକ୍ଷ୍ୟ ରଖିଛି।…
୨.୫ ଲକ୍ଷ ଗ୍ରାମପଞ୍ଚାୟତରେ ପହଞ୍ଚିବ ହାଇସ୍ପିଡ୍ ଇଣ୍ଟରନେଟ୍
ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ସରକାର ଭାରତନେଟ୍ ପ୍ରକଳ୍ପ ଲାଗି ଅଦ୍ୟାବଧି ୨୦,୪୩୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଅର୍ଥ ବ୍ୟୟ କରି ଦେଶର ୨.୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍ ବ୍ରଣ୍ଡବ୍ୟାଣ୍ଡ ନେଟ୍ଓ୍ବାର୍କ ସହ ଯୋଡାଯିବ ବୋଲି ସରକାର ପ୍ରକାଶ କରିଛନ୍ତି।…
ବନ୍ଦ ହୋଇଯିବ ଗରିବ ରଥ ଏକ୍ସପ୍ରେସ
ନୂଆଦିଲ୍ଲୀ,୧୯-୭: ଗରିବଙ୍କୁ ଶସ୍ତାରେ ଏସି ଟ୍ରେନରେ ଯାତ୍ରା କରିବାର ଆନନ୍ଦ ଦେବା ଲାଗି ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପକ୍ଷରୁ ଗରିବ ରଥ ଏକ୍ସପ୍ରେସ୍କୁ ଆରମ୍ଭ କରାଯାଇଥିଲା। ବର୍ତ୍ତମାନର ଏନ୍ଡିଏ ୨.୦ ସରକାର ଏହାକୁ ବନ୍ଦ କରିଦେବେ। ପ୍ରଥମ ପଦକ୍ଷେପ…
କ୍ୟାବିନେଟ ନିଷ୍ପତ୍ତି;୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି
ନୂଆଦିଲ୍ଲୀ,୧୮-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳକୁ ଏକ ମାସ ବୃଦ୍ଧି କରିଛନ୍ତି। ଏଣିକି ଆୟୋଗଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏଥିସହିତ ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଲାଗି ପାଣ୍ଠିକୁ…
ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟକୁ ପାଇଲଟଙ୍କ ଚେତାବନୀ; ବକେୟା ଦରମା ଦିଅ ନଚେତ୍ ନୋଟିସ ପିରିୟଡ ପ୍ରତ୍ୟାହାର କର
ନୂଆଦିଲ୍ଲୀ,୧୮-୭: ଏୟାର ଇଣ୍ଡିଆ ପାଇଲଟଙ୍କ ପକ୍ଷରୁ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। କମ୍ପାନୀ ତୁରନ୍ତ ସେମାନଙ୍କ ଦରମା ବାବଦରେ ବକେୟା ପ୍ରଦାନ କରୁ ନଚେତ୍ ଚାକିରି ଛାଡ଼ିବା ଲାଗି ୬ ମାସର ନୋଟିସ ପିରିୟଡକୁ ପ୍ରତ୍ୟାହାର କରୁ ବୋଲି ପାଇଲଟ ୟୁନିୟନ…
ଏମ୍ଜିଏନ୍ଆର୍ଇଜିଏ ଯୋଜନା ବନ୍ଦ ହୋଇପାରେ
ନୂଆଦିଲ୍ଲୀ,୧୮-୭: କେନ୍ଦ୍ର ସରକାର ଆଉ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନଆର୍ଇଜିଏ)କୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି। ଏହି ଯୋଜନା ଗରିବଙ୍କ ଲାଗି ଉଦ୍ଦିଷ୍ଟ। ମୋଦି ସରକାର ଦେଶରୁ ଗରିବଙ୍କ ସଂଖ୍ୟା କମାଇବାକୁ ବଦ୍ଧପରିକର। ଏଣୁ ଏହି…
ବ୍ଲୁମ୍ବର୍ଗ ବିଲିୟନେୟାର ଇଣ୍ଡେକ୍ସ; ଗେଟ୍ସଙ୍କୁ ପଛରେ ପକାଇ ଆର୍ନଲ୍ଟ ଦ୍ୱିତୀୟ ଶୀର୍ଷ ଧନୀ
ନୂଆଦିଲ୍ଲୀ,୧୮-୭: ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଠାରୁ ବିଶ୍ୱର ଦ୍ୱିତୀୟ ଶୀର୍ଷ ଧନୀ ମୁକୁଟ ହଟିଯାଇଛି। ପ୍ରକାଶ ପାଇଥିବା ବ୍ଲୁମ୍ବର୍ଗ ବିଲିୟନେୟାର ଇଣ୍ଡେକ୍ସ ତାଲିକାରେ ସେ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ତାଙ୍କ ସ୍ଥାନ ନେଇଛନ୍ତି ଫ୍ରାନ୍ସର ବର୍ନାଡ ଆର୍ନଲ୍ଟ। ସେ ତୃତୀୟ…
ଥରକରେ ସରକାରଙ୍କୁ ମିଳିବନି ଆର୍ବିଆଇ ବଳକା ଅର୍ଥ
ନୂଆଦିଲ୍ଲୀ,୧୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପଡି ରହିଥିବା ବଳକା ପୁଞ୍ଜିକୁ ନେଇ ନିଜର ରିପୋର୍ଟ ଚୂଡ଼ାନ୍ତ କରିସାରିଛନ୍ତି। ବୁଧବାର ଏ ସମ୍ପର୍କରେ ସୂଚନା ମିଳିଛି। ମିଡିଆ ରିପୋର୍ଟ…
Archives


