ବାଣିଜ୍ୟ

ଦ୍ୱିତୀୟ ପର୍ଯ୍ୟାୟ ୟୁଏସ୍‌-ଚାଇନା ବାଣିଜ୍ୟ ଚୁକ୍ତି ଶୀଘ୍ର

ଡାଭୋସ,୨୨-୧: ଦୀର୍ଘ ୧୯ ମାସର ବାଣିଜ୍ୟ ଯୁଦ୍ଧକୁ ଅନ୍ତ କରିବା ଲାଗି ଆମେରିକା ଏବଂ ଚାଇନା ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ସାମିଲ ହୋଇଛନ୍ତି। ଦୁଇ ଦେଶ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ସାମିଲ ହେବେ ବୋଲି ଆମେରିକା ରାଷ୍ଟ୍ରପତି…

ବିଶ୍ୱ ସ୍ତରରେ ବଢିବେ ୨୫ ଲକ୍ଷ ବେକାରୀ

ଜାତିସଂଘ,୨୨-୧: ସାରା ବିଶ୍ୱରେ ବେକାରୀ ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରୀ ହାର ବଢିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ ଯୋଡି ହେବେ। ସେହିଭଳି ପର୍ଯ୍ୟାପ୍ତ କାମ ନ ଥିବା ଯୋଗୁ ପ୍ରାୟ ୫୦ କୋଟି…

ପୁଣି ଆରମ୍ଭ ହେବ ଅନୁଗୋଳ ଆଲୁମିନିୟମ ପାର୍କ ଭିତ୍ତିଭୂମି କାର୍ଯ୍ୟ

ଭୁବନେଶ୍ୱର,୨୨-୧: ଅନୁଗୋଳରେ ସ୍ଥାପନ ହେବାକୁ ଥିବା ଆଲୁମିନିୟମ ପାର୍କର ଭିତ୍ତିଭୂମି କାର୍ଯ୍ୟ ପୁଣି ଆରମ୍ଭ ହେବ। ଏଥି ଲାଗି କେନ୍ଦ୍ର ସରକାର ସମ୍ମତି ଜଣାଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରକଳ୍ପକୁ ପୁଣି ଥରେ ଆରମ୍ଭ…

୧% ଅତିଧନୀଙ୍କ ପାଖରେ ସିଂହ ଭାଗ ସମ୍ପତ୍ତିି

ଡାଭୋସ,୨୧-୧: ଭାରତର ୧% ଅତିଧନୀ ବ୍ୟକ୍ତି ବିଶେଷଙ୍କ ନିକଟରେ ଦେଶର ମୋଟ ସମ୍ପତ୍ତିର ସିଂହ ଭାଗ ଅଂଶ ରହିଛି। ଏମାନଙ୍କ ପାଖରେ ଦେଶର ୭୦% ଜନସଂଖ୍ୟାଙ୍କ ମୋଟ ସମ୍ପତ୍ତିର ୪ଗୁଣରୁ ଅଧିକ ସମ୍ପତ୍ତି ଥିବା ଜଣାପଡିଛି। ସେହିଭଳି ଭାରତୀୟ ବିଲିୟନେୟାରଙ୍କ ନିକଟରେ…

ବଜେଟ ଦସ୍ତାବିଜ ପ୍ରିଣ୍ଟିଂ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୨୧-୧: ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପାରମ୍ପରିକ ହାଲୁଆ ସେରିମନି ଅନୁଷ୍ଠିତ ହୋଇଯାଇଛି। ଏହା ସହ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟ ଦସ୍ତାବିଜ ପ୍ରିଣ୍ଟିଂ ପ୍ରକ୍ରିୟା ମଧ୍ୟ ଶୁଭାରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ…

୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ସିଇଓ

ନୂଆଦିଲ୍ଲୀ,୨୧-୧: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ ହୋଇଛନ୍ତି। ଏହି ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ ଅଫ ବରୋଦା (ବିଓବି), ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ଏବଂ କାନାରା ବ୍ୟାଙ୍କ ରହିଛି। ବିଓଆଇ…

ଅଭିବୃଦ୍ଧି ପୂର୍ବାନୁମାନ ୪.୮%କୁ ଖସାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୨୧-୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍‌ଏଫ୍‌) ସୋମବାର ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୪.୮%କୁ ଖସାଇଛି। ଏହି ଏଜେନ୍ସି ଭାରତ ବଜାର ଲାଗି ପୂର୍ବରୁ କରାଯାଇଥିବା ଅନୁମାନ ତୁଳନାରେ ବର୍ତ୍ତମାନ ୧.୩% ହ୍ରାସ କରିଛି। ମାନ୍ଦାବସ୍ଥା…

ସୋସିଆଲ୍‌ ମୋବିଲିଟି ସୂଚକାଙ୍କ: ୭୬ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨୧-୧: ଓ୍ବାର୍ଲଡ ଇକୋନୋମିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ସୋମବାର ପ୍ରକାଶିତ ନିୟୁ ସୋସିଆଲ ମୋବିଲିଟି ସୂଚକାଙ୍କରେ ୮୨ ଦେଶ ମଧ୍ୟରୁ ଭାରତ ୭୬ତମ ସ୍ଥାନରେ ରହିଛି। ଡେନମାର୍କ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି। ପ୍ରଥମ ୫ ସ୍ଥାନରେ ଥିବା ଅନ୍ୟ…

ଅର୍ଥ ବ୍ୟବସ୍ଥାର ପ୍ରକୃତ ସ୍ଥିତି ମାପିବେ ସରକାର

ନୂଆଦିଲ୍ଲୀ,୨୦-୧: ଦେଶ ମଧ୍ୟରେ ଡାଟାର ଗୁଣବତ୍ତା ନ ଥିବା ଯୋଗୁ ସରକାରଙ୍କୁ ଅନେକେ ସମାଲୋଚନା କରିଥାନ୍ତି। ସେହିଭଳି ଡାଟା ହେରଫେରର ଅଭିଯୋଗ ସରକାରଙ୍କ ବିରୋଧରେ ଆସିଛି। ଏସବୁ ପ୍ରସଙ୍ଗକୁ ବିଚାର କରି ସରକାରୀ ପରିସଂଖ୍ୟାନ ଡାଟାର ସଂଶୋଧନ କରିବା ଲାଗି ଅଗ୍ରସର…

ଟିକସ କ୍ଷେତ୍ରରେ ଆସିପାରେ ବଡ ଘୋଷଣା

ନୂଆଦିଲ୍ଲୀ,୨୦-୧: ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ସୋମବାର ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସମେତ ବଜେଟ ପ୍ରସ୍ତୁତିରେ ସାମିଲ ଅଧିକାରୀମାନେ ବଜେଟ ଉପସ୍ଥାପନ ହେବା ଯାଏ ନର୍ଥ ବ୍ଲକରୁ ବାହାରିବା ବନ୍ଦ ହୋଇଯିବ। ବଜେଟ…

ବଜେଟକୁ ନେଇ ସୋସିଆଲ ମିଡିଆ କ୍ୟାମ୍ପେନ

ନୂଆଦିଲ୍ଲୀ,୨୦-୧: ବଜେଟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସୋସିଆଲ ମିଡିଆ କ୍ୟାମ୍ପେନ୍‌ ଆରମ୍ଭ କରାଯିବ। ଏହା ଚଳିତ ମାସ ୨୨ ଠାରୁ ଶୁଭାରମ୍ଭ ହେବ ବୋଲି ସୂଚନା…

୩୧ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୨୦-୧: ୟୁନାଇଟେଡ୍‌ ଫୋରମ ଫର ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଆସନ୍ତା ମାସ ୩୧ରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ୟୁଏଫ୍‌ବିୟୁ ମଧ୍ୟରେ ୯ ଶ୍ରମିକ ସଙ୍ଗଠନ ସାମିଲ ଅଛନ୍ତି। ସେହିଭଳି ସଂଘ ମାର୍ଚ୍ଚ ୧୧ରୁ ଏହା ୩ ଦିନିଆ ଧର୍ମଘଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?